Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»ପାଞ୍ଚ ଲକ୍ଷ ଟଙ୍କାର ସୁପାରୀ ଦେଇ ସ୍ବାମୀର ମର୍ଡର କଲା ସ୍ତ୍ରୀ, ଜାଣନ୍ତୁ କାରଣ କ’ଣ
ଅପରାଧ

ପାଞ୍ଚ ଲକ୍ଷ ଟଙ୍କାର ସୁପାରୀ ଦେଇ ସ୍ବାମୀର ମର୍ଡର କଲା ସ୍ତ୍ରୀ, ଜାଣନ୍ତୁ କାରଣ କ’ଣ

November 9, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ବରଲେୀ : ଅବୈଧ ସମ୍ପର୍କ ପାଇଁ ଜଣେ ସ୍ତ୍ରୀ ସ୍ବାମୀଙ୍କୁ 5 ଲକ୍ଷଟଙ୍କାର ସୁପାରୀ ଦେଇ ମର୍ଡର କରିଛି ।  ସ୍ତ୍ରୀଜଣକ ନିଜ ପ୍ରେମିକଙ୍କସହିତ ମିଶି ଏଭଳି କାଣ୍ଡ ଘଟାଇଛନ୍ତି । ପୋଲିସ୍‌ ଏହି ଘଟଣାରେ ଅଭିଯୁକ୍ତା ସ୍ତ୍ରୀଙ୍କ ସମେତ ତିନିଜଣଙ୍କୁ ଗିରଫ କରିଛି ।

ନିଜର ସୁନ୍ଦରତା ପାଇଁ ଗର୍ବ କରୁଥିବା ହତ୍ୟାକାରୀ ସ୍ତ୍ରୀ ଜଣ ଅତ୍ୟନ୍ତ ନିର୍ଦ୍ଦୟ ଭାବରେ ନିଜ ପ୍ରେମିକ ସହିତ ମିଶି ସ୍ବାମୀଙ୍କୁ ହତ୍ୟା କରିଛି । ଏପରି ଏକ ଅଭାବନୀୟ ଘଟଣା ଇଜ୍ଜତନଗର ଥାନା ଅଞ୍ଚଳ କର୍ମଚାରୀ ନଗରରେ ଘଟିଛି । ଏହି ନଗରରେ ବାସ କରୁଥିବା ଇଣ୍ଟର କଲେଜର ପ୍ରବକ୍ତାଙ୍କୁ ତାଙ୍କ ସ୍ତ୍ରୀ ସୁପାରୀ ଦେଇ ମର୍ଡର କରିଛନ୍ତି ।  ସେ ତାଙ୍କ ସ୍ତ୍ରୀଙ୍କଠାରୁ 10 ବର୍ଷ ବଡ ଥିଲେ । ବୟସ ଅଧିକ କାରଣରୁ ସ୍ତ୍ରୀ ଜଣକ ତାଙ୍କ ସ୍ବାମୀଙ୍କୁ ପସନ୍ଦ କରୁନଥିଲେ । ନିଜ ପ୍ରେମିକ ସହିତ ମିଶି ସ୍ବାମୀକୁ ରାସ୍ତା ହଟାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । 5 ଲକ୍ଷ ଟଙ୍କା ଦେଇ ନିଜର ସ୍ବାମୀଙ୍କର ହତ୍ୟା ପାଇଁ ସୁପାରୀ ଦେଇଥିଲେ ସ୍ତ୍ରୀ ଜଣକ ।  ମର୍ଡର ହେବା ପରେ ଅଭିଯୁକ୍ତା ସ୍ତ୍ରୀ, ତାଙ୍କ ଭଉଣୀ, ଭାଇ, ବାପା ଓ ପ୍ରେମିକ ଓ ଅନ୍ୟ ଦୁଇଜଣ ମିଶି ମୃତଦେହକୁ ଲୁଚାଇ ଦେଇଥିଲେ ।  ଏହାପରେ ରାତ୍ରି ଅଧରେ ମୃତଦେହକୁ ନେଇ ଫରୋଜାବାଦରେ ପୋତି ଦେଇଥିଲେ ।

ମୃତ ସ୍ବାମୀଙ୍କ ବାପା ମାଆଙ୍କ ଅଭିଯୋଗରେ ଇଜ୍ଜତ ନଗର ଥାନାରେ ମାମଲା ରୁଜୁ କରାଯାଇଥିଲା ଏବଂ ପୋଲିସ୍ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଏହା ପରେ ପୋଲିସ୍ ମାମଲାର ପର୍ଦ୍ଦାଫାଶ କରିଥିଲା ଏବଂ ଶେଷରେ ପୋଲିସ୍ ଅଭିଯୁକ୍ତ ପତ୍ନୀ ବିନୀତାକୁ ଗିରଫ କରିଥିଲା। ପୋଲିସ୍ ଏବେ ସୁଦ୍ଧା ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟ ଅଭିଯୁକ୍ତମାନେ ଫେରାର ଅଛନ୍ତି। (ଏଜେନ୍ସି)

BJP Ads
Share. Facebook Twitter LinkedIn Email WhatsApp Copy Link

Related Posts

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025

ଭାରତ ଏବଂ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା

November 4, 2025

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025

କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁର ଓ ପୁରୀ ମଧ୍ୟରେ ବିଶେଷ ପାସେଞ୍ଜର ଟ୍ରେନ, ଜାଣନ୍ତୁ ସମୟ

November 4, 2025
BJP Ads
Latest News

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025

ବାଣପୁର: ସମାଜସେବୀ ଡ଼ା ରାଧାଚରଣ ପଣ୍ଡାଙ୍କ ୫୧ତମ ଶ୍ରାଦ୍ଧୋତ୍ସବ

November 4, 2025

NDA ନା ମହାଗଠବନ୍ଧନ, ଏଥର ବିହାରରେ କିଏ ଗଠନ କରିବ ସରକାର?: ଜାଣନ୍ତୁ ପ୍ରତ୍ୟେକ ଦଳର ସ୍ଥିତି

November 4, 2025

ଭାରତ ଏବଂ ଇସ୍ରାଏଲର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା

November 4, 2025

ବିହାରର ଐତିହାସିକ ସ୍ଥଳୀ ପରିଦର୍ଶନ କଲେ ୨୪ ବିଦେଶୀ ପର୍ଯ୍ୟଟକ

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.