Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବ୍ରାଉନସୁଗାର ଜବତ, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ
ଅପରାଧ

ବ୍ରାଉନସୁଗାର ଜବତ, ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

December 28, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ନୟାଗଡ଼ ଜିଲ୍ଲା ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଓ ରାଜସୁନାଖଳା ଫାଣ୍ଡି ପୁଲିସକୁ ମିଳିଛି ବଡ଼ ସଫଳତା। ଜଣେ ବ୍ରାଉନସୁଗାର ବେପାରୀକୁ ବାନ୍ଧିବାରେ ସଫଳ ହୋଇଛି। ନୟାଗଡ଼ ପୁଲିସର ସ୍ୱତନ୍ତ୍ର ସ୍କ୍ୱାଡ ଓ ରାଜସୁନାଖଳା ଫାଣ୍ଡି ପକ୍ଷରୁ ମିଳିତ ଚଢ଼ାଉ କରାଯାଇ ସୁନାଖଳା ପାଖରେ ଥିବା ଖିଲାମୁଣ୍ଡା ମନ୍ଦୀର ପାଖରୁ ଜଣକୁ ଗିରଫ କରାଯାଇଛି। ତାଙ୍କ ଠାରୁ ୭ ଗ୍ରାମ ୫୦ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯାଇଛି।

ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ନରେନ୍ଦ୍ରପୁର ଗ୍ରାମ (ମାଳିସାହି)ର କାଳିଆ ରାଉତଙ୍କୁ ପୁଲିସ ଗିରଫ କରିଛି। ଗିରଫ କାଳିଆ ଏହି ବ୍ରାଉନସୁଗାର ଖୋର୍ଦ୍ଧାରୁ ଶରଣକୁଳ ନେଉଥିଲେ ବୋଲି ଜଣାପଡିଛି। ରଣପୁର ଥାନାରେ ୪୧୩/୨୭ ରେ ମାମଲା ରୁଜୁ କରାଯାଇ ତାଙ୍କୁ ଗିରଫ କରାଯାଇ କୋର୍ଟ ଫରୱାର୍ଡ କରାଯାଇଛି।

ନୟାଗଡ଼ ଜିଲ୍ଲା ବ୍ରାଉନସୁଗାର ଜବତ
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬–୨୭ରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ

August 8, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଶରଦ ପାୱାରଙ୍କ ସମସ୍ତ ସାଂସଦ: ଜାଣନ୍ତୁ କାରଣ

August 8, 2026

ମୁଖ୍ୟମନ୍ତ୍ରୀ ବିଜୟଙ୍କ ପାଇଁ ବଡ଼ ଝଟକା!: ବୈଠକରେ ଅନୁପସ୍ଥିତ ରହିଲେ ୩୭ ସାଂସଦ

August 8, 2026

ଶ୍ରୀଲଙ୍କା ଟେଷ୍ଟ ସିରିଜରେ ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଶୈକ ରଶିଦ!: ଜାଣନ୍ତୁ ସେ କିଏ?

August 8, 2026
Latest News

୨୦୨୬–୨୭ରେ ପଣ୍ୟ ପରିବହନ କ୍ଷେତ୍ରରେ ପୂର୍ବତଟ ରେଳପଥର ଉଲ୍ଲେଖନୀୟ ପ୍ରଦର୍ଶନ

August 8, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିବେ ଶରଦ ପାୱାରଙ୍କ ସମସ୍ତ ସାଂସଦ: ଜାଣନ୍ତୁ କାରଣ

August 8, 2026

ଆଜି ଦେଶରେ ଆମ ଯୁବବର୍ଗଙ୍କ ପାଇଁ ନୂଆ ନୂଆ କ୍ଷେତ୍ରର ବିକାଶ ଘଟୁଛି: ପ୍ରଧାନମନ୍ତ୍ରୀ

August 8, 2026

ମୁଖ୍ୟମନ୍ତ୍ରୀ ବିଜୟଙ୍କ ପାଇଁ ବଡ଼ ଝଟକା!: ବୈଠକରେ ଅନୁପସ୍ଥିତ ରହିଲେ ୩୭ ସାଂସଦ

August 8, 2026

ଶ୍ରୀଲଙ୍କା ଟେଷ୍ଟ ସିରିଜରେ ସାଇ ସୁଦର୍ଶନଙ୍କ ସ୍ଥାନ ନେବେ ଶୈକ ରଶିଦ!: ଜାଣନ୍ତୁ ସେ କିଏ?

August 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.