Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି
ଅପରାଧ

ଅଜଣା ବ୍ୟକ୍ତିଙ୍କ ଅର୍ଦ୍ଧଦଗ୍ଧ ମୃତ ଦେହ ଉଦ୍ଧାର: ପୋଲିସ ର ତଦନ୍ତ ଜାରି

July 22, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
hinjili police
ଅଜଣା ଗାଡ଼ି ଧକ୍କାରେ ବୃଦ୍ଧଙ୍କର ମୃତ୍ୟୁ

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ହିଞ୍ଜିଳି ଥାନା ଅର୍ନ୍ତଗତ ଘୋଡାହାଡ କେନାଲ ନିକଟରେ ଥିବା ଶ୍ମଶାନରେ କୌଣସି ଏକ ଅଜଣା ବ୍ୟକ୍ତିଙ୍କ ଗଳିତ ଶବକୁ ପୋଲିସ ଉଦ୍ଧାର କରିଛି। ସୁଚନା ଅନୁଯାୟୀ ହିଞ୍ଜିଳି ପୌରସଂସ୍ଥାରେ ନବ ନିଯୁକ୍ତ ପୌର ନିର୍ବାହୀ ଅଧିକାରୀ ଉକ୍ତ ଶ୍ମଶାନର ଉନ୍ନୟନମୂଳକ କାର୍ଯ୍ୟ ଅନୁଧ୍ୟାନ ପାଇଁ ଯାଇଥିବା ବେଳେ ଜଣେ ଅର୍ଦ୍ଧଦଗ୍ଧ ମୃତ ଶରୀର ପଡ଼ିଥିବା ଦେଖି ପୋଲିସକୁ ଖବର ଜଣାଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଶବ ନିକଟରେ କିଛି ପିନ୍ଧା ଲୁଗା ପଡ଼ିଥିବାର ଦେଖିଛି।

ପରେ ପୋଲିସ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ଅଜଣା ବ୍ୟକ୍ତି ଜଣକ ଆତ୍ମହତ୍ୟା କରିଛି ନା ତାକୁ ହତ୍ୟା କରି ଏହି ସ୍ଥାନରେ ଫୋପାଡି ଦାଆ ଯାଇଛି, ତାହା ସନ୍ଦେହ ଘେରରେ ଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସଠିକ ଜଣାପଡ଼ିବ ବୋଲି ଥାନା ଅଧିକାରୀ ସୁଚନା ପ୍ରଦାନ କରିଛନ୍ତି।

ହିଞ୍ଜିଳି ଥାନା
Share. Facebook Twitter LinkedIn Email WhatsApp Copy Link

Related Posts

୭ମ ଓଡିଶା ପୁସ୍ତକ ମେଳା: ଏପର୍ଯ୍ୟନ୍ତ ପ୍ରାୟ ୫ କୋଟିର ହେଲା ବ୍ୟବସାୟ

December 16, 2025

ଶ୍ରୀମନ୍ଦିରରେ ପାଳନ ହେଲା ଧନୁ ସଂକ୍ରାନ୍ତି

December 16, 2025

ମିନି ନିଲାମରେ ବିକ୍ରି ହୋଇଥିବା ୬ ସବୁଠାରୁ ମହଙ୍ଗା ଖେଳାଳି: ଯାହାଙ୍କ ପାଇଁ ଭାଙ୍ଗିଥିଲା ସମସ୍ତ ରେକର୍ଡ

December 16, 2025

ଆଜି ହେଉଛି ଧନୁ ସଂକ୍ରାନ୍ତି, ଜାଣନ୍ତୁ କେତେ ସମୟ ପର୍ଯ୍ୟନ୍ତ ରହିଛି ପୂଜା ମୂହୁର୍ତ୍ତ

December 16, 2025
Latest News

୭ମ ଓଡିଶା ପୁସ୍ତକ ମେଳା: ଏପର୍ଯ୍ୟନ୍ତ ପ୍ରାୟ ୫ କୋଟିର ହେଲା ବ୍ୟବସାୟ

December 16, 2025

ଶ୍ରୀମନ୍ଦିରରେ ପାଳନ ହେଲା ଧନୁ ସଂକ୍ରାନ୍ତି

December 16, 2025

ମିନି ନିଲାମରେ ବିକ୍ରି ହୋଇଥିବା ୬ ସବୁଠାରୁ ମହଙ୍ଗା ଖେଳାଳି: ଯାହାଙ୍କ ପାଇଁ ଭାଙ୍ଗିଥିଲା ସମସ୍ତ ରେକର୍ଡ

December 16, 2025

ଆଜି ହେଉଛି ଧନୁ ସଂକ୍ରାନ୍ତି, ଜାଣନ୍ତୁ କେତେ ସମୟ ପର୍ଯ୍ୟନ୍ତ ରହିଛି ପୂଜା ମୂହୁର୍ତ୍ତ

December 16, 2025

ଲୋକସଭାରେ ବିକଶିତ ଭାରତ ଶିକ୍ଷା ଅଧିଷ୍ଠାନ ବିଲ୍, 2025 ଉପସ୍ଥାପନ କଲେ ଧର୍ମେନ୍ଦ୍ର ପ୍ରଧାନ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.