Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତି, ଅନୁରାଧା ପଡ଼ୌୱାଲ
ଆଜିର ଖବର

ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତି, ଅନୁରାଧା ପଡ଼ୌୱାଲ

February 22, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ମହାଶିବରାତ୍ରୀରେ ଭଜନ ଗାଇବେ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ

ଭୁୁବନେଶ୍ୱର : ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ମହାଶିବରାତ୍ରୀରେ ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ କବିତା କ୍ରୀଷ୍ଣାମୂର୍ତି ଓ ଅନୁରାଧା ପଡ଼ୌୱାଲ ଭଜନ ପରିବେଷଣ କରିବେ । ଏଥିସହ ସଂଗୀତ ନିର୍ଦେଶକ ମନ୍ମଥ ମିଶ୍ରଙ୍କ ନେତୃତ୍ୱରେ ୩୦ଜଣ ଓଡ଼ିଶାର ସୁନାମଧନ୍ୟ କଳାକାର ଯୋଗଦେବେ ବୋଲି ଏକାମ୍ର ସାସ୍କୃତିକ ପ୍ରକାଶନୀ ପକ୍ଷରୁ ନିଷ୍ପତି ଗ୍ରହଣ କରାଯାଇଛି ।

ମହାଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ରରେ ହେବାକୁ ଥିବା ଜାତୀୟସ୍ତରୀୟ ଭଜନ କାର୍ଯ୍ୟକ୍ରମର ପ୍ରସ୍ତୁତି ବୈଠକରେ ଅନୁଷ୍ଠାନର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ଅଧ୍ୟକ୍ଷତା କରିଥିଲେ । ଏଥିରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ନାରୀନେତ୍ରୀ ରଶ୍ମୀ ମହାପାତ୍ର, ଅନୁଷ୍ଠାନର ସମ୍ପାଦକ ସନତ ମିଶ୍ର ଓ ବହୁ ସଭ୍ୟ ସାମିଲ ହୋଇଥିଲେ ।

ମହାଶିବରାତ୍ରୀ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026
Latest News

ଭାରତକୁ ଭେନେଜୁଏଲା ତେଲ ବିକ୍ରୟ କରିବାକୁ ପ୍ରସ୍ତୁତ ଟ୍ରମ୍ପ: କ’ଣ ପୁନଃ ଆରମ୍ଭ ହେବ ବାଣିଜ୍ୟ?

January 10, 2026

ଆସନ୍ତାକାଲି ରାଜକୋଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

January 10, 2026

ରଣପୁର ମହୋତ୍ସବ ‘ଅର୍ଜୁନ–୨୦୨୬’ ଉଦଯାପିତ: ଦୀପ୍ତିରେଖାଙ୍କ ଗୀତରେ ଝୁମିଲା ମଞ୍ଚ

January 10, 2026

ଇଥିଓପିଆରେ ଡାଟା ସେଣ୍ଟର ପ୍ରକଳ୍ପ ପାଇଁ ରେଲଟେଲକୁ ବୈଦେଶିକ ମନ୍ତ୍ରଣାଳୟର କାର୍ଯ୍ୟାଦେଶ

January 10, 2026

ଜୀ ସାର୍ଥକରେ “ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍” ହେବ ଆହୁରି ଆକର୍ଷଣୀୟ

January 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.