Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଛେଳି ଚରାଳିକୁ ବିଭତ୍ସ ହତ୍ୟା
ଅପରାଧ

ଛେଳି ଚରାଳିକୁ ବିଭତ୍ସ ହତ୍ୟା

November 1, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଛେଳି ଚରାଳିକୁ ବିଭତ୍ସ ହତ୍ୟା
ଛେଳି ଚରାଳିକୁ ବିଭତ୍ସ ହତ୍ୟା

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): କବିସୂର୍ଯ୍ୟ ନଗର ଥାନା ଅନ୍ତର୍ଗତ ଗାଗନାପୁର ନିକଟସ୍ଥ ମୋରାବାଇ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଉକ୍ତ ଗ୍ରାମର ବୁଲୁ ପାତ୍ର ନାମକ ଜଣେ ଛେଳି ଚରାଳିକୁ କାତି, ଖଣ୍ଡା ଓ ବର୍ଚ୍ଛା ସାହାଯ୍ୟରେ ଆକ୍ରମଣ କରି ୩ ଜଣ ଯୁବକ ଘଟଣାସ୍ଥଳରୁ ଚମ୍ପଟ୍ ମାରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ନିହତ ବୁଲୁ ସହ ଆକ୍ରମଣକାରୀ ଯୁବକ ମାନଙ୍କର ଗତ ଏକ ବର୍ଷ ତଳେ ସାମାନ୍ୟ ବଚସା ହୋଇଥିଲା ଓ ଗାଁ ଲୋକଙ୍କ ମଧ୍ୟସ୍ଥତାରେ ସମାଧାନ ହୋଇଯାଇଥିଲା। ତଥାପି ଗତ ୩ ମାସ ତଳେ ମୃତ ବୁଲୁ ବଡ଼ ଭାଇକୁ ଆକ୍ରମଣ କରିଥିଲେ।

ଏହାକୁ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଆକ୍ରମଣକାରୀ ଯୁବକ ମାନଙ୍କର ସାହାସ ବଢ଼ିଯାଇଥିଲା ଓ ଗତକାଲି ବୁଲୁ ନିକଟସ୍ଥ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଏହି ଭଳି ହତ୍ୟାକାଣ୍ଡ କାର୍ଯ୍ୟ କରିଛନ୍ତି ବୋଲି ପରିବାର ପକ୍ଷରୁ କୁହାଯାଇଛି। ଅଭିଯୋଗ ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଅଭିଯୁକ୍ତ ଯୁବକ ମାନଙ୍କୁ ଗିରଫ କରିବା ପାଇଁ ଜାଲ ବିଛାଇଛି।

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, “ଅସଭ୍ୟ ଲୋକଙ୍କ ରାଜା”

November 1, 2025

ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା ଘଟି ୯ ଭକ୍ତଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଦୁଃଖ ପ୍ରକାଶ

November 1, 2025
BJP Ads
Latest News

ଭୁବନେଶ୍ୱରରେ ସିକସେମ୍‌ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଏଟିଏମପି ପ୍ରକଳ୍ପ ଲାଗି ଭୂମିପୂଜନ

November 1, 2025

ସୋଆ ସାହିତ୍ୟ ସମ୍ମାନ ୨୦୨୫ରେ ସମ୍ବର୍ଦ୍ଧିତ ହେବେ ଜାଭେଦ ଅଖତର

November 1, 2025

ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଆଚାର୍ଯ୍ୟ ପ୍ରମୋଦ: ରାହୁଲ ଗାନ୍ଧୀଙ୍କୁ କହିଲେ, “ଅସଭ୍ୟ ଲୋକଙ୍କ ରାଜା”

November 1, 2025

ଶ୍ରୀକାକୁଲମ ମନ୍ଦିରରେ ଦଳାଚକଟା ଘଟି ୯ ଭକ୍ତଙ୍କ ମୃତ୍ୟୁ; ମୁଖ୍ୟମନ୍ତ୍ରୀ ନାଇଡୁଙ୍କ ଦୁଃଖ ପ୍ରକାଶ

November 1, 2025

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ

November 1, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.