Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ନବବିବାହିତ ପତିଙ୍କୁ କୁଅକୁ ଠେଲି ହତ୍ୟା ଉଦ୍ୟମ, ପତ୍ନୀ ଗିରଫ
ଅପରାଧ

ନବବିବାହିତ ପତିଙ୍କୁ କୁଅକୁ ଠେଲି ହତ୍ୟା ଉଦ୍ୟମ, ପତ୍ନୀ ଗିରଫ

July 25, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ମାତ୍ର ଏକ ମାସ ପୁର୍ବେ ବାହା ହୋଇଥିବା ବର୍ଷା ପ୍ରଧାନ ନାମ୍ନୀ ଜଣେ ନବବିବାହିତା ପତ୍ନୀ ନିଜ ସ୍ବାମୀ ଅମୁଲ୍ୟ ଦଳେଇଙ୍କୁ କୁଅକୁ ଠେଲି ପଥରରେ ଆକ୍ରମଣ କରିବା ଭଳି ସମ୍ବେଦନଶୀଳ ଖବର ସାରା ବେଲଗୁଣ୍ଠା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ପାଇଛି ଯେ, ବେଲଗୁଣ୍ଠା ଥାନା ଅନ୍ତର୍ଗତ ସୁତମୁସୁରୁ ଗ୍ରାମର ଗଣେଶ ଦଳେଇ ସୋରଡ଼ା ଥାନା ଅନ୍ତର୍ଗତ ଗୁଡିପଲୀ ଗ୍ରାମର ବର୍ଷାଙ୍କୁ ଗତ ଏକ ମାସ ତଳେ ବାହା ହୋଇଥିଲେ। କିନ୍ତୁ ବର୍ଷା ପ୍ରତ୍ୟେକ ଦିନ ବିଳମ୍ବିତ ରାତି ପର୍ଯ୍ୟନ୍ତ ମୋବାଇଲ ଫୋନରେ କଥା ହେବାପାଇଁ ବାରଣ କରିବାରୁ ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା। ଏହିଭଳି ପରିସ୍ଥିତିରେ ବର୍ଷା ଗତ ଦୁଇ ଦିନ ପୁର୍ବେ ସ୍ବାମୀଙ୍କୁ ବାରି ପଟକୁ ଡ଼ାକି କୁଅକୁ ଠେଲି ଦେଇ ଇଟା ପଥରରେ ଆକ୍ରମଣ କରିଥିଲା।

ଗୁରୁତର ଆହତ ଅମୁଲ୍ୟ କୁଅ ଭିତରେ ରହି ଚିତ୍କାର କରିବା ଶୁଣି ବାପା ଗଣେଶ ପୁଅକୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରିସ୍ଥିତି ଗମ୍ଭୀର ହେବାରୁ ତାକୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ପରବର୍ତ୍ତୀ ସମୟରେ ବାପା ଗଣେଶ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ଗ୍ରହଣ କରି ମାମଲା ରୁଜୁ କରି ଗତକାଲି ଅଭିଯୁକ୍ତ ବର୍ଷାକୁ ବୁଗୁଡ଼ାସ୍ଥିତ ଏକ ଜରାଶ୍ରମରୁ ଉଠାଇ ଆଣିଥିଲା ଏବଂ ପରେ କୋର୍ଟ ଚାଲାଣ କରିଛି।

BJP Ads
ହତ୍ୟା ଉଦ୍ୟମ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025

ନୂଆପଡା ଉପନିର୍ବାଚନ ପ୍ରଚାରରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ, ଜାଣନ୍ତୁ କେବେ

November 2, 2025

ଆଜିଠାରୁ ପଞ୍ଚୁକ ବ୍ରତ, ଏଥର ପାଞ୍ଚଦିନ ନୁହେଁ ଚାରିଦିନ ପାଳନ, ଆଜି ବଡ ଏକାଦଶୀ

November 2, 2025
BJP Ads
Latest News

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆପତ୍ତିଜନକ ଭାଷା ବ୍ୟବହାର କରିବା ମହଙ୍ଗା ପଡିଲା: ଅଭିଯୁକ୍ତ ଗିରଫ

November 2, 2025

“କୌଣସି ହିଂସା ଗ୍ରହଣୀୟ ନୁହେଁ”: ଦୁଲାରଚାନ୍ଦ ହତ୍ୟା ମାମଲାରେ ସିଇସି ଙ୍କ ଚେତାବନୀ

November 2, 2025

ବହୁଚର୍ଚ୍ଚିତ ଦୁଲାରଚାନ୍ଦ ଯାଦବ ହତ୍ୟା ମାମଲା: ପୂର୍ବତନ ବିଧାୟକ ଗିରଫ

November 2, 2025

ନୂଆପଡା ଉପନିର୍ବାଚନ ପ୍ରଚାରରେ ଆସିବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ, ଜାଣନ୍ତୁ କେବେ

November 2, 2025

ଆଜିଠାରୁ ପଞ୍ଚୁକ ବ୍ରତ, ଏଥର ପାଞ୍ଚଦିନ ନୁହେଁ ଚାରିଦିନ ପାଳନ, ଆଜି ବଡ ଏକାଦଶୀ

November 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.