Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅନୁଭବଙ୍କୁ ଟାର୍ଗେଟ୍‌ କଲେ ଅକ୍ଷରା
ଆଜିର ଖବର

ଅନୁଭବଙ୍କୁ ଟାର୍ଗେଟ୍‌ କଲେ ଅକ୍ଷରା

September 18, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : ବଲିଉଡରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ ବିବାଦ ସୃଷ୍ଟି ହୋଇଛି । ଭୋଜପୁରୀ ଅଭିନେତା ତଥା ବିଜେପି ସାଂସଦ ରବି କିଷାନ  ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌ ସମ୍ପର୍କରେ ବୟାନ ଦେବା ପରେ ତାକୁ ନେଇ ବିବାଦ ସୃଷ୍ଟି ହୋଇଛି । ସପା ସାଂସଦ ତଥା ଅଭିନେତ୍ରୀ ଜୟା ବଚ୍ଚନ ତାଙ୍କର ସମାଲୋଚନା କରିଥିବା ବେଳେ ବିଶିଷ୍ଟ ଫିଲ୍ମ ନିର୍ମାତା ଅନୁଭବ ସିହ୍ନା ମଧ୍ୟ ତାଙ୍କୁ ଟାର୍ଗେଟ କରିବାକୁ ପଛାଇ ନାହାନ୍ତି । ଏପରିକି ଭୋଜପୁରୀ ଫିଲ୍ମ ପ୍ରତି ସେ କଟୁ ମନ୍ତବ୍ୟ ମଧ୍ୟ ଦେଇଛନ୍ତି । କହିଛନ୍ତି ଭୋଜପୁରୀ ଫିଲ୍ମରେ କେବଳ ନଗ୍ନ ନୃତ୍ୟ ଦେଖିବାକୁ ମିଳେ ।

ଅନୁଭବ ସିହ୍ନାଙ୍କ ଏଭଳି ଆକ୍ଷେପକୁ ସହଜରେ ହଜମ କରିପାରିନାହାନ୍ତି ଭୋଜପୁରୀ ଅଭିନେତ୍ରୀ ଅକ୍ଷରା ସିଂହ । ସୋସିଆଲ ମିଡିଆରେ ସେ ସିଧାସଳଖ ଅନୁଭବଙ୍କୁ ଟାର୍ଗେଟ କରିଛନ୍ତି । ଅକ୍ଷରା ଲେଖିଛନ୍ତି ଭୋଜପୁରୀ ଫିଲ୍ମ ଅପେକ୍ଷା ବଲିଉଡର ଅଧିକ ନଗ୍ନ ନୃତ୍ୟ ଦେଖାଯାଉଛି । ‘ଥାପ୍ପଡ’କୁ ନେଇ ଲୋକେ ଆପଣଙ୍କୁ ଭଲ ଭାବେ ଜାଣନ୍ତି । ଆପଣ ମହିଳା ସଶକ୍ତିକରଣ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି । କିନ୍ତୁ ଆପଣ ଏଭଳି ଶବ୍ଦ କିଭଳି କହିପାରୁଛନ୍ତି । ମୁଁ ଶୁଣୁଛି ଆପଣ ବନାରସରୁ ଆସିଛନ୍ତି। ଆପଣ ନିଜର ମାତୃଭାଷାକୁ ହିଁ ଗାଳି ଦେଉଛନ୍ତି ।

ବଲିଉଡ୍‌ରେ ଡ୍ରଗ୍ସ ଲିଙ୍କ୍‌କୁ ନେଇ କଙ୍ଗନା ସିଧାସଳଖ ଭାବରେ ଟାର୍ଗେଟ୍‌ କରୁଛନ୍ତି । ଏବେ ଏହି ପ୍ରସଙ୍ଗରେ ମଧ୍ୟ ମୁକେଶ ଖାନ୍ନା ମଧ୍ୟ ମୁହଁ ଖୋଲିଛନ୍ତି । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଇପିଏଲର ସବୁଠାରୁ ମହଙ୍ଗା ଅନକ୍ୟାପ୍ ଖେଳାଳି ହେଲେ ପ୍ରଶାନ୍ତ ବୀର

December 16, 2025

Jio Launches New Year Offers: ୫ଜି, ଓଟିଟି ଏବଂ ଏଆଇ କୁ ନେଇ ଜିଓ ଘୋଷଣା କଲା ନୂଆ ଅଫର

December 16, 2025

ଲୋକସଭାରେ ‘ବିକଶିତ ଭାରତ – ଜି ରାମ ଜି’ ବିଲ୍, 2025 ଉପସ୍ଥାପନ କଲେ ଶିବରାଜ ସିଂହ

December 16, 2025

ଭାରତୀୟ ରେଳବାଇର ସାର ଲୋଡିଂରେ ୧୧.୭% ବୃଦ୍ଧି, ଚାଷୀଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ

December 16, 2025
Latest News

ଆଇପିଏଲର ସବୁଠାରୁ ମହଙ୍ଗା ଅନକ୍ୟାପ୍ ଖେଳାଳି ହେଲେ ପ୍ରଶାନ୍ତ ବୀର

December 16, 2025

Jio Launches New Year Offers: ୫ଜି, ଓଟିଟି ଏବଂ ଏଆଇ କୁ ନେଇ ଜିଓ ଘୋଷଣା କଲା ନୂଆ ଅଫର

December 16, 2025

ଲୋକସଭାରେ ‘ବିକଶିତ ଭାରତ – ଜି ରାମ ଜି’ ବିଲ୍, 2025 ଉପସ୍ଥାପନ କଲେ ଶିବରାଜ ସିଂହ

December 16, 2025

ଭାରତୀୟ ରେଳବାଇର ସାର ଲୋଡିଂରେ ୧୧.୭% ବୃଦ୍ଧି, ଚାଷୀଙ୍କୁ ନିରବଚ୍ଛିନ୍ନ ଯୋଗାଣ ସୁନିଶ୍ଚିତ

December 16, 2025

୨୦୧୪ ପୂର୍ବରୁ ବିଜେପିର ଖାତାରେ କେତେ ଟଙ୍କା ଥିଲା, ୧୧ ବର୍ଷ ମଧ୍ୟରେ ଏହା କେତେ ବୃଦ୍ଧି ପାଇଛି?: ଜାଣନ୍ତୁ

December 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.