Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଘରୋଇ କଳି ନେଲା ଚାରି ଜୀବନ : ସ୍ତ୍ରୀ ସହିତ ଝଗଡା କରି ତିନି ଝିଅଙ୍କ ସହିତ କୂଅକୁ ଡେଇଁଲେ ସ୍ବାମୀ
ଅପରାଧ

ଘରୋଇ କଳି ନେଲା ଚାରି ଜୀବନ : ସ୍ତ୍ରୀ ସହିତ ଝଗଡା କରି ତିନି ଝିଅଙ୍କ ସହିତ କୂଅକୁ ଡେଇଁଲେ ସ୍ବାମୀ

August 8, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମଧ୍ୟପ୍ରଦେଶ : ମଧ୍ୟପ୍ରଦେଶର ଭିଣ୍ଡ ଅଞ୍ଚଳରେ ଆନ୍ଧିୟାରୀ ଗ୍ରାମରେ ଜଣେ ପିତା ନିଜ ତିନି ଝିଅଙ୍କ ସହିତ କୁଅଁକୁ ଡେଇଁ ପଡି ଆତ୍ମହତ୍ୟା କରିଛନ୍ତି । ତେବେ ସ୍ବାମୀ-ସ୍ତ୍ରୀଙ୍କ ବିବାଦ କାରଣରୁ ସ୍ବାମୀ ଜଣକ ଏପରି କଠୋର ନିଷ୍ପତ୍ତି ନେଇଥିବାର ସୂଚନା ରହିଛି। ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଚାରିଜଣଙ୍କ ଶବକୁ କୂଅରୁ ଉଦ୍ଧାର କରିଛି।

ମିଳିଥିବା ସୂଚନା ଅନୁସାରେ ଆନ୍ଧିୟାରୀ ଗ୍ରାମରେ ରହୁଥିବା ରାଜେଶ ରଜକ ଗ୍ରାମରେ ଶ୍ରମିକ ଭାବେ କାମ କରୁଥିଲା । ରାଜେଶରେ ଘରେ ତାଙ୍କ ସ୍ତ୍ରୀ ସମେତ ତିନି ଝିଅ ଓ ଛୋଟ ପୁଅ ରହୁଥିଲେ । ଶୁକ୍ରବାର ଦିନ ଉଭୟ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡା ହୋଇଥିଲା । ତେବେ ଘର ନିକଟରେ ରହୁଥିବା ରାଜେଶ ପିତାଙ୍କ ଦୁଇଜଣଙ୍କୁ ମଧ୍ୟରେ ଦୋଇଥିବା ବିବାଦକୁ ଶାନ୍ତ କରାଇଥିଲେ ।

ଏହା ପରେ ରାଜେଶଙ୍କ ସ୍ତ୍ରୀ ସୁମନ ନିଜର ତିନି ବର୍ଷର ପୁଅକୁ ନେଇ ନିଜ ବାପଘରକୁ ଚାଲିଯାଇଥିଲେ । ରାତ୍ରିରେ ରାଜେଶ ରାଗରେ ନିଜ ତିନି ନିରୀହ ଝିଅମାନଙ୍କ ସହିତ ଘର ପାଖରେ ଥିବା କୂଅକୁ ଡେଇଁ ପଡିଥିଲେ । ତିନି ଝିଅଙ୍କ ବୟସ ଯଥାକ୍ରମେ 10, 8 ଓ 5 ବର୍ଷ ବୋଲି ସୂଚନା ରହିଛି ।

ସକାଳୁ ଘରର କବାଟ ଖୋଲା ହୋଇଥିବା ଦେଖି ପଡୋଶୀ ରାଜେଶଙ୍କ ପିତାଙ୍କୁ ଖବର ଦେଇଥିଲେ । ପରେ ରାଜେଶଙ୍କ ସ୍ତ୍ରୀ ସୁମନ ଓ ତାଙ୍କପିତା ମଧ୍ୟ ଆସି ଘରେ ପହଞ୍ଚିଥିଲେ । ରାଜେଶ ଓ ତିନିଝିଅଙ୍କୁ ଖୋଜାଖୋଜି କରିବା ପରେ କୂଅ ଉପରେ ଚପଲ ରହିଥିବା ଦେଖି କୂଅଭିତରକୁ ଦେଖିଥିଲେ । କୂଅ ଭିତରେ ଝିଅର ଶବ ଭାସୁଥିବାର ଦେଖାଯାଇଥିଲା । ଏହା ପରେ ପୋଲିସ୍‌କୁ ସୂଚନା ଦିଆଯାଇଙଥିଲା । ପୋଲିସ୍‌ ପହଞ୍ଚି ଶବକୁ ଉଦ୍ଧାର କରି ପୋଷ୍ଟମର୍ଟମ୍‌ ପାଇଁ ପଠାଇଛି । (ଏଜେନ୍ସି)

suicide
Share. Facebook Twitter LinkedIn Email WhatsApp Copy Link

Related Posts

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026

ପ୍ରଧାନମନ୍ତ୍ରୀଙ୍କ ସହ ଭର୍ଚୁଆଲ୍ ସମ୍ବାଦରେ ସାମିଲ ହେଲେ ସମ୍ବଲପୁରର ଅଖିଳେନ୍ଦ୍ର ଶାସନୀ

July 28, 2026
Latest News

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

July 28, 2026

ସ୍ୱାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଲିଖିତ ପୁସ୍ତକ ଉନ୍ମୋଚନ ସମାରୋହରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

July 28, 2026

ନେପାଳରେ ପହଞ୍ଚିଲା ଭାରତର ପ୍ରଥମ ସିଧାସଳଖ ମାଲବାହୀ ଟ୍ରେନ୍

July 28, 2026

ରଣପୁର ପୋଲିସର ବଡ଼ ସଫଳତା: ବ୍ରାଉନ ସୁଗାର ଜବତ, ଜଣେ ଗିରଫ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.