Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦୀପାବଳିରେ ୧୦୮ ଆମ୍ବୁଲାନ୍ସରେ ସେବା ପାଇଛନ୍ତି ୬୬୩୬ ଜଣ ଜରୁରୀକାଳୀନ ରୋଗୀ
ଅପରାଧ

ଦୀପାବଳିରେ ୧୦୮ ଆମ୍ବୁଲାନ୍ସରେ ସେବା ପାଇଛନ୍ତି ୬୬୩୬ ଜଣ ଜରୁରୀକାଳୀନ ରୋଗୀ

October 23, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଦୀପାବଳିରେ ୧୦୮ ଆମ୍ବୁଲାନ୍ସରେ ସେବା ପାଇଛନ୍ତି ୬୬୩୬ ଜଣ ଜରୁରୀକାଳୀନ ରୋଗୀ
ଦୀପାବଳିରେ ୧୦୮ ଆମ୍ବୁଲାନ୍ସରେ ସେବା ପାଇଛନ୍ତି ୬୬୩୬ ଜଣ ଜରୁରୀକାଳୀନ ରୋଗୀ

ଭୁବନେଶ୍ୱର: ଚଳିତ ବର୍ଷ ଓଡ଼ିଶାବାସୀ ଅତି ଯାକଯମକରେ ଦୀପାବଳି ପାଳୁଥିବା ସମୟରେ ୧୦୮ ଆମ୍ବୁଲାନ୍ସ ନିଜର ସେବା ଜାରିରଖିଥିଲା। ଏହି ଦୀପାବଳି ୧୦୮ ଆମ୍ବୁଲାନ୍ସରେ ୬୬୩୬ ଜଣ ରୋଗୀଙ୍କୁ ସେବା ପ୍ରଦାନ କରାଯାଇଛି । ଏଥିମଧ୍ୟରୁ ବାଣଦ୍ୱାରା ଆହତ ହୋଇଥିବା ରୋଗୀଙ୍କ ସଂଖ୍ୟା ୮୯,ଦୁର୍ଘଟଣା ଜନିତ ଆହତଙ୍କ ସଂଖ୍ୟା ୮୩୮,ଗର୍ଭବତୀ ମହିଳାଙ୍କ ସଂଖ୍ୟା ୨୫୩ ରହିଥିବାବେଳେ ବାକି ଅନ୍ୟାନ୍ୟ ରୋଗୀ ୧୦୮ ଆମ୍ବୁଲାନ୍ସ ଦ୍ୱାରା ସେବା ପାଇଛନ୍ତି।

ଓଡ଼ିଶାରେ ବର୍ତ୍ତମାନ ୮୬୦ ଟି ଜରୁରୀକାଳୀନ ଆମ୍ବୁଲାନ୍ସ ,୫୦୦ ଟି ଜନନୀ ଆମ୍ବୁଲାନ୍ସ ଏବଂ ୬ ଟି ବୋଟ ଆମ୍ବୁଲାନ୍ସ ରହିଛି। ବର୍ତ୍ତମାନ ଏମ୍ରୀ ଗ୍ରୀନ ହେଲଥ ସର୍ଭିସେସ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାରଙ୍କ ସହଭାଗୀତାରେ IPTHHS-II ପ୍ରକଳ୍ପ ଅଧୀନରେ ୧୦୮ ଜରୁରୀକାଳୀନ ଚିକିତ୍ସା ଆମ୍ବୁଲାନ୍ସ ସେବା, ୧୦୮ ରେଫରାଲ୍ ପରିବହନ ବ୍ୟବସ୍ଥା (ଜନନୀ ଆମ୍ବୁଲାନ୍ସ) ଏବଂ ୧୦୪ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ପରିଚାଳନା କରୁଅଛି। ଏମ୍ରୀ ଗ୍ରୀନ୍ ହେଲଥ ସର୍ଭିସେସ୍ ୨୦୦୫ ମସିହାରୁ ଭାରତରେ ଜରୁରୀକାଳୀନ ଚିକିତ୍ସା ପ୍ରତିକ୍ରିୟା ଏବଂ ରୋଗୀ ପରିବହନ ସେବା ପ୍ରଦାନ କରିବାରେ ଏକ ଅଗ୍ରଣୀ ସଂସ୍ଥା ଭାବେ କାର୍ଯ୍ୟ କରିଆସୁଛି।

ଆମ୍ବୁଲାନ୍ସରେ ସେବା ଜରୁରୀକାଳୀନ ରୋଗୀ ଦୀପାବଳି
Share. Facebook Twitter LinkedIn Email WhatsApp Copy Link

Related Posts

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026
Latest News

ଏହି ତାରିଖରେ ପ୍ରକାଶ ପାଇବ ୨୦୨୬ ଆଇପିଏଲ କାର୍ଯ୍ୟସୂଚୀ: BCCI ରୁ ମିଳିଲା ଅପଡେଟ୍

March 10, 2026

ପ୍ରମୁଖ କୃଷି ଫସଲ ଉତ୍ପାଦନର ଦ୍ୱିତୀୟ ଅଗ୍ରୀମ ଆକଳନ ପ୍ରକାଶ କଲା କୃଷି ମନ୍ତ୍ରଣାଳୟ

March 10, 2026

ପିଆଇବି ଏଡିଜିଙ୍କ ଆକାଶବାଣୀ ପୁରୀ କେନ୍ଦ୍ର ଗସ୍ତ

March 10, 2026

ଜଳ ଜୀବନ ମିଶନର ଅବଧି ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ

March 10, 2026

‘ଭାରତ ସରକାର ଦାୟୀ ନୁହନ୍ତି’: ଗ୍ୟାସ ଯୋଗାଣ ଅଭାବ ଉପରେ କଂଗ୍ରେସ ସାଂସଦଙ୍କ ବିବୃତ୍ତି

March 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.