Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲା: ନିଜକୁ ବିଷ୍ନୋଇଙ୍କ ଭାଇ କହୁଥିବା ଅଭିଯୁକ୍ତ ଗିରଫ
ଅପରାଧ

ସଲମାନ ଖାନଙ୍କୁ ହତ୍ୟା ଧମକ ମାମଲା: ନିଜକୁ ବିଷ୍ନୋଇଙ୍କ ଭାଇ କହୁଥିବା ଅଭିଯୁକ୍ତ ଗିରଫ

November 7, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link
ସଲମାନ ଖାନ
ବେଲୁଚିସ୍ତାନକୁ ପୃଥକ ଦେଶ କହିବାରୁ ସଲମାନ ଖାନଙ୍କୁ ଆତଙ୍କବାଦୀ ଘୋଷଣା କଲା ପାକିସ୍ତାନ

ନୂଆଦିଲ୍ଲୀ: କର୍ଣ୍ଣାଟକର ହାଭେରୀ ଜିଲ୍ଲାରୁ ସଲମାନ ଖାନଙ୍କୁ ଧମକ ଦେଇଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ବିକାରାମ ଜଲାରାମ ବିଷ୍ନୋଇ। ଏହି ବ୍ୟକ୍ତି ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହି ଗିରଫଦାରୀ ଦ୍ଵାରା ପୋଲିସକୁ ବଡ ସଫଳତା ମିଳିଛି।

ବିକାରାମ ଜଲାରାମ ବିଷ୍ନୋଇ ଏକ ଧମକପୂର୍ଣ୍ଣ ବାର୍ତ୍ତାରେ କହିଥିଲା ଯେ, ଯେ ସେ ଜେଲରେ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ଭାଇ। ଧମକ ଦେଇ କୁହାଯାଇଥିଲା ଯେ, ଯଦି ସଲମାନ ଖାନ ସେମାନଙ୍କ ଦାବି ପୂରଣ ନକରନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ସୂଚନାନୁସାରେ, ସଲମାନଙ୍କ ଠାରୁ ୨ କୋଟି ଟଙ୍କା ଦାବି କରିବା ସହିତ ଅଭିନେତାଙ୍କୁ ତାଙ୍କ ମନ୍ଦିରକୁ ଯାଇ କ୍ଷମା ମାଗିବା ପାଇଁ ଅଭିଯୁକ୍ତ ମଧ୍ୟ କହିଥିଲେ।

ଧମକପୂର୍ଣ୍ଣ ବାର୍ତ୍ତା ଆଧାରରେ ମୁମ୍ବାଇର ୱର୍ଲି ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା। ଯେତେବେଳେ ପୋଲିସ ତଦନ୍ତ ଆରମ୍ଭ କଲା, ସେତେବେଳେ ଜଣାପଡିଲା ଯେ ଏହି ଧମକ କର୍ଣ୍ଣାଟକରୁ ପଠାଯାଇଛି। ଏହା ପରେ ମୁମ୍ବାଇ ପୋଲିସ କର୍ଣ୍ଣାଟକରେ ସ୍ଥାନୀୟ ପୋଲିସ ସହାୟତାରେ ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରି ହାଭେରୀରେ ଗିରଫ କରିଥିଲା।

ବିକାରାମ ଜଲାରାମ ବିଷ୍ନୋଇ ରାଜସ୍ଥାନର ଜାଲୋରର ବାସିନ୍ଦା ଏବଂ କର୍ଣ୍ଣାଟକର ଏକ ନିର୍ମାଣ ସ୍ଥଳରେ କାର୍ଯ୍ୟ କରୁଥିଲେ। ସେ ହାଭେରୀର ଗୌଦର ଅଞ୍ଚଳର ଅନ୍ୟ ଶ୍ରମିକମାନଙ୍କ ସହିତ ଏକ କୋଠରୀରେ ରହୁଥିଲେ। ଗିରଫ ପରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ମୁମ୍ବାଇକୁ ଆଣିଛି, ଯେଉଁଠାରେ ଅଧିକ ପଚରାଉଚରା ଚାଲିଛି। ଏଥିସହ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇଙ୍କ ସହ ଜଡିତ ସମ୍ଭାବ୍ୟ ସଂଯୋଗ ସମ୍ପର୍କରେ ମୁମ୍ବାଇ ପୋଲିସ ଅଭିଯୁକ୍ତଙ୍କଠାରୁ ସୂଚନା ପାଇବାକୁ ଚେଷ୍ଟା କରୁଛି।

Lawrence Bishnoi MUMBAI POLICE Salman Khan
Share. Facebook Twitter LinkedIn Email WhatsApp Copy Link

Related Posts

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025

India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତି

December 5, 2025

ପ୍ରଫେସର କେ. ଲକ୍ଷ୍ମୀ ବାଈଙ୍କୁ କାହିଁକି ପ୍ରଶଂସା କଲେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

December 5, 2025
Latest News

Panchanga: ଆଜିର ତିଥି କଣ, ଆଜିର ଶୁଭ ମୁହୂର୍ତ୍ତ କେତେବେଳେ, ଆଜି କଣ କଲେ ଭଲ ଫଳ ମିଳିବ

December 6, 2025

ଆଜି ଡିସେମ୍ବର 6 ତାରିଖ ଶନିବାରରେ ଏହି ପାଞ୍ଚୋଟି ରାଶିର ବ୍ୟକ୍ତି ରୁହନ୍ତୁ ସାବଧାନ

December 6, 2025

ପ୍ରଥମରୁ ଦ୍ବାଦଶ ଶ୍ରେଣୀର ସମସ୍ତ ବହି ପରିବର୍ତ୍ତନ ହେବ, ବିଧାନସଭାରେ ମନ୍ତ୍ରୀଙ୍କ ସୂଚନା, ଜାଣନ୍ତୁ କେବେ…

December 5, 2025

India Russia Summit:ବାର୍ଷିକ ଶିଖର ସମ୍ମିଳନୀରେ ଜାତୀୟ ମୁଦ୍ରା ବ୍ୟବହାର କରି ବାଣିଜ୍ୟ ବୃଦ୍ଧି ପାଇଁ ସହମତି

December 5, 2025

ପୂର୍ବ ସରକାର ଯଦି ଦୁର୍ନିତି କରିଛନ୍ତି ଦମ ଅଛି ତ ଭିଜିଲାନ୍ସ ଲଗାଅ, ବିଧାନସଭାରେ ଗର୍ଜିଲେ ବିଧାୟକ ଅରବିନ୍ଦ

December 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.