Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବିବାହିତା ପ୍ରେମିକାଙ୍କୁ ଦେଖା କରିବା ପଡିଲା ମହଙ୍ଗା : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ
ଅପରାଧ

ବିବାହିତା ପ୍ରେମିକାଙ୍କୁ ଦେଖା କରିବା ପଡିଲା ମହଙ୍ଗା : ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ଯୁବକ

August 31, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବିହାର : ବିହାରର ଗୋପାଳଗଞ୍ଜରେ ଜଣେ ଯୁବକଙ୍କୁ ନିଜ ପ୍ରେମିକାକୁ ସାକ୍ଷାତ କରିବା ବେଶ୍‌ ମହଙ୍ଗା ପଡିଛି । ଯୁବକ ଜଣକ ବିବାହିତା ପ୍ରେମିକାକୁ ସହ ଯୁବତୀଙ୍କ ବେଡରୁମ୍‌ରୁ ଧରାପଡିବା ପରେ ତାଙ୍କ ଅବସ୍ଥା ସଂକଟାପନ୍ନ ହୋଇପଡିଥିଲା । ଯୁବକ ଜଣକୁ ସଡକ ଉପରେ ଘୋଷାରି ଘୋଷାରି ଆଣିବା ସହିତ ଏପରି ମାଡ ହୋଇଥିଲା ଯେ, ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗୋପାଳଗଞ୍ଜର ମୁର୍ଗିଆ ଗ୍ରାମରେ ରାତ୍ରିର ଅନ୍ଧାରରେ ଜଣେ ଯୁବକ ବିବାହିତା ପ୍ରେମିକାକୁ ସାକ୍ଷାତ କରିବା ପାଇଁ ପ୍ରେମିକାଙ୍କ ଶାଶୁଘରେ ପହଞ୍ଚିଥିଲେ । ମହିଳାଙ୍କ ଶାଶୁଘର ଲୋକଙ୍କୁ ଏହାର ଆଭାସ ମିଳିବା ପରେ ମହିଳାଙ୍କ ବେଡରୁମ୍‌ରୁ ପ୍ରେମିକଙ୍କୁ ଧରିବାରେ ସଫଳ ହୋଇଥିଲେ । ଏହା ପରେ ମହିଳାଙ୍କ ଶାଶୁଘର ଲୋକେ ତାଙ୍କୁ ଘୋଷାଡି ଘୋଷାଡି ଘରୁ ଆଣି ନିବସ୍ତ୍ର କରି ପ୍ରବଳ ମାଡ ମାରିଥିଲେ । ଘଟଣାଟି ପ୍ରଘଟ ହେବା ପରେ ଲୋକେ ଏକାଠି ହୋଇଯାଇଥିଲେ । ଏହାପରେ ଯୁବକଙ୍କ ଉପରେ ଭିଡ ଆକ୍ରମଣ ହୋଇଥିଲା ।

ମିଳିଥିବା ଅଭିଯୋଗ ଅନୁସାରେ ଯୁବକଙ୍କ ପାଦରେ ରସି ବାନ୍ଧି କେତେ କିଲୋମିଟର ପର୍ଯ୍ୟନ୍ତ ଘୋଷାଡା ଯାଇଥିଲା । ତେବେ ଗ୍ରାମର କିଛି ବରିଷ୍ଠଲୋକଙ୍କ ବୁଝାଇବାପରେ ଯୁବକଙ୍କୁ ଛଡା ଯାଇଥିଲା । ତେବେ ଏହି ମାମଲାର ଭିଡିଓ ଭାଇଣାଲ୍‌ ହୋଇଥିଲା । ଏହାପରେ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଜୀବନ ବଞ୍ଚାଇବା ସହିତ ଚିକିତ୍ସା ପାଇଁ ହସ୍ପିଟାଲ ନେଇଥିଲେ । ମିଳିଥିବା ସୂଚନା ଅନୁସାରେ ଯୁବକଜଣକ ସାକ୍ଷାତ କରିଥିବା ବିବାହିତ ମହିଳା ଜଣକ ଚାରିଛୁଆଙ୍କ ମା’ ଅଟନ୍ତି । ତେବେ ଏହି ଘଟଣାରେ ପୋଲିସ୍‌ ତରଫରୁ କିଛି ସୂଚନା ମିଳିପାରିନାହିଁ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026
Latest News

ଆଜି ଫାଇନାଲ ପାଇଁ ଲଢେଇ: ପ୍ରଥମ ସେମିଫାଇନାଲରେ ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା-ନ୍ୟୁଜିଲାଣ୍ଡ

March 4, 2026

ରଙ୍ଗ ଖେଳିଲା ବେଳେ ବ୍ୟବହାର କରୁଛନ୍ତି କି ସ୍ମାର୍ଟଫୋନ୍: ତାହା ୱାଟରପ୍ରୁଫ୍ କି ନୁହେଁ କିପରି ଜାଣିବେ?

March 4, 2026

ରାଜ୍ୟରେ ୧୦ ଯାଏଁ କିପରି ରହିବ ପାଗ?: ପଢନ୍ତୁ ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ଆକଳନ

March 4, 2026

ହୋଲି ଦିନ କରନ୍ତୁ ଏହି ଉପାଚାର: ଦେଖିବେ ରଂଗୀନ ହୋଇଯିବ ଆପଣଙ୍କ ଭାଗ୍ୟ

March 4, 2026

ସାଉଦି ଆରବର ଯୁବରାଜ ଏବଂ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ

March 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.