Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଧର୍ମ»ଭୁବନେଶ୍ବରର ଭୀମଟାଙ୍ଗିରେ ପ୍ରତିଷ୍ଠା ହେଲା ନୂତନ ଭୀମେଶ୍ୱର ମନ୍ଦିର
ଧର୍ମ

ଭୁବନେଶ୍ବରର ଭୀମଟାଙ୍ଗିରେ ପ୍ରତିଷ୍ଠା ହେଲା ନୂତନ ଭୀମେଶ୍ୱର ମନ୍ଦିର

February 8, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ଭୁବନେଶ୍ବରର ଭୀମଟାଙ୍ଗିରେ ପ୍ରତିଷ୍ଠା ହେଲା ନୂତନ ଭୀମେଶ୍ୱର ମନ୍ଦିର

ଭୁବନେଶ୍ୱର : ଭୀମଟାଙ୍ଗିସ୍ଥିତ ଭୀମେଶ୍ୱର ମନ୍ଦିର ସମିତି ପକ୍ଷରୁ ନୂତନ ଭୀମେଶ୍ୱର ମନ୍ଦିର ଓ ବିଶାଳ ନନ୍ଦିମୂର୍ତି ପ୍ରତିଷ୍ଠା ଆସନ୍ତା ୧୦ ତାରିଖ ଅନୁଷ୍ଠିତ ହେବ । ଏହି ଅବସରରେ ଅଙ୍କୁର ରୋପଣ କରାଯିବା ସହ ମନ୍ଦିର ଅଧିବାସ ପୂଜା ଆରମ୍ଭ ହୋଇଛି । ୯ତାରିଖରେ ବିଗ୍ରହମାନଙ୍କର ନାଭି ଛେଦନ, ଚକ୍ଷୁଦାନ, ମହାସ୍ନାନ କରାଯିବ ।

ସେହିପରି ୧୦ତାରିଖରେ ହୋମ, ନ୍ୟାସ ନାମକରଣ, ନବ ଯୌବନ ଦର୍ଶନ ସହ ଯଜ୍ଞର ପୂର୍ଣ୍ଣାହୂତି କରାଯିବ । କରୋନା କଟକଣାରେ ପୂଜା ଓ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ସମିତିର ପକ୍ଷରୁ କୁହାଯାଇଛି ।

ଭୀମଟାଙ୍ଗି
Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ୧୯ ତାରିଖରେ ଏହି ରାଶିର ବ୍ୟକ୍ତିମାନେ ସବୁକ୍ଷେତ୍ରରେ ହେବେ ସଫଳତା, ଜାଣନ୍ତୁ ରାଶିଫଳ

February 19, 2026

ଆଜି ହେଉଛି ଫେବୃୟାରୀ ୧୮ ତାରିଖ ବୁଧବାର: ଏହି ରାଶି ପ୍ରତି ପ୍ରଭୁ ଗଣପତିଙ୍କ ରହିବ ଆଶୀର୍ବାଦ

February 18, 2026

ରାଶିଫଳ: ଆଜି ଫେବୃୟାରୀ ୧୭ ମଙ୍ଗଳବାରରେ ଚାରୋଟି ରାଶି ପାଇଁ ରହିଛି ବେଶ୍ ଖୁସି ଖବର

February 17, 2026

ରାଶିଫଳ- ଆଜି ଫେବୃୟାରୀ ୧୬ ତାରିଖ ସୋମବାର କଣ ରହିବ ଆପଣଙ୍କର ଭାଗ୍ୟ

February 16, 2026
Latest News

ବାରବାଟି ଷ୍ଟାଡିୟମରେ ଆଜିଠାରୁ ଟି-୨୦ ଏସିଆ ବଧିର କ୍ରିକେଟ କପ୍ ପ୍ରତିଯୋଗିତା

February 19, 2026

ଭାରତର ବୃହତ୍ ଟେକ୍ନୋଲୋଜି ସଫଳତା ଉପରେ ଧ୍ୟାନ ଦେଇଛି ବିଶ୍ୱ ଗଣମାଧ୍ୟମ

February 19, 2026

ଆଜି ଏଆଇ ଇମ୍ପାକ୍ଟ ସମିଟ୍‌ ୨୦୨୬କୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

February 19, 2026

ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ଉପସ୍ଥିତିରେ ଚାରୋଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣାପତ୍ର ବିନିମୟ

February 19, 2026

ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ

February 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.