Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସ୍ତ୍ରୀ ସହିତ ବାପାର ଅବୈଧ ସମ୍ପର୍କକୁ ଦେଖି ଏପରି କାଣ୍ଡ କଲା ପୁଅ
ଅପରାଧ

ସ୍ତ୍ରୀ ସହିତ ବାପାର ଅବୈଧ ସମ୍ପର୍କକୁ ଦେଖି ଏପରି କାଣ୍ଡ କଲା ପୁଅ

August 13, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଅଲବର: ଜଣେ ପୁଅ ନିଜ ସ୍ତ୍ରୀ ସହିତ ପିତାର ଅବୈଧ ସମ୍ପର୍କ ଦେଖି ଏହାକୁ ସହ୍ୟ କରି ନ ପାରି ବାପାର ଜୀବନ ନେଇଛି ପୁଅ । ସ୍ତ୍ରୀ ସହିତ ବାପର ଏପରି ସମ୍ପର୍କକୁ ଦେଖି ମୁଣ୍ଡନ କରି ପିତାଙ୍କୁ ତର୍ପଣ ଦେବା ସହିତ ରାତିରେ ବାପାଙ୍କୁ ହତ୍ୟା କରି ଫେରାର୍‌ ହୋଇଥିଲା ପୁଅ । ଏପରି ଏକ ଚାଞ୍ଚଲ୍ୟକର ଘଟଣା ରାଜସ୍ଥାନର  ଅଲବର ଜିଲ୍ଲାରେ ଘଟିଛି ।

ଅଲବର ଜିଲ୍ଲାର ମୁଣ୍ଡାଓ୍ବାର ଥାନା ତିନରୁଡକୀ ଗ୍ରାମରେ ଏକ ଘରର ଛାତ ଉପରେ ଶୋଇଥିବା 60 ବର୍ଷୀ ରାମସିଂହ ଯାଦବଙ୍କ ହତ୍ୟା ଘଟଣାର ପୋଲିସ୍‌ ପର୍ଦ୍ଦାଫାସ କରିଛି । ହତ୍ୟା ହେବାର 48 ଘଣ୍ଟା ପରେ ପୋଲିସ୍‌ ଏହି ଘଟଣାର ପର୍ଦ୍ଦାଫାସ କରିଛି । ଏହି ଘଟଣାରେ ଅଭିଯୁକ୍ତ 32ବର୍ଷୀୟ ପ୍ରଦୀପ ଯାଦବଙ୍କୁ ଗିରଫ କରିଛି । ବୟସ୍କ ରାମ ସିଂହଙ୍କ ହତ୍ୟା ତାଙ୍କ ପୁତ୍ର ବିଜୁଳି ଖୁମ୍ବରେ ଲଗାଯାଉଥିବା ଡିସ୍କ ଜରିଆରେ କରିଛି ।

ମୃତକ ରାମସିଂହଙ୍କର ତାଙ୍କ ବୋହୂଙ୍କ ସହ ଅନୈତିକ ସମ୍ପର୍କ ରହିଥିବାର ଜାଣିବା ପରେ ପୁଅ ଏପରି କାମ କରିଛି । ଶଶୁର-ବୋହୂଙ୍କ ସମ୍ପର୍କ ବିଷୟରେ ଜାଣିବା ପରେ ପୁଅ ମୁଣ୍ଡନ କରିବାସହ ନିଜ ପିତାଙ୍କନାମରେ ତର୍ପଣ ମଧ୍ୟକ ରିଥିଲେ । ଏହା ପରେ ନିଜ ହାତରେ ବାପର ହତ୍ୟା କରିଛି ।

ଅଭୁଯୁକ୍ତ ପୁଅ ମଙ୍ଗଳବାର ଦିନ ବାପର ହତ୍ୟାର ଷଡଯନ୍ତ୍ର କରିଥିଲା । ସନ୍ଧ୍ୟାରେ କାହାକୁ କିଛି ନ କହି କୁଆଡେ ପଳାଇଥିବାବେଳ ରାତି ରେ ଆସି ଛାତ ଉପରେ ଶୋଇଥିବା ବାପାଙ୍କୁ ବିଜୁଳି ଖୁଣ୍ଟରେ ଲାଗୁଥିବା ଡିସ୍କରେ ଆକ୍ରମଣ କରି ହତ୍ୟା କରିଥିଲ ।

ସକାଳୁ ସକାଳୁ ରାମ ସିଂହଙ୍କ ମୃତଦେହ ଲହୁଲୁହାଣ ଅବସ୍ଥାରେ ପଡିଥିବାର ଦେଖି ପୋଲିସ୍‌ ସୂଚନା ଦିଆଯାଇଥିଲା । ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭକରିଥିଲା । ମୃତକଙ୍କ ପୁଅ ଘରୁ ଫେରାର୍‌ ରହିଥିବାବେଳେ ପଡୋଶୀଙ୍କଠାରୁ ଶ୍ବଶୁର ବୋହୂଙ୍କ ଅନୈତିକ ସମ୍ପର୍କକୁ ନେଇ ଅନେକ ସମୟରେ ଝଗଡା ହୋଇଥିବାର ମିଳିଥିଲା । ଏହା ପରେ ପୋଲିସ୍‌ ପୁଅ ଉପରେ ସନ୍ଦେହ କରିଥିଲେ । ମୋବାଇଲ୍‌ ଲୋକେସନ୍‌ ଆଧାରରେ ପୁଅକୁ ଖୋଜାଖୋଜି କରିବା ପରେ ପୁଅକୁ ଧରିପକାଇଥଲା ପୋଲିସ୍‌ । ଏହାପରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଗାମୀ ସିରିଜ କେବେ ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

November 3, 2025

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025
BJP Ads
Latest News

ଆଗାମୀ ସିରିଜ କେବେ ଏବଂ କାହା ସହିତ ଖେଳିବ ଟିମ୍ ଇଣ୍ଡିଆ?: ଜାଣନ୍ତୁ ୨୦୨୬ ପର୍ଯ୍ୟନ୍ତ କାର୍ଯ୍ୟସୂଚୀ

November 3, 2025

ଓଡ଼ିଶାରେ ଜିଓ ୨୪ ଗୁଣ ଅଧିକ ନୂଆ ମୋବାଇଲ୍ ଗ୍ରାହକ ସେପ୍ଟେମ୍ବରରେ ଯୋଡିଛି

November 3, 2025

ବିଜେପିରେ ମିଶିଲେ ବିଜେଡିର ବରିଷ୍ଠ ନେତା ଅମର ପଟ୍ଟନାୟକ, ଥିଲେ ନବୀନଙ୍କ ପାଖ ଲୋକ

November 3, 2025

“ଯେତେ ମାଛ ଧରିଛନ୍ତି, ତା’ଠାରୁ ଆମେ କମ୍ ଭୋଟ ପାଇବେ”: ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କଲେ ବିଜେପି ସାଂସଦ

November 3, 2025

ବ୍ରହ୍ମପୁର ସହରରେ ରକ୍ତଚାପ ସଚେତନ ଓ ସ୍ଵାସ୍ଥ୍ୟ ଶିବିର 

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.