Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବାଗୀ3’ର ଫାଷ୍ଟଲୁକ୍‌ ରିଲିଜ୍‌ : ଯୁଦ୍ଧ ମଇଦାନରେ ନଜର ଆସିଲେ ଟାଇଗର୍‌
ଆଜିର ଖବର

‘ବାଗୀ3’ର ଫାଷ୍ଟଲୁକ୍‌ ରିଲିଜ୍‌ : ଯୁଦ୍ଧ ମଇଦାନରେ ନଜର ଆସିଲେ ଟାଇଗର୍‌

February 3, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : ବଲିଉଡ୍‌ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ବାଗୀ 3‘ର ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଛି । ପୋଷ୍ଟରରେ ଟାଇଗର୍‌ ଏକ ଯୁଦ୍ଧ ମଇଦାନରେ ଠିଆ ହୋଇଥିବାର ନଜର ଆସିଛନ୍ତି । ଟାଇଗର୍‌ ଏହି ପୋଷ୍ଟରକୁ ସୋସିଆଲ୍‌  ମିଡିଆରେ ସେୟାର କରିବା ସହିତ ଏହି ଫିଲ୍ମର ଟ୍ରେଲର୍‌ ରିଲିଜ୍‌ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଟାଇଗର୍‌ ଇନ୍‌ଷ୍ଟାଗ୍ରାମରେ ବାଗୀ 3ର ଫାଷ୍ଟ ଲୁକ୍‌ର ପୋଷ୍ଟରକୁ ସେୟାର କରି ଲେଖିଛନ୍ତି ଯେ, ‘ନିଜର ସବୁଠୁ ଶକ୍ତିଶାଳୀ ଶତ୍ରୁ ବିରୋଧରେ  ତା’ର ସବୁଠାରୁ ବଡ଼ ଯୁଦ୍ଧ, ଏକ ଦେଶ ବିରୁଦ୍ଧରେ, ରନି ପୁଣି ଫେରିଛି !’ ଏହି ଫିଲ୍ମର ଟ୍ରେଲର୍‌ଟି ଆସନ୍ତା 6 ତାରିଖରେ ରିଲିଜ୍‌ ହେବ। ପୋଷ୍ଟରରେ ଟାଇଗର୍‌ ଆକ୍ସନ ମୋଡରେ ନଜର ଆସିଥିବାବେଳେ ତାଙ୍କ ସାମ୍ନାରେ ଟ୍ୟାଙ୍କର୍‌, ହେଲିକ୍ୟାପ୍ଟର ରହିଥିବାବେଳେ ଏହି ମେସିନ୍‌ଗଗୁଡ଼ିକ ସାମ୍ନାରେ ଟାଇଗର୍‌ ବେଶ୍‌ ବୀର ଦର୍ପରେ ଠିଆହୋଇଥିବାବେଳେ ତାଙ୍କ ହାତରେ ଏକ ରାଇଫଲ୍‌ ରହିଥିବାର ଦେଖାଯାଇଛି । ଏହି ଫିଲ୍ମରେ ତାଙ୍କ ବିପକ୍ଷରେ ନଜର ଆସିବେ ଶ୍ରଦ୍ଧା କପୁର୍‌ । ଶ୍ରଦ୍ଧା ‘ବାଗୀ’ରେ ଟାଇଗର୍‌ଙ୍କ ସହ ନଜର ଆସିଥିଲେ । ଶ୍ରଦ୍ଧା-ଟାଇଗର୍‌ଙ୍କ ବ୍ୟତୀତ ଏହି ଫିଲ୍ମରେ ରିତେଶ ଦେଶମୁଖ୍‌, ବିଜୟ ବର୍ମା, ଅଙ୍କିତା ଲୋଖେଣ୍ଡ, ଦିଶା ପଟ୍ଟାନୀ, ଜ୍ୟାକି ଶ୍ରଫ୍‌ ପ୍ରମୁଖ ନଜର ଆସିବେ । ଅହମ୍ମଦ ଖାନ୍‌ ନିର୍ଦ୍ଦେଶିତ ଏହି ଫିଲ୍ମଟି ମାର୍ଚ୍ଚ 6ରେ ପରଦା ଉପରକୁ ଆସିବ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025
Latest News

ଆଫଗାନିସ୍ତାନର ସ୍ଵପ୍ନ ଧୂଳିସାତ: ବାଂଲାଦେଶକୁ ସୁପର ଫୋର୍ ରେ ପହଞ୍ଚାଇଲା ଶ୍ରୀଲଙ୍କା

September 19, 2025

ଶୁଭମିତ୍ରା ସାହୁଙ୍କ ପାଇଁ ନ୍ୟାୟ ଦାବିରେ ମହିଳା କଂଗ୍ରେସ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା

September 18, 2025

ଏମ୍ସ ଭୁବନେଶ୍ୱରରେ “ସୁସ୍ଥ ନାରୀ ସଶକ୍ତ ପରିବାର” ଅଭିଯାନ ଉଦଘାଟିତ

September 18, 2025

କେସିଙ୍ଗାରେ ‘ଜାତୀୟ ପୋଷଣ ମାସ-୨୦୨୫’ ଓ ‘ମାଙ୍କ ପାଇଁ ଗଛଟିଏ’ ସଚେତନତା କର୍ମଶାଳା

September 18, 2025

ରକ୍ତଦାତାମାନଙ୍କୁ ପ୍ରମାଣପତ୍ର ଏବଂ ଟି-ସାର୍ଟ ବଣ୍ଟନ କଲେ ରାଜ୍ୟପାଳ

September 18, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.