Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ହୃଦ୍‌ଘାତ ପରେ ଭେଣ୍ଟିଲେଟରରେ ବିଜୟ ମହାନ୍ତି
ଆଜିର ଖବର

ହୃଦ୍‌ଘାତ ପରେ ଭେଣ୍ଟିଲେଟରରେ ବିଜୟ ମହାନ୍ତି

May 27, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର : ଓଡ଼ିଆ ସିନେମା ଜଗତର ଲୋକପ୍ରିୟ ଅଭିନେତା ବିଜୟ ମହାନ୍ତି ଗୁରୁତର ଅସୁସ୍ଥ । ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ହାଇଦ୍ରାବାଦ ସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସିନେ କଳାକାର ସଙ୍ଘର ସାଧାରଣ ସମ୍ପାଦକ ଶ୍ରୀତମ ଦାସ ଏହି ସୂଚନା ଦେଇଛନ୍ତି ।

ବିଗତ କିଛିଦିନ ହେବ ଡାଇବେଟିସ ଜନିତ‌ ରୋଗରେ ସେ ଆକ୍ରାନ୍ତ ଥିଲେ। ତାଙ୍କର ହୃଦ୍‌ଘାତ ସମସ୍ୟା ଦେଖା ଦେଇଥିବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଅବସ୍ଥା ଗରୁତର ଥିବାରୁ ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟରରେ ରଖାଯାଇଥିବା ସୂଚନା ମିଳିଛି ।

bijaymohanty ollywood
Share. Facebook Twitter LinkedIn Email WhatsApp Copy Link

Related Posts

ଗଛକୁ ପିଟିଲା ମୋଟରସାଇକେଲ: ଦୁଇ ମୃତ ଜଣେ ଗୁରୁତର

January 8, 2026

ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀଙ୍କର ଅକାଳ ବିୟୋଗ

January 8, 2026

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026
Latest News

ଗଛକୁ ପିଟିଲା ମୋଟରସାଇକେଲ: ଦୁଇ ମୃତ ଜଣେ ଗୁରୁତର

January 8, 2026

ବିଦ୍ୟୁତ୍ ଆଘାତରେ ଗୃହରକ୍ଷୀଙ୍କର ଅକାଳ ବିୟୋଗ

January 8, 2026

ଭାରତର ନମ୍ବର 1 ଇଲେକ୍ଟ୍ରିକ୍ କାର୍ ହେଲା MG Windsor: ପଛରେ ପଡିଲା Tata Nexon EV

January 8, 2026

ତୁର୍କମାନ ଗେଟ୍ ହିଂସା ମାମଲା: ଅଡୁଆରେ ଏସପି ସାଂସଦ, ଚିହ୍ନଟ ହେଲେ ୩୦ ଦଙ୍ଗାକାରୀ

January 8, 2026

ଭାରତ ଉପରେ ୫୦୦% ଶୁଳ୍କ ଲାଗୁ କରିବେ ଟ୍ରମ୍ପ!: ଆସନ୍ତା ସପ୍ତାହରେ ସୀମା ଅତିକ୍ରମ କରିବ ଆମେରିକା?

January 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.