Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଆଇସ୍‌କ୍ରିମ୍‌ରେ ବିଷ ଦେଇ ଭଉଣୀର ହତ୍ୟା କଲା ଭାଇ
ଅପରାଧ

ଆଇସ୍‌କ୍ରିମ୍‌ରେ ବିଷ ଦେଇ ଭଉଣୀର ହତ୍ୟା କଲା ଭାଇ

August 14, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କାସରଗୋଡ : ବଦଳୁଥିବା ପରିସ୍ଥିତରେ ସମ୍ପର୍କର ସମୀକରଣ ମଧ୍ୟ ବଦଳିଗଲାଣି। ଜଣେ ଯୁବକ ଏକାକୀ ରହିବାକୁ ଯାଇ ନିଜ ଉଉଣୀକୁ ଆଇସକ୍ରିମ୍‌ରେ ବିଷ ଦେଇ ହତ୍ୟା କରିଥିବାର ଘଟଣା ସାମ୍ନାକୁ ଆସିଛି । ଏହିପରି ଏକ ଅଭାବନୀୟ ଘଟଣା କାସରଗୋଡରେ ଘଟିଛି । ଏଠାରେ ଜଣେ 22ବର୍ଷୀୟ ଯୁବକ ନିଜ ଭଉଣୀକୁ ଆଇସକ୍ରିମ୍‌ରେ ବିଷ ଦେଇ ହତ୍ୟା କରିଛି । ଯୁବକ ଜଣକ ଅଲ୍‌ବିନ୍‌ ବୋଲି ସୂଚନାରହିଛି ।

ପୋଲିସ୍‌ର କହିବାନୁସାରେ ଅଲବିନ୍‌ ଏକାକୀ ରହିବାକୁ ଚାହୁଁଥିଲା । ଏଥିପାଇଁ ସେ ଆଇସକ୍ରିମ୍‌ରେ ବିଷ ମିଶାଇଥିଲା । ଏହି ଆଇସକ୍ରିମ୍‌କୁ ମା’, ବାପା ଓ ଭଉଣୀ ଖାଇଥିଲେ ।  ଅଗଷ୍ଟ 5 ତାରିଖରେ 16 ବର୍ଷୀୟ ଯୁବତୀର ହତ୍ୟା କାଣ୍ଡସାମ୍ନାକୁ ଆସିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଅଲବିନ୍‌ ଆଇସକ୍ରିମ୍‌ରେ ବିଷ ଦେଇଥିବାର ସ୍ବୀକାର କରିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025

ଓଡିଶା ପାଇଁ ଐତିହାସିକ ମୁହୂର୍ତ୍ତ: ଓସ୍କାର ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ପରିଜାଙ୍କ ‘ପାପା ବୁକା’

August 27, 2025

୪ ଦିନ ପରେ ଏହି ଲୋକମାନଙ୍କୁ ମିଳିବ ନାହିଁ ପେଟ୍ରୋଲ, ନିର୍ଦ୍ଦେଶ ଜାରି କଲେ ଯୋଗୀ ସରକାର

August 27, 2025
Latest News

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂଆ ରେକର୍ଡ, ୧୪୮ ଦିନରେ ୧୦୦ ନିୟୁତ ଟନ୍ ଅପସାରଣ

August 27, 2025

ଗଣେଶ ପୂଜାରେ ଛାତ୍ରଛାତ୍ରୀମାନଙ୍କ ସହ ପ୍ରସାଦ ସେବନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

August 27, 2025

ମୁଖ୍ୟମନ୍ତ୍ରୀଙ୍କ ନୂଆଁଖାଇ ଭେଟି: ଚାଷୀ ଭାଇ ଭଉଣୀଙ୍କୁ ଦେଲେ ସି ଏମ୍ କିଷାନ ସହାୟତା ରାଶି

August 27, 2025

ଭୂସ୍ଖଳନ ଯୋଗୁଁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ଶୋକ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ

August 27, 2025

ଓଡିଶା ପାଇଁ ଐତିହାସିକ ମୁହୂର୍ତ୍ତ: ଓସ୍କାର ତାଲିକାରେ ସ୍ଥାନ ପାଇଲା ଅକ୍ଷୟ ପରିଜାଙ୍କ ‘ପାପା ବୁକା’

August 27, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.