Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଦରମା ନ ବଢାଇବାରୁ ମାଲିକକୁ ହତ୍ୟାକରି କୂଅରେ ଫୋପାଡିଲା ଯୁବକ
ଅପରାଧ

ଦରମା ନ ବଢାଇବାରୁ ମାଲିକକୁ ହତ୍ୟାକରି କୂଅରେ ଫୋପାଡିଲା ଯୁବକ

August 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ଦିଲ୍ଲୀର ଢିଚାଉ ନିକଟ ଏକ କୂଅରୁ ଶୁକ୍ରବାର ସନ୍ଧ୍ୟାରେ ଏକ 45 ବର୍ଷୀୟ ବ୍ୟକ୍ତିଙ୍କର ଶବ ମିଳିଥିଲା । ପୋଲିସ୍‌ ଏହି ଘଟଣାର ତଦନ୍ତ କରି ଏହି ଘଟଣାର ଅଭିଯୁକ୍ତଙ୍କୁ ରବିବାର ସନ୍ଧ୍ୟାରେ ଗିରଫ କରିଛି ।

ମିଳିଥିବା ସୂଚନା ଅନୁସାରେ 45 ବର୍ଷୀୟ ଓମ୍‌ ପ୍ରକାଶ ସିଂଙ୍କୁ ହତ୍ୟା ମାମଲାରେ ପୋଲିସ୍‌ ତାଙ୍କ ଚାକରଙ୍କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କହିଛନ୍ତି ଯେ, ତାଙ୍କ ଦରମା ନ ବଢାଇବାରୁ ଚାକର ଜଣକ ରାଗରେ ଏପରି କାଣ୍ଡ ଘଟାଇଛନ୍ତି ।

ଅଗଷ୍ଟ 22 ତାରିଖରେ ବାବା ହରିଦାସ ନଗର ଥାନା ପୋଲିସ୍‌କୁ କୂଅରୁ ଦୁର୍ଗନ୍ଧ ଆସୁଥିବାର ସୂଚନା ମିଳିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି କୂଅରୁ ଏକ ବସ୍ତା ଉଦ୍ଧାର କରିଥିଲା । ଏହି ବସ୍ତା ଭିତରେ ଜଣେ ଯୁବକର ମୃତଦେହ ରହିଥିଲା । ମୃତଦେହର ହାତ ଗୋଡ ବନ୍ଧା ହୋଇଥିଲା । ଏହା ପରେ ପୋଲିସ୍‌ ଏହି ମୃତଦେହରୁ ପରିଚୟ ପାଇଥିଲା । ଜାଫରପୁରଗ୍ରାମ ନିବାସୀ ଓମ୍‌ ପ୍ରକାଶ ବୋଲି ଜଣାପଡିବା ପରେ ପୋଲିସ୍‌ ଏହି ହତ୍ୟା ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ଓମ୍‌ ପ୍ରକାଶଙ୍କ ଭଣଜା ପୁରୁଷୋତ୍ତମ ପୋଲିସ୍‌କୁ କହିଥିଲେ ଯେ, ଓମ୍‌ ପ୍ରକାଶଙ୍କ ଦୁଇଟି ଡାଏରୀ ଥିଲା । ମାମୁଁ ଭଣଜା ମିଶି କରି ଏହି କାର୍ଯ୍ୟ ସମ୍ଭଳୁଥିଲେ । ଓମ୍‌ ପ୍ରକାଶ ବିବାହ କରିନଥିବାବେଳେ ସେ ଡାଏରୀରେ ଶୋଉଥିଲେ । ଜୁନ୍‌ ମାସରେ ତସଲିମ୍‌ ନାମକ  ଜଣେ ଯୁବକକୁ ମାସିକ 12 ହଜାର ଟଙ୍କା ଦେଇ ଡାଏରୀରରେ କାମ କରିବା ପାଇ ରଖିଥିଲଷ । କିନ୍ତୁ ଅଗଷ୍ଟ 11 ତାରିଖରେ ତସଲିମ୍‌ ନିଜ ଦରମା ବଢାଇବାକୁ ଓମ୍‌ ପ୍ରକାଶଙ୍କ ସହ ଝଗଡା କରିଥିଲେ । ଓମ୍‌ ପ୍ରକାଶ ଏହି ଝଗଡା ସମ୍ବନ୍ଧରେ ପୁରୁଷୋତ୍ତମଙ୍କୁ କହିଥିଲେ ।

ବିଳମ୍ବିତ ରାତ୍ରିରେ ଅଭିଯୁକ୍ତ ତସଲିମ୍‌ ଓମ୍‌ ପ୍ରକାଶଙ୍କୁ ହାତ ଗୋଡ ବାନ୍ଧି ଧୁମ୍‌ ମାଡ ମାରିଥିଲେ । ମାଡ ମାରିବା ପରେ ଗଳାଚପି ହତ୍ୟା କରିଥିଲେ । ଏହା ପରେ ଏକ ବସ୍ତାରେ ଭର୍ତ୍ତି କରି କୂଅରେ ଫୋପାଡି ତାଙ୍କୁ ଅଭିଯୁକ୍ତଜଣକ ଫେରାର ହୋଇଯାଇଥିଲା। ତା’ ପରଦିନ ସକାଳେ ଯେତେବେଳେ ଓମ୍‌ପ୍ରକାଶକୁ ତାଙ୍କ ସମ୍ପର୍କୀୟମାନେ ପାଇଲେନି, ତା’ପରେ ପୋଲିସ୍‌ର ତାଙ୍କର ନିଖୋଜ ମାମଲା ଦାଏର କଲେ । ଏହା ପରେ ପୋଲିସ୍‌ ଏହି ମାମଲା ଯାଞ୍ଚ ଆରମ୍ଭ କରିଥିଲା । ପରିଶେଷରେ ଏହି ଘଟଣାର ସତ୍ୟତା ପ୍ରକାଶ ପାଇଥିଲା । ଦରମା ବୃଦ୍ଧିକୁ ନେଇ ଚାକର ଜଣକ ମାଲିକଙ୍କୁ ହତ୍ୟା କରି ଫେରାର୍‌ ହୋଇଯାଇଥିବାର ଜଣାପଡିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026
Latest News

ଏନ୍ଏସଜିର ଜାତୀୟ ଆଇଇଡି ତଥ୍ୟ ପରିଚାଳନା ବ୍ୟବସ୍ଥାର ଉଦଘାଟନ କଲେ ଅମିତ ଶାହ

January 9, 2026

ଡିଜିଟାଲ୍‌ କ୍ରିଏଟରମାନଙ୍କୁ ସଶକ୍ତ କରିବା ଲାଗି ଡିଡି ନ୍ୟୁଜରେ ‘କ୍ରିଏଟର୍ସ କର୍ଣ୍ଣର୍‌’ର ଶୁଭାରମ୍ଭ

January 9, 2026

ଚଳିତ ବର୍ଷ ସମୟସାରଣୀରେ 549 ଟ୍ରେନର ଗତି ବଢ଼ାଇଲା ଭାରତୀୟ ରେଳବାଇ

January 9, 2026

‘ଟ୍ରମ୍ପଙ୍କ ସହ ଆଠ ଥର କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି’: ଆମେରିକାର ଦାବିର ଜବାବ ଦେଲା ଭାରତ

January 9, 2026

ବାଲୁଗାଁ କଲେଜରେ ପ୍ଲାଷ୍ଟିକ ମୁକ୍ତ ସଚେତନତା ଅଭିଯାନ

January 9, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.