Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବୋମାମାଡ କରି ଦାଦା ବଟି ମାଗିବା ଅଭିଯୋଗରେ ୪ ଗିରଫ
ଅପରାଧ

ବୋମାମାଡ କରି ଦାଦା ବଟି ମାଗିବା ଅଭିଯୋଗରେ ୪ ଗିରଫ

August 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

କୈଳାଶ ଚନ୍ଦ୍ର ଚୌଧୁରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା କେ ନୁଆଁଗାଁ ଥାନା ପୋଲିସ ଜଣେ ବାଳ ଅପରାଧୀ ସହ ୪ ଅପରାଧୀ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ବିକାଶ ବେହେରା, କାଳିଆ ସେଠୀ, ଅଜିତ୍ ସେଠୀ ଓ ଆଦିତ୍ୟ ନାୟକ ବୋଲି ପୋଲିସ ଠାରୁ ପ୍ରକାଶ।

ସୁଚନା ଅନୁଯାୟୀ, ଦିଗପହଣ୍ଡି ଠାରୁ ପେଣ୍ଡୁରାବାଡି ପର୍ଯ୍ୟନ୍ତ ରାସ୍ତା କାମ ନେଇଥିବା ଠିକାଦାର ମଙ୍ଗଳୁ ପାତ୍ରଙ୍କୁ ଅଭିଯୁକ୍ତ ମାନେ ଫୋନ୍ ଯୋଗେ ୩୦ ଲକ୍ଷ ଟଙ୍କା ଦାଦା ବଟି ମାଗିଥିଲେ ଓ ସେଠାରେ ଉପସ୍ଥିତ ଥିବା ଠିକା ସଂସ୍ଥାର ସୁପରଭାଇଜର ରଞ୍ଜନ ପଣ୍ଡା ଆପତ୍ତି କରିବାରୁ ଅଭିଯୁକ୍ତ ମାନେ ରଞ୍ଜନ ଉପରକୁ ଦୁଇଟି ବୋମାମାଡ କରି ନଗଦ ୧୦ ହଜାର ଟଙ୍କା ଓ ଗୋଟିଏ ସୁନା ମୁଦି ନେଇ ପଳାଇଥିଲେ।

ଏହି ଘଟଣାକୁ ନେଇ ରଞ୍ଜନ କେ ନୁଆଁଗାଁ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏତଲା ନଂ ୩୬୩/୨୩ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ଓ ବାଳ ଅପରାଧୀ ଜଣକୁ ଜୁଭେନାଇଲ୍ ଅଦାଲତ ରେ ହାଜର କରାଯାଇଥିଲା।

ଅଦାଲତ ଜଜ୍ ଙ୍କ ନିର୍ଦ୍ଦେଶନାରେ ତାକୁ ବାଳସୁଧାର ଗ୍ରୁହକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ମାନଙ୍କ ଠାରୁ ପୋଲିସ ଦୁଇଟି ମୋଟରସାଇକେଲରେ, ଦୁଇଟି ଖଣ୍ଡା, ଗୋଟିଏ ସୁନା ମୁଦି ଓ ନଗଦ ୪.୫୦୦ ଟଙ୍କା ଜବତ କରିଛନ୍ତି।

ଗିରଫ ବୋମାମାଡ଼
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026
Latest News

ଭାରତର ଭାଙ୍ଗିଲା ଟି-୨୦ ବିଶ୍ୱକପ୍ ରେକର୍ଡ: ଏବେ ସେମିଫାଇନାଲ୍ ପାଇଁ ଜାଣନ୍ତୁ ସମୀକରଣ?

February 23, 2026

ଓଡିଶାରେ ପ୍ରଥମଥର ପାଇଁ ଜଳକ୍ରୀଡା ପ୍ରଶିକ୍ଷଣ ଶିବିର: ଉଦଘାଟନ କଲେ କ୍ରୀଡା ମନ୍ତ୍ରୀ

February 23, 2026

ସୁପର-8 ରେ ଦକ୍ଷିଣ ଆଫ୍ରିକାଠାରୁ କାହିଁକି ହାରିଲା ଭାରତ: ଜାଣନ୍ତୁ ବଡ କାରଣ

February 23, 2026

‘ଅପରେସନ ସାଇବର କବଚ’: ୧୮୭ ଅଭିଯୁକ୍ତ ଗିରଫ

February 23, 2026

ବିର୍ସାମୁଣ୍ଡା ହକି ଷ୍ଟାଡିୟମରେ ୭୫ତମ ରାଜ୍ୟ ପୋଲିସ ହକି ଚାମ୍ପିୟନସିପ୍ – ୨୦୨୬ ର ଶୁଭାରମ୍ଭ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.