Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଭୁବନେଶ୍ବରର ଭୀମଟାଙ୍ଗିରେ ପ୍ରତିଷ୍ଠା ହେଲା ନୂତନ ଭୀମେଶ୍ୱର ମନ୍ଦିର
ଧର୍ମ

ଭୁବନେଶ୍ବରର ଭୀମଟାଙ୍ଗିରେ ପ୍ରତିଷ୍ଠା ହେଲା ନୂତନ ଭୀମେଶ୍ୱର ମନ୍ଦିର

February 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ଭୀମଟାଙ୍ଗିରେ ପ୍ରତିଷ୍ଠା ହେଲା ନୂତନ ଭୀମେଶ୍ୱର ମନ୍ଦିର

ଭୁବନେଶ୍ୱର : ଭୀମଟାଙ୍ଗିସ୍ଥିତ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ନୂତନ ଭୀମେଶ୍ୱର ମନ୍ଦିର ଓ ବିଶାଳ ନନ୍ଦିମୂର୍ତି ପ୍ରତିଷ୍ଠା ଆସନ୍ତା ୧୦ ତାରିଖ ଅନୁଷ୍ଠିତ ହେବ । ଏହି ଅବସରରେ ଅଙ୍କୁର ରୋପଣ କରାଯିବା ସହ ମନ୍ଦିର ଅଧିବାସ ପୂଜା ଆରମ୍ଭ ହୋଇଛି । ୯ତାରିଖରେ ବିଗ୍ରହମାନଙ୍କର ନାଭି ଛେଦନ, ଚକ୍ଷୁଦାନ, ମହାସ୍ନାନ କରାଯିବ ।

ସେହିପରି ୧୦ତାରିଖରେ ହୋମ, ନ୍ୟାସ ନାମକରଣ, ନବ ଯୌବନ ଦର୍ଶନ ସହ ଯଜ୍ଞର ପୂର୍ଣ୍ଣାହୂତି କରାଯିବ । କରୋନା କଟକଣାରେ ପୂଜା ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ସମିତିର ପକ୍ଷରୁ କୁହାଯାଇଛି ।

ଭୀମଟାଙ୍ଗି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅକ୍ଟୋବର ୩୦ ତାରିଖ, ଗୁରୁବାର: ପାଞ୍ଚୋଟି ରାଶିର ଭାଗ୍ୟ ଚମକିବ

October 30, 2025

ଅକ୍ଟୋବର ୨୯ ରେ ଛଅଟି ରାଶି ପାଇଁ ରହିଛି ଆଶ୍ଚର୍ଯ୍ୟଜନକ ଖବର, ଜାଣିଲେ ଖୁସି ହେବେ

October 29, 2025

ଅକ୍ଟୋବର ୨୮ ତାରିଖ: ଆଜି ଛଅଟି ରାଶିରେ ହେଉଛି ଏକ ପରିବର୍ତ୍ତନ, ଜାଣିଲେ ଖୁସି ହେବେ

October 28, 2025

ଆଜି ଅକ୍ଟୋବର ୨୭ ତାରିଖ: ଜାଣନ୍ତୁ ସୋମବାର ଦିନ କେମିତି କଟିବ ଆପଣଙ୍କର ଦିନ

October 27, 2025
Latest News

ରାଷ୍ଟ୍ରୀୟ ଏକତା ଦିବସ-୨୦୨୫ ଅବସରରେ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କଲେ ଗୃହମନ୍ତ୍ରୀ

October 30, 2025

ଦେଶର ନୂତନ CJI ହେବ ଜଷ୍ଟିସ ସୂର୍ଯ୍ୟକାନ୍ତ: ସୁପାରିଶକୁ ଅନୁମୋଦନ କଲେ ରାଷ୍ଟ୍ରପତି

October 30, 2025

କ୍ରିକେଟ୍ ମଇଦାନକୁ ଫେରିଲେ ରିଷଭ ପନ୍ତ, କିନ୍ତୁ ଛଡାଇନେଲେ କି ବିରାଟ କୋହଲିଙ୍କ ୧୮ ନମ୍ବର ଜର୍ସି?

October 30, 2025

ପୂର୍ବତଟ ରେଳପଥ ଦ୍ୱାରା ଡିସ୍ଲେକ୍ସିଆ ସଚେତନତା ମାସ ପାଳନ ପାଇଁ “ଗୋ ରେଡ୍” ଅଭିଯାନ

October 30, 2025

CBSE ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ଚୂଡ଼ାନ୍ତ ତାରିଖ ପ୍ରକାଶ: ଫେବୃଆରୀ ୧୭ରୁ ପରୀକ୍ଷା

October 30, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.