ବିଫଳ ହେଲା ବ୍ୟାଙ୍କ ଲୁଟ୍ ଉଦ୍ୟମ

Published: Jul 9, 2023, 7:34 pm IST

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଜରଡ ଗ୍ରାମରେ ଅବସ୍ଥିତ ଗ୍ରାମ୍ୟ ବ୍ୟାଙ୍କ ଶାଖାରେ ଲୁଟ ଉଦ୍ୟମ ବ୍ୟର୍ଥ ହୋଇ ଯାଇଛି।

କିଛି ଯୁବକ ଲୁଟ୍ ପାଇଁ ଉଦ୍ୟମ କରିଥିବା ବେଳେ ହଠାତ୍ ବ୍ୟାଙ୍କର ସାଇରନ୍ ବାଜି ଯାଇଥିଲା। ଯ’ଦ୍ଵାରା ଲୁଟ୍ ଉଦ୍ୟମ କରିବିକୁ ଆସିଥିବା ଲୁଟେରା ମାନେ ଚମ୍ପଟ୍ ମାରିଥିଲେ। ଖବର ପାଇ କବିସୂର୍ଯ୍ୟ ନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନବିନ୍ ତଦନ୍ତ ଆରମ୍ଭ କରିଛି।

Related posts