ପିପିଲି ପାଇଁ ପ୍ରଦୀପ ମହାରଥୀଙ୍କୁ ମିଳିଲା ଟିକେଟ, 9ଟି ବିଧାନସଭାର ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି

Published: Mar 31, 2019, 9:51 pm IST
BJD announces candidates list for nine Assembly seats

ଶେଷରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ଉପରେ ବିଜେଡି ସୁପ୍ରିମୋ ଭରସା କରିଛନ୍ତି। ତାଙ୍କୁ ପିପିଲିର ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ 9 ଟି ବିଧାନ ସଭାର ପ୍ରାର୍ଥୀ ଘୋଷଣା କରିଛନ୍ତି। ସେମାନେ ହେଲେ

1-ପିପିଲି-ପ୍ରଦୀପ ମହାରଥୀ

2-ଆନନ୍ଦପୁର-ଭାଗୀରଥୀ ସେଠୀ

3-ନୀଳଗିରି-ସନ୍ତୋଷ ଖଟୁଆ

4-ଧାମନଗର-ରାଜେନ୍ଦ୍ର କୁମାର ଦାସ

5-ବାଲିକୁଦା ଏରସମା-ରଘୁନନ୍ଦନ ଦାସ

6-ଜଗତସିଂହପୁର-ପ୍ରଶାନ୍ତ ମୁଦୁଲି

7-ନିମାପଡା-ସମୀର ରଂଜନ ଦାସ

8-କାକଟପୁର-ସୁରେନ୍ଦ୍ର ସେଠୀ

9-ନିଆଳି-ପ୍ରମୋଦ ମଲ୍ଲିକ

( ମୋବାଇଲରେ ଫଟାଫଟ ଖବର ଜାଣିବା ପାଇଁ ପ୍ଲେ ଷ୍ଟୋରରୁ ଡାଉନ ଲୋଡ କରନ୍ତୁ  sankhipta , ଡାଉନଲୋଡ ପରେ ସ୍କ୍ରିନକୁ ଟିପରେ ତଳୁ ଉପରକୁ ଘଷି ପଢନ୍ତୁ ଖବର ପରେ ଖବର )

Related posts