ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ବ୍ରହ୍ମପୁର ଭିଜିଲାନ୍ସ ବିଭାଗ ପକ୍ଷରୁ ଛତ୍ରପୁର ଜାତୀୟ ରାଜପଥରେ ଚଢ଼ାଉ କରି ଭାରପ୍ରାପ୍ତ ଜିଲ୍ଲା ଯୋଗାଣ ଅଧିକାରୀ ପୁଷା ମୁଣ୍ଡାଙ୍କ ଗାଡ଼ିରୁ ୩ ଲକ୍ଷ ଟଙ୍କା ଜବତ କରାଯାଇଛି। ଗାଡ଼ିରୁ ଏତେ ପରିମାଣର ଟଙ୍କା ଜବତ ପରେ ଅଧିକ ତଦନ୍ତ ଜାରି ରହିଛି।
ଭାରତୀୟ ମହିଳା ଦଳ ପାଇଁ ଦେଶ ଗର୍ବିତ: ବିଶ୍ଵକପ ଜିତିବା ପରେ ପାକିସ୍ତାନର ମଧ୍ୟ ଆସିଲା ପ୍ରତିକ୍ରିୟାNovember 3, 2025