Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ସ୍ତ୍ରୀକୁ ସନ୍ଦେହ କରି ଅଜବ କାଣ୍ଡ ଭିଆଇଲା ସ୍ବାମୀ : କୋଦାଳରେ ସ୍ତ୍ରୀର ବେକକୁ କାଟି ହତ୍ୟା କଲା ସ୍ବାମୀ
ଅପରାଧ

ସ୍ତ୍ରୀକୁ ସନ୍ଦେହ କରି ଅଜବ କାଣ୍ଡ ଭିଆଇଲା ସ୍ବାମୀ : କୋଦାଳରେ ସ୍ତ୍ରୀର ବେକକୁ କାଟି ହତ୍ୟା କଲା ସ୍ବାମୀ

August 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୈନପୁରୀ : ଉତ୍ତରପ୍ରଦେଶର ମୈନପୁରୀଠାରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ସ୍ବାମୀ ସନ୍ଦେହ କରି କୋଦାଳରେ ନିଜ ସ୍ତ୍ରୀର ବେକ କାଟି ହତ୍ୟା କରିଛି । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ଅଭିଯୁକ୍ତ ସ୍ବାମୀଙ୍କୁ ଅଟକ ରଖି ପଚରାଉଚୁରା ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ ଘିରୋରା ଥାନା ଅଞ୍ଚଳର ଦାରାପୁର ଗ୍ରାମରେ ଏହି ଘଟଣା ଘଟିଛି । ଗ୍ରାମରେ ରଣବୀର ସିଂହ ନିଜ ସ୍ତ୍ରୀ ଗୁଡ୍ଡି ଓରଫ ମୀନା ଦେବୀ ଓ ସନ୍ତାନଙ୍କ ସହିତ ରହୁଥିଲେ । ପ୍ରାୟ ଦ୍ବିପ୍ରହର ଦୁଇଟା ସମୟରେ ଗୁଡ୍ଡୀ କୌଣସି କାମରେ ଘରୁ ବାହାରକୁ ଯାଇଥିଲେ । ଗୁଡ୍ଡୀ ଘରଠାରୁ ଟିକେ ଆଗକୁ ଯାଇଥିବାବେଳେ ରଣବୀର ଏକ କୋଦାଳ ସାହାଯ୍ୟରେ ତାଙ୍କୁ ଆକ୍ରମଣ କରିଥିଲେ। ରଣବୀର କୋଦାଳ ସାହାଯ୍ୟରେ ଗୁଡ୍ଡିଙ୍କ ବେକ କାଟି ଦେଇଥିବାବେଳେ ଘଟଣାସ୍ଥଳରେ ଚିତ୍କାର କରି ଗୁଡ୍ଡି ତଳେ ପଡିଯାଇଥିଲେ । ସ୍ଥାନୀୟ ଗ୍ରାମବାସୀମାନେ ଗୁଡ୍ଡୀଙ୍କୁ ହସ୍ପିଟାଲ ନେବାବେଳେ ରାସ୍ତାରେ ମୃତ୍ୟୁବରଣ କରିଥିଲେ ଗୁଡ୍ଡି ।

ପୋଲିସ ସୂଚନା ପାଇ ଘଟଣାସ୍ଥଲରେ ପହଞ୍ଚି ଶବକୁ ପୋଷ୍ଟମର୍ଟମ କରିବାକୁ ପଠାଇ ଅଭିଯୁ୍ତ ସ୍ବାମୀଙ୍କୁ ଅଟକ ରଖିଛି ।  ଅପରପକ୍ଷରେ ଗୁଡ୍ଡିଙ୍କ ପୁଅଙ୍କ କହିବାନୁସାରେ ରଣବୀର ଅର୍ଥାତ୍‌ ତାଙ୍କ ପିତା କିଛି ଦିନ ହେବ ଜଣେ ମାନସିକ ରୋଗୀ ଭାବେ କାର୍ଯ୍ୟ କରୁଛନ୍ତି । ମାନସିକ ଭାରସାମ୍ୟ ହରାଇ ସେ ଏଭଳି କାର୍ଯ୍ୟ କରିଥାଇପାରନ୍ତି ବୋଲି ତାଙ୍କ ପୁତ୍ର କହିଛନ୍ତି । ତେବେ ପୋଲିସ୍‌ ଏହି ଘଟଣାର ତଦନ୍ତ ଜାରି ରଖିଛି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026
Latest News

Holi Festival: ଚିଲିକା ନିର୍ବାଚନ ମଣ୍ଡଳି ଲୋକଙ୍କ ସହିତ ହୋଲି ଖେଳିଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

March 4, 2026

ଯୁଦ୍ଧ ମଧ୍ୟରେ ଭାରତ ପାଇଲା ଉଲ୍ଲେଖନୀୟ ସଫଳତା!: ଥରିବେ ଶତ୍ରୁ ଦେଶ 

March 4, 2026

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.