Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବ୍ରିଟେନରୁ ଆସିଥିବା ଭାରତର ୩୮ ଜଣଙ୍କଠାରୁ ମିଳିଲା ନୋଭେଲ କରୋନା ଭୂତାଣୁର ନୂତନ ଷ୍ଟ୍ରେନ
ଜାତୀୟ ଖବର

ବ୍ରିଟେନରୁ ଆସିଥିବା ଭାରତର ୩୮ ଜଣଙ୍କଠାରୁ ମିଳିଲା ନୋଭେଲ କରୋନା ଭୂତାଣୁର ନୂତନ ଷ୍ଟ୍ରେନ

January 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ବ୍ରିଟେନରେ ଦେଖା ଦେଇଥିବା ନୂତନ ଭାରିଆଣ୍ଟ ଜିନୋମ ଦ୍ଵାରା ମୋଟ ୩୮ ଟି ନମୁନା ସଂକ୍ରମିତ ବୋଲି ଜଣାପଡିଛି । ସେଗୁଡିକ ମଧ୍ୟରେ ନିମହାନ୍ସ ବେଙ୍ଗାଲୁରୁରୁ ୧୦ଟି, ସିସିଏମବି ହାଇଦ୍ରାବାଦରୁ ୩ଟି, ଏନଆଇଭି ପୁଣେରୁ ୫ଟି, ଆଇଜିଆଇବି ଦିଲ୍ଲୀରୁ ୧୧ଟି, ଏନସିଡିସି ନୂଆଦିଲ୍ଲୀରୁ ୮ଟି ଏବଂ ଏନସିବିଜି କୋଲକାତାରୁ ୧ଟି ।

ତେବେ ଏନସିବିଏସ, ଇନଷ୍ଟେମ, ବେଙ୍ଗାଲୁରୁ, ସିଡିଏଫଡି ହାଇଦ୍ରାବାଦ, ଆଇଏଲଏସ ଭୁବନେଶ୍ୱର, ଏବଂ ଏନସିସି ପୁଣେ ଏପର‌୍ୟ୍ୟନ୍ତ କୌଣସି ବ୍ରିଟେନର ମ୍ୟୁଟାଣ୍ଟ ଭୂତାଣୁ ପାଇ ନାହାଁନ୍ତି । ୧୦ ଟି INSACOG ଲ୍ୟାବରେ (ଏନଆଇବିଏମଜି କୋଲକାତା, ଆଇଏଲଏସ ଭୁବନେଶ୍ୱର, ଏନଆଇଭି ଏବଂ ଏନସିସିଏସ ପୁଣେ, ସିସିଏମବି ଏବଂ ସିଡିଏଫଡି ହାଇଦ୍ରାବାଦ, ଇନଷ୍ଟେମ ଏବଂ ନିମହାନ୍ସ ବେଙ୍ଗାଲୁରୁ, ଆଇଜିଆଇବି ଏବଂ ଏନସିଡିସି ଦିଲ୍ଲୀରେ ପଜିଟିଭ ନମୁନା ପରୀକ୍ଷା କରାଯାଉଛି ।

ଏହି ସମସ୍ତ ବ୍ୟକ୍ତିଙ୍କୁ ସଂପୃକ୍ତ ରାଜ୍ୟ ସରକାରଙ୍କ ଦ୍ୱାରା ନିର୍ମିତ ସ୍ୱାସ୍ଥ୍ୟସେବା ସୁଧାର କେନ୍ଦ୍ରରେ ଏକକ କୋଠରୀରେ ରଖାଯାଇଛି । ସେମାନଙ୍କର ଘନିଷ୍ଠ ସମ୍ପର୍କୀୟଙ୍କୁ ମଧ୍ୟ କ୍ଵାରେଣ୍ଟାଇନରେ ରଖାଯାଇଛି। ସହ-ଯାତ୍ରୀ, ପାରିବାରିକ ସମ୍ପର୍କ ଏବଂ ଅନ୍ୟମାନଙ୍କ ସହିତ ବିସ୍ତୃତ ଯୋଗାଯୋଗ ଏବଂ ଅନୁସନ୍ଧାନ କାର‌୍ୟ୍ୟ ଆରମ୍ଭ କରାଯାଇଛି। ଅନ୍ୟ ଏକ ନମୁନା ପାଇଁ ଏକ ଜେନୋମ ସିରିଜ ଉପରେ କାର‌୍ୟ୍ୟ ମଧ୍ୟ ଚାଲିଛି ।

ସମଗ୍ର ପରିସ୍ଥିତିକୁ ସତର୍କତାର ସହିତ ତଦାରଖ କରାଯାଉଛି ଏବଂ ଓଘଝଇଉଙଏ ପରୀକ୍ଷାଗାରଗୁଡିକରେ ଉନ୍ନତ ନିରୀକ୍ଷଣ, ଧାରଣ, ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ନିୟମିତ ବ୍ୟବଧାନରେ ରାଜ୍ୟମାନଙ୍କୁ ପରାମର୍ଶ ଦିଆଯାଉଛି। ପରିସ୍ଥିତି ଦୃଷ୍ଟିରୁ ସାବଧାନତା ଅବଲମ୍ବନ କରାଯାଉଛି ଏବଂ ଓଘଝଇଉଙଏ ଲ୍ୟାବରେ ନମୁନାଗୁଡ଼ିକର ଉନ୍ନତ ନିରୀକ୍ଷଣ, ଆବଦ୍ଧାଞ୍ଚଳ, ପରୀକ୍ଷା ଏବଂ ନମୁନା ପଠାଇବା ପାଇଁ ରାଜ୍ୟମାନଙ୍କୁ ନିୟମିତ ରୂପେ ପରାମର୍ଶ ଦିଆଯାଉଛି ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଷ୍ଟିହୀନତା ଭଳି ଗୁରୁତର ସମସ୍ୟାର ନିରାକରଣ ଲାଗି ମିଲେଟ ଶସ୍ୟକୁ ବ୍ୟାପକ ପ୍ରୋତ୍ସାହନ

November 16, 2025

ଆଇଏଫଏଫଆଇ 2025ର ବିଶ୍ୱସ୍ତରୀୟ ପ୍ରସାର ଓ ସାଂସ୍କୃତିକ ପ୍ରଭାବ ଉପରେ ଆଲୋକପାତ

November 16, 2025

ରାଶିଫଳ: ଆଜି ନଭେମ୍ବର ୧୬ ତାରିଖ ରବିବାରରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନେ ରୁହନ୍ତୁ ସାବଧାନ

November 16, 2025

Demat Accounts Increase: ସେୟାର ମାର୍କେଟ ପ୍ରତି ଦେଶରେ ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି, ସେବି

November 15, 2025
Latest News

ପୁଷ୍ଟିହୀନତା ଭଳି ଗୁରୁତର ସମସ୍ୟାର ନିରାକରଣ ଲାଗି ମିଲେଟ ଶସ୍ୟକୁ ବ୍ୟାପକ ପ୍ରୋତ୍ସାହନ

November 16, 2025

ଆଇଏଫଏଫଆଇ 2025ର ବିଶ୍ୱସ୍ତରୀୟ ପ୍ରସାର ଓ ସାଂସ୍କୃତିକ ପ୍ରଭାବ ଉପରେ ଆଲୋକପାତ

November 16, 2025

ଆଜିଠାରୁ ୩୦ ପର୍ଯ୍ୟନ୍ତ ପାଳନ ହେବ ସଡ଼କ ଦୁର୍ଘଟଣାଜନିତ ଶୂନ ମୃତାହତ ପକ୍ଷ

November 16, 2025

ଅଜଣା ଗାଡ଼ି ଧକ୍କାରେ ମହିଳାଙ୍କ ମୃତ୍ୟୁ

November 16, 2025

ସିଆଇଏସଏଫର ୪୭ତମ ବ୍ୟାଚର ଦୀକ୍ଷାନ୍ତ ସମାରୋହ

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.