Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ତିନି ଯୁବତୀଙ୍କ ଅଜବ ପ୍ରେମ କାହାଣୀ : ଘର ଛାଡି ହେଲେ ଫେରାର୍‌
ଅପରାଧ

ତିନି ଯୁବତୀଙ୍କ ଅଜବ ପ୍ରେମ କାହାଣୀ : ଘର ଛାଡି ହେଲେ ଫେରାର୍‌

October 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

କାନପୁର : କାନପୁରରୁ ତିନି ଯୁବତୀଙ୍କ ଅଜବ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଜଣେ ଅନ୍ୟଜଣଙ୍କ ପ୍ରେମରେ ପାଗଳ ହୋଇ ତିନିଜଣ ଯୁବତୀ ଘର ପରିବାର ଛାଡି ଫେରାର ହୋଇଛନ୍ତି । ତେବେ ତିନି ଯୁବତୀଙ୍କୁ ପୋଲିସ୍‌ ଗାଜିଆବାଦରୁ ଉଦ୍ଧାର କରିଥିବାବେଳେ ଦୁଇଜଣ ବିବାହ କରିବାକୁ ଜିଦ୍‌ରେ ରହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଚକେରୀ ଥାନା ଅଞ୍ଚଳରେ 20 ବର୍ଷୀୟ ଯୁବତୀ ସେପ୍ଟେମ୍ବର 2 ତାରିଖରେ ନିଖୋଜ ରହିଥିଲେ । ଏନେଇ ତାଙ୍କ ପରିବାର ଲୋକେ ପୋଲିସ୍‌ରେ ଅଭିଯୋଗ କରିଥିଲେ । ପୋଲିସ୍‌ ଏହି ଘଟଣାର ଯାଞ୍ଚ  କରି ନିଖୋଜ ଯୁବତୀଙ୍କୁ ଖୋଜିଥିଲା । ଗାଜିଆବାଦଠାରୁ ପୋଲିସ୍‌ ଯୁବତୀଙ୍କ ଲୋକେସନ୍‌ ପାଇଥିଲା । ପୋଲିସ୍‌ ସେଠାରୁ ଏକା ସାଙ୍ଗରେ ତିନି ଯୁବତୀଙ୍କୁ ଉଦ୍ଧାର କରିଥିଲା । ତିନି ଯୁବତୀଙ୍କୁ ନେଇ ଚକେରୀ ଥାନା ଆଣିଥିଲେ । ତିନି ଯୁବତୀଙ୍କ ମଧ୍ୟରୁ ଦୁଇଜଣ କାନପୁରର ହୋଇଥିବାବେଳେ ଅନ୍ୟ ଜଣେ ଲକ୍ଷ୍ନୌର ବୋଲି ସୂଚନା ରହିଛି । ତିନି ଯୁବତୀଙ୍କ ମଧ୍ୟରୁ ଜଣେ ଯୁବତୀଙ୍କୁ ତାଙ୍କ ପରିବାର ଲୋକେ ବୁଝାଇଶୁଝାଇ ଘରକୁ ନେଇଥିବାବେଳେ ଅନ୍ୟ ଦୁଇ ଯୁବତୀ ଏକାଠି ରହିବାକୁ ଜିଦ୍‌ ଧରିଥିଲେ । ଏନେଇ ଥାନାରେ ବେଶ୍‌ ହାଇଡ୍ରାମା ଚାଲିଥିଲା ।

ୟୁପିରେ ଯୁବତୀଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ମାମଲା ଏହା ପ୍ରଥମ ନୁହେଁ । ଅଗଷ୍ଟ ମାସରେ ମଧ୍ୟ ଠିକ୍‌ ଏହିପରି ଏକ ମାମଲା ଅଯୋଧ୍ୟାରୁ ଆସିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025
Latest News

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.