ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଛତ୍ରପୁର ଜାତୀୟ ରାଜପଥରେ ଚଢ଼ାଉ କରି ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଗାଡ଼ିରୁ ଏତେ ପରିମାଣର ଟଙ୍କା ଜବତ ପରେ ଅଧିକ ତଦନ୍ତ ଜାରି ରହିଛି।
ପୂର୍ବତଟ ରେଳପଥ ଦ୍ୱାରା ଦ୍ୱିତୀୟ ନୀଳାଦ୍ରି କପ୍ ଟି-୨୦ ଆନ୍ତଃବିଭାଗୀୟ କ୍ରିକେଟ୍ ଚାମ୍ପିଅନସିପ୍ ଉଦଯାପିତDecember 22, 2025
ପ୍ରଶଂସନୀୟ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ସମ୍ମାନିତ ହେଲେ ଆଠ ରେଳ କର୍ମଚାରୀDecember 22, 2025
ଓଡିଶା ପ୍ରତି ନିବେଶକମାନଙ୍କର ବୃଦ୍ଧି ପାଉଛି ଆସ୍ଥା: ହାଇଦ୍ରାବାଦରୁ ଫେରି ଗଣମାଧ୍ୟମକୁ କହିଲେ ମୁଖ୍ୟମନ୍ତ୍ରୀDecember 22, 2025