Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅନ୍ତରାଷ୍ଟ୍ରୀୟ»ମାଷ୍ଟର ଡିଗ୍ରୀ ହାସଲ କରିବାକୁ ଯାଇଥିବା ଆନ୍ଧ୍ରପ୍ରଦେଶର ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା
ଅନ୍ତରାଷ୍ଟ୍ରୀୟ

ମାଷ୍ଟର ଡିଗ୍ରୀ ହାସଲ କରିବାକୁ ଯାଇଥିବା ଆନ୍ଧ୍ରପ୍ରଦେଶର ଛାତ୍ରଙ୍କୁ ଆମେରିକାରେ ଗୁଳି କରି ହତ୍ୟା

April 21, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୁଳି କରି ହତ୍ୟା
କାନାଡାରେ ଆଉ ଜଣେ ଭାରତୀୟକୁ ଗୁଳି କରି ହତ୍ୟା, ଅଭିଯୁକ୍ତ ଫେରାର

ଅମରାବତୀ: ମାଷ୍ଟର ଡିଗ୍ରୀ ପଢିବା ପାଇଁ ଆମେରିକା ଯାଇଥିବା ଆନ୍ଧ୍ରପ୍ରଦେଶର ଜଣେ ୨୪ ବର୍ଷୀୟ ଛାତ୍ରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୋଲିସର ସୂଚନାନୁସାରେ, ଆମେରିକାର ଓହିଓର ଇନ୍ଧନ ଷ୍ଟେସନରେ ଗୁଳି ଲାଗିବା ପରେ ଛାତ୍ର ଆହତ ହୋଇଥିଲେ, ଯେଉଁଠାରେ ସେ କାମ କରୁଥିଲେ। ଛାତ୍ରଏନକେ ପରିଚୟ ସାଇଶ ବୀରା ବୋଲି ଜଣାପଡିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବୀରା ଆନ୍ଧ୍ରପ୍ରଦେଶର ବାସିନ୍ଦା ଥିଲେ।

ସୂଚନା ଅନୁଯାୟୀ, “ଏପ୍ରିଲ୍ ୨୦ ତାରିଖ ଦିନ ୧୨.୫୦ରେ କଲମ୍ବସ୍ ପୋଲିସ୍ ଅଧିକାରୀମାନେ ଡବ୍ଲୁ ବ୍ରଡ୍ ସେଣ୍ଟ ର ୧୦୦୦ ବ୍ଲକ୍ ରେ ଗୁଳି ଚଳାଇଥିବାର ଖବର ପାଇଥିଲେ। ପୋଲିସ ପହଞ୍ଚି ପୀଡିତଙ୍କୁ ସ୍ଥାନୀୟ ଡାକ୍ତରଖାନାକୁ ନେଇଥିଲେ। ପୋଲିସ କହିଶଚି ଯେ, ଜୀବନ ରକ୍ଷାକାରୀ ପଦକ୍ଷେପ ସତ୍ତ୍ୱେ ପୀଡିତଙ୍କୁ ରକ୍ଷା କରାଯାଇ ପାରି ନାହିଁ ଏବଂ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଛନ୍ତି। ଘଟଣାର ଅନୁସନ୍ଧାନ କରାଯାଉଛି ଏବଂ ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି। ସିସିଟିଭି କ୍ୟାମେରାରେ ଦେଖାଯାଇଥିବା ସନ୍ଦିଗ୍ଧଙ୍କ ଫଟୋକୁ ପୋଲିସ ମଧ୍ୟ ସେୟାର କରିଛି।

ବୀରା ଆମେରିକାରେ ତାଙ୍କ ମାଷ୍ଟର ପାଠ୍ୟକ୍ରମ ଅନୁସରଣ କରୁଥିଲେ ଏବଂ ଏଚ-୧ବି ଭିସା ନେଇ ଆମେରିକା ଯାଇଥିଲେ। ବୀରା ତାଙ୍କ ପରିବାରରେ ପ୍ରଥମ ଥର ପାଇଁ ଆମେରିକା ଆସିଥିଲେ ଏବଂ ତାଙ୍କ ପରିବାରକୁ ଉନ୍ନତ କରିବାକୁ ଚାହୁଁଥିଲେ।

ଆନ୍ଧ୍ରପ୍ରଦେଶ ଆମେରିକା ଗୁଳି କରି ହତ୍ୟା
Share. Facebook Twitter LinkedIn Email WhatsApp Copy Link

Related Posts

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

ବିଜେପିର ମୁଖ୍ୟମନ୍ତ୍ରୀ ଏବଂ ଜେଡିୟୁର ଉପମୁଖ୍ୟମନ୍ତ୍ରୀ!: ବିହାର ସରକାରଙ୍କ ନୂତନ ରୂପରେଖା ପ୍ରକାଶ

March 6, 2026
Latest News

ଅମିତ ଶାହଙ୍କ ଦ୍ୱାରା ଓମ୍ଫେଡର ୩୦ ହଜାର ଲିଟର ବିଶିଷ୍ଟ ଦୁଗ୍ଧ କାରଖାନା ଉଦଘାଟିତ

March 6, 2026

ଇଗ୍ନୋ ଆଞ୍ଚଳିକ କେନ୍ଦ୍ରରେ ସି୨ସି ଏବଂ ଆଇ୨ଓ ୨.୦ କାର୍ଯ୍ୟକ୍ରମର ଉଦ୍ଘାଟନ 

March 6, 2026

ପୂର୍ବତଟ ରେଳପଥ ଓ ଇକୋର ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳନ

March 6, 2026

୩୨୭୫ କୋଟିରୁ ଅଧିକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଅମିତ ଶାହ

March 6, 2026

ମୁଣ୍ଡଳିଠାରେ ସିଆଇଏସଏଫର ପ୍ରତିଷ୍ଠା ଦିବସ ସମାରୋହକୁ ସମ୍ବୋଧିତ କଲେ ଗୃହ ମନ୍ତ୍ରୀ ଅମିତ ଶାହ

March 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.