Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ବୟଫ୍ରେଣ୍ଡ ଉପରକୁ ଏସ୍‌ଡି ଫିଙ୍ଗି ଗିରଫ ହେଲେ ଯୁବତୀ
ଅପରାଧ

ବୟଫ୍ରେଣ୍ଡ ଉପରକୁ ଏସ୍‌ଡି ଫିଙ୍ଗି ଗିରଫ ହେଲେ ଯୁବତୀ

October 29, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଅଗରତାଲା : ତ୍ରିପୁରାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । କଥା ହେବାକୁ ମନା କରିବାରୁ  ବୟଫ୍ରେଣ୍ଡ ଉପରକୁ ଏସିଡ ଫିଙ୍ଗିଛନ୍ତି ଜଣେ ଯୁବତୀ । ମିଳିଥିବା ସୂଚନା ଅନୁସାରେ ତ୍ରିପୁରାର ଖାଓ୍ବାଇ ଜିଲ୍ଲାରେ ଜଣେ ମହିଳା ନିଜ ଏକ୍ସବୟଫ୍ରେଣ୍ଡ ଉପରକୁ ଏସିଡ୍‌ ଫିଙ୍ଗିଛନ୍ତି । ବେଲଛଡା ଗ୍ରାମରେ ରହୁଥିବା ଏହି ମହିଳା ଜଣକ ଅକ୍ଟୋବର 19 ତାରିଖରେ ବୟଫ୍ରେଣ୍ଡ ଉପରକୁ ଏସିଡ୍‌ ଆକ୍ରମଣ କରିଥିଲେ । ପୋଲିସ୍‌ର ସୂଚନା ଅନୁସାରେ ପୂର୍ବତନ ପ୍ରେମୀ ଜଣକ ଯୁବତୀଙ୍କ ସହିତ କଥା ହେବାକୁ ମନା କରିବାରୁ ରାଗରେ ଯୁବତୀ ଜଣକ ଏପରି କାଣ୍ଡ କରିଛନ୍ତି। ତେବେ ଏହି ଘଟଣାରେ ଯୁବତୀ ଜଣଙ୍କୁ 14 ଦିନିଆ ପୋଲିସ ରିମାଣ୍ଡରେ ପଠାଯାଇଛି । ପୀଡିତଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଗରତାଲା ସରକାରୀ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି ।  ଯୁବକଙ୍କ ନାକ, ଶ୍ୱାସନଳୀ ଏବଂ ଆଖି ଗଭୀର ଭାବରେ ଆଘାତପ୍ରାପ୍ତ ହୋଇଛି ।

ସୂଚନାଯୋଗ୍ୟ, ୟୁପିର ଗୋଣ୍ଡାଠାରେ ମଧ୍ୟ ଅକ୍ଟୋବର 13 ତାରିଖରେ ତିନି ଦଳିତ ଭଉଣୀଙ୍କ ଉପରେ କେହି ଦୁର୍ବୃତ୍ତ ଏସିଡ୍‌ ପକାଇଦେଇଥିବାର ଘଟଣା ସାମ୍ନାକୁ ଆସିଥିଲା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025
Latest News

ଶୁଭ ମୂହୁର୍ତ୍ତରେ ବିସର୍ଜନ କଲେ ମିଳିବ ବପ୍ପାଙ୍କ ଆଶୀର୍ବାଦ!: ଜାଣନ୍ତୁ ତାରିଖ ଓ ସମୟ

August 28, 2025

ପୁଣି ଭାରତକୁ ଚେତାବନୀ ଦେଲେ ଟ୍ରମ୍ଫଙ୍କ ପରାମର୍ଶଦାତା, ଜାଣନ୍ତୁ କ’ଣ କହିଲେ?

August 28, 2025

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.