Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଛୋଟିଆ ତୁଳସୀ ଗଛଟିଏ ଆପଣଙ୍କର ବିଶାଳକାୟ ଅଟ୍ଟାଳିକାକୁ କରିଦେବ ପରିବର୍ତ୍ତନ, କିପରି ?
ଆଜିର ଖବର

ଛୋଟିଆ ତୁଳସୀ ଗଛଟିଏ ଆପଣଙ୍କର ବିଶାଳକାୟ ଅଟ୍ଟାଳିକାକୁ କରିଦେବ ପରିବର୍ତ୍ତନ, କିପରି ?

January 25, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ପ୍ରାୟତଃ ଅନେକଙ୍କ ଜୀବନରେ ଏହା ହିଁ ଘଟିଥାଏ। କଠିନ ପରିଶ୍ରମ କରିବା ପରେ ମଧ୍ୟ ସଫଳତା ଆସେ ନାହିଁ। ଯେଉଁ କାରଣରୁ ଜୀବନରେ ନିରାଶା ଭାବ ଆସେ। ଫଳରେ ଲୋକମାନେ ନିଜ ଭାଗ୍ୟକୁ ଦାୟୀ କରିବା ଆରମ୍ଭ କରନ୍ତି। କଠିନ ପରିଶ୍ରମ କରିବା ପରେ ସଫଳତା ନ ମିଳିଲେ ଭଗବାନଙ୍କୁ ଗାଳି କରିବା ଆରମ୍ଭ କରନ୍ତି। ଯଦି ଏହିପରି ଜୀବନରେ କିଛି ଭୁଲ ହୁଏ, ତେବେ ଏହା ବାସ୍ତୁର ଦୋଷ ବୋଲି କୁହା ଯାଇପାରେ।

ଅଜାଣତରେ ଲୋକମାନେ କିଛି ଭୁଲ କରନ୍ତି ଯାହା ଜୀବନକୁ ସିଧା ପ୍ରଭାବିତ କରିଥାଏ। ଶୁଭଫଳ ମଧ୍ୟ ଦୁର୍ଭାଗ୍ୟରେ ପରିଣତ ହୋଇଯାଏ। ଏହି କାରଣରୁ ଆମେ ସବୁବେଳେ ବାସ୍ତୁ ଶାସ୍ତ୍ର ସହିତ ଜଡିତ ଏହି ଜିନିଷଗୁଡ଼ିକୁ ପ୍ରତି ଧ୍ୟାନ ରଖିବା ଉଚିତ। ବାସ୍ତୁ ଶାସ୍ତ୍ରରେ ଦିଆଯାଇଥିବା ଉପଦେଶଗୁଡିକର ବେଶ୍ ଗୁରୁତ୍ୱ ରହିଛି।

ଘର ନିର୍ମାଣ କରିବା ସମୟରେ ବାସ୍ତୁ ଅନୁସାରେ କରିବା ଆବଶ୍ୟକ। ଯେତେବେଳେ ବାସ୍ତୁ ଶାସ୍ତ୍ର ବିଷୟରେ ଲୋକଙ୍କର କୈଣସି ଜ୍ଞାନ ନ ଥିଲା ସେତେବେଳେ ଭୁଲ ହୋଇଯାଉ ଥିଲା। ହେଲେ ବର୍ତ୍ତମାନ ସମସ୍ତେ ବାସ୍ତୁ ଅନୁଯାୟୀ ଘର ନିର୍ମାଣ କରିବାରେ ଲାଗିଛନ୍ତି। ଯଦି ବାସ୍ତୁ ଅନୁଯାୟୀ ଘର ନିର୍ମାଣ ହୋଇନାହିଁ, ତେବେ ଘରେ ବହୁ ଅଶାନ୍ତି ଆସିଥାଏ। ପରିବାର ସଦସ୍ୟଙ୍କ ଦେହ ବାରମ୍ବାର ଖରାପ ହୋଇଥାଏ।

ତେବେ ଏହାର ଏକ ଉପାଚାର ରହିଛି। ତାହା ହେଉଛି ଘରେ ଏକ ତୁଳସୀ ଗଛ ରଖନ୍ତୁ। ଏହା ସେହି ସ୍ଥାନର ବାସ୍ତୁ ତ୍ରୁଟିକୁ ସଂପର୍ଣ୍ଣ ଦୂର କରିଦେଇଥାଏ। ସେହି ତୁଳସୀ ଗଛରେ ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ଦୀପଟିଏ ଜାଳନ୍ତୁ। ଏହା ଦ୍ବାରା ଦେବୀ ଲକ୍ଷ୍ମୀ ପରିବାରକୁ ଆଶୀର୍ବାଦ କରିଥାନ୍ତି। ଘରେ କେବେବି ଟଙ୍କା ଏବଂ ଖାଦ୍ୟର ଅଭାବ ରହିବ ନାହିଁ।

ତୁଳସୀ ଗଛ ବାସ୍ତୁଦୋଷ ବିଶାଳକାୟ ଅଟ୍ଟାଳିକା
Share. Facebook Twitter LinkedIn Email WhatsApp Copy Link

Related Posts

ଏନ୍‌ସିଇଆରଟି ଅଷ୍ଟମ ଶ୍ରେଣୀ ଦ୍ୱିତୀୟ ଖଣ୍ଡରେ ପାଇକବିଦ୍ରୋହର ବିସ୍ତୃତ ଅଧ୍ୟାୟ

July 23, 2025

ଖଣ୍ଡା ଚୋଟରେ ପରିବା ବ୍ୟବସାୟୀ ଗୁରୁତର

July 23, 2025

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଜୁଲାଇ ୨୪ ରେ ‘ଜାତୀୟ ସମବାୟ ନୀତି ୨୦୨୫’ କୁ ଉନ୍ମୋଚନ କରିବେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ 

July 22, 2025
Latest News

ଏନ୍‌ସିଇଆରଟି ଅଷ୍ଟମ ଶ୍ରେଣୀ ଦ୍ୱିତୀୟ ଖଣ୍ଡରେ ପାଇକବିଦ୍ରୋହର ବିସ୍ତୃତ ଅଧ୍ୟାୟ

July 23, 2025

ଜିଲ୍ଲାପାଳ ସ୍ତରରେ ଅଦଳବଦଳ, ଚଞ୍ଚଳ ରଣା ହେଲେ ବିଏମସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ହେଲେ…..

July 23, 2025

ଖଣ୍ଡା ଚୋଟରେ ପରିବା ବ୍ୟବସାୟୀ ଗୁରୁତର

July 23, 2025

ଆଜି ଜୁଲାଇ ୨୩ ତାରିଖ ବୁଧବାରରେ ଏହି ଆଠଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସତର୍କ

July 23, 2025

ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ, ହେମନ୍ତ ଶର୍ମାଙ୍କୁ ସୂଚନା ଓ ଲୋକ ସଂପର୍କ ବିଭାଗର ଅତିରିକ୍ତ ଦାୟିତ୍ବ

July 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.