Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ଅନ୍ୟ ଯୁବକଙ୍କ ସହ ଖୁଡୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପଡିଲା ମହଙ୍ଗା : ନିଜ ଝିଆରୀ ସଙ୍ଗେ ଏପରି କାଣ୍ଡ ଘଟାଇଲେ ଖୁଡୀ
ଅପରାଧ

ଅନ୍ୟ ଯୁବକଙ୍କ ସହ ଖୁଡୀଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପଡିଲା ମହଙ୍ଗା : ନିଜ ଝିଆରୀ ସଙ୍ଗେ ଏପରି କାଣ୍ଡ ଘଟାଇଲେ ଖୁଡୀ

September 4, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହରିୟାଣା : ଜଣେ ନାରୀ ହିଁ ଝିଅଟିକୁ ଭଲରେ ବୁଝିପାରେ । କିନ୍ତୁ ଯଦି ଜଣେ ଝିଅ ପାଇଁ ଯଦି ତା’ର ନିଜ ଘରର ମହିଳାମାନେ ଶ୍ରୁତ ହୋଇ ପଡନ୍ତି ତେବେ ସେ କାହାକୁ କହିବ । ଏଠାରେ ଜଣେ ଖୁଡୀ ନିଜର ପରକୀୟା ପ୍ରୀତି ପଦାରେ ପଡିବା ପରେ ରାଗରେ ନିଜ ଝିଆରୀର ଦୁଷ୍କର୍ମ କରାଇବା ପରି ଘଟଣା ସାମ୍ନାକୁ ଆସିଛି । ଜଣେ ଖୁଡୀ ନିଜ ଖରାପ କାର୍ଯ୍ୟ ଲୁଚାଇବାକୁ ଯାଇ ନିଜ ଝିଆରୀ ସହିତ ଏପରି କୁକର୍ମ କରିଥିବାର ଜଣାପଡିଛି ।

ହରିୟାଣାର ରେଓ୍ବାଡୀ ଜିଲ୍ଲା ଅନ୍ତର୍ଗତ କୋସଲୀ ଅଞ୍ଚଳର ଏକ ଗ୍ରାମରେ ଜଣେ ଖୁଡୀ ନିଜ ନିରୀହ ଝିଆରୀର ଦୁଷ୍କର୍ମ କରାଇଥିବାର ଘଟଣା ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ଅନୁସାରେ ସେହି ଗ୍ରାମର ଜଣେ ମହିଳା ନିଜ ଯା’ ଓ ଗ୍ରାମର ଚାରିଜଣ ଯୁବକଙ୍କ ଉପରେ ଦୁଷ୍କର୍ମ ଅଭିଯୋଗ କରିଛନ୍ତି ।ମହିଳାଙ୍କ ସୂଚନା ଅନୁସାରେ ତାଙ୍କର ତିନିଜଣ ସନ୍ତାନ ରହିଛନ୍ତି । ତାଙ୍କର ଦୁଇ ନାବାଳିକା ଝିଅ ଖୁଡୀଙ୍କ ସହିତ ରହୁଥିଲେ । କିନ୍ତୁ ଦୁଇ ଦିନ ପୂର୍ବରୁ ତାଙ୍କ ଝିଅ ଖୁଡୀଙ୍କ ଗ୍ରାମର ଯୁବକଙ୍କ ସହିତ ଖରାପ ସମ୍ପର୍କ ଥିବାର ମା’ଙ୍କୁ କହିଥିଲେ । ଏବଂ ସେ ତାଙ୍କ ଖୁଡୀଙ୍କୁ ଆପତ୍ତିଜନକ ଅବସ୍ଥାରେଦେଖିଥିବାର ମଧ୍ୟ କହିଥିଲେ ।

ଏହା ପରେ ଖୁଡୀ ଝିଆରୀମାନଙ୍କୁ ଡରାଇବା ଧମକାଇବା ସହିତ ଏହି ବିଷୟରେ କାହାକୁ କିଛି ନ କହିବାକୁ ବାରଣ କରିଥିଲେ । ଏପରିକି ଝିଆରୀ ଦ୍ବୟଙ୍କୁ ଗ୍ରାମର ସେହି ଚାରି ଯୁବକଙ୍କ ସହିତ କଥାବାର୍ତ୍ତା କରି ସମ୍ପର୍କ ବଢାଇବାକୁ ଖୁଡୀ ପରାମର୍ଶ ଦେଇଥିଲେ। ତେବେ ଏହାକୁ ବଡ ଝିଆରୀ ଗ୍ରହଣ ନ କରି ସିଧାସଳଖ ମନା କରିବା ପରେ ଖୁଡୀ ରାଗରେ ଉତ୍‌କ୍ଷିପ୍ତ ହୋଇଥିଲେ । ରାଗରେ ଝିଆରୀକୁ ଅସଭ୍ୟ ଭାଷାରେ ଗାଳି ଦେବାସହିତ ସାନ ଝିଆରୀକୁ ଗ୍ରାମର ସେହି ଯୁବକଙ୍କ ଦ୍ବାରା ଦୁଷ୍କର୍ମ କାଣ୍ଡ ଘଟାଇଥିଲେ ବୋଲି ଅଭିଯୋଗ କରିଛନ୍ତି ଝିଅର ମା’ । (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025
BJP Ads
Latest News

ଆଜି ନଭେମ୍ବର ୪ ତାରିଖ ମଙ୍ଗଳବାର ଦିନ ଏହି ରାଶିର ବ୍ୟକ୍ତିମାନେ ସକାଳୁ ପାଇବେ ଶୁଭ ଖବର

November 4, 2025

ଏସ୍‌ପିଏସ୍ କ୍ୟାମ୍ପସ-୨ର ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ନିମନ୍ତେ ଓରିଏନ୍‌ଟେସନ୍ କାର୍ଯ୍ୟକ୍ରମ

November 3, 2025

ସମୟୋଚିତ ଯୋଜନା ଏବଂ ସମନ୍ୱୟ ମାଧ୍ୟମରେ ୟୁରିଆ ଉପଲବ୍ଧତା ସୁନିଶ୍ଚିତ କଲା ସାର ବିଭାଗ

November 3, 2025

୧ ଲକ୍ଷ କୋଟି ମୂଲ୍ୟର ଗବେଷଣା, ବିକାଶ ଓ ନବସୃଜନ ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 3, 2025

ବାପୁଜୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତରଫରୁ ସଫେଇ ଓ ବୃକ୍ଷ ରୋପଣ

November 3, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.