Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଜଙ୍ଗଲୀ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚ ସ୍ତରୀୟ ଟାସ୍କ ଫୋର୍ସ
ଜାତୀୟ ଖବର

ଜଙ୍ଗଲୀ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚ ସ୍ତରୀୟ ଟାସ୍କ ଫୋର୍ସ

March 8, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଜଙ୍ଗଲୀ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ଗଠନ କଲେ ଉଚ୍ଚ ସ୍ତରୀୟ ଟାସ୍କ ଫୋର୍ସ

ଭୁବନେଶ୍ବର, ଶିମିଳିପାଳ ଏବଂ ରାଜ୍ୟର ବିଭିନ୍ନ ଜଙ୍ଗଲୀ ନିଆଁକୁ ରୋକିବା ପାଇଁ ରାଜ୍ୟ ସରକାର ଏକ ଉଚ୍ଚ ସ୍ତରୀୟ ଟାକ୍ସ ଫୋର୍ସ ଗଠନ କରିଛନ୍ତି। ନଅ ଜଣିଆ ଏହି କମିଟର ଅଧ୍ୟକ୍ଷ ଅଛନ୍ତି ପୂର୍ବତନ ପିସିସିଏଫ ସନ୍ଦୀପ ତ୍ରିପାଠୀ। ଏଥିସହିତ ବର୍ତ୍ତମାନ ପିସିସିଏଫ ଜିତେନ୍ଦ୍ର କୁମାର ଏହାର ଆବାହକ ଅଛନ୍ତି।

ଏହି କମିଟରେ ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ ଶଶୀ ପାୱାଲ ପିସିସିଏଫ ବନ୍ୟପ୍ରାଣୀ, ପଙ୍କଜ ଅଗ୍ରୱାଲା, ଡିଜି ଏଫଏସଆଇ ଡେରାଡୁନ ଏବଂ ଡେରାଡୁନସ୍ଥିତ ଆଇସିଏଫଆରଏଫ ଜଣେ ମନୋନତ ସଦସ୍ୟ।

ସେହିପରି ହାଇଦ୍ରାବାଦର ଏନଆରଏସସି ସଂସ୍ଥାର ଜଙ୍ଗଲ ଏବଂ ପରିବେଶ ବିଭାଗୀୟ ମୁଖ୍ୟ, ପି.କେ ମଲ୍ଲିକ ବରିଷ୍ଠ ଆଇଏଫଏସ, ଜେ.କେ ପାଣିଗ୍ରାହୀ ଓଡିଶା ପରିବେଷ ସମାଜର ସଂପାଦକ ଏବଂ ବାରିପଦାର ବିଜୁ ଅଗ୍ରୱାଲା ସଦସ୍ୟ ଅଛନ୍ତି। ଏ ନେଇ ରାଜ୍ୟ ଜଙ୍ଗଲ ଓ ପରିବେଷ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହି ବିଜ୍ଞପ୍ତିରେ କମିଟକୁ ପାଞ୍ଚୋଟି ଟର୍ମସ ଆଣ୍ଡ ରେଫରେନସ ମଧ୍ୟରେ କାର୍ଯ୍ୟ କରିବା ପାଇଁ କୁହାଯାଇଛି। ସେଗୁଡିକ ହେଲା

  • ବର୍ତ୍ତମାନ ରାଜ୍ୟରେ ଜଙ୍ଗଲୀ ନିଆଁର ସ୍ଥିତି କିପରି ଅଛି, ତାହାକୁ ତୁରନ୍ତ ନିୟନ୍ତ୍ରଣ ପଦକ୍ଷେପ ପାଇଁ ପରାମର୍ଶ।
  • ବର୍ତ୍ତମାନ ଯାହା ଜଙ୍ଗଲୀ ନିଆଁ ଆୟତ କରିବା ପାଇଁ ନିୟମ ରହିଛି ତାହାକୁ ସମୀକ୍ଷା କରି ନୂତନ ପ୍ରସ୍ତାବ ପ୍ରଦାନ।
  • ସ୍ଥାନୀୟ ଲୋକେ ବା କମ୍ୟୁନିଟକୁ ଏହି କାର୍ଯ୍ୟରେ ନିୟୋଜିତ କରିବା ପାଇଁ କଣ କରିବାର ଆବଶ୍ୟକତା ଅଛି।
  • ଜଙ୍ଗଲୀ ନିଆଁ ଲାଗିଥିବା ଅଞ୍ଚଳରେ ବନପ୍ରାଣୀ ସୁରକ୍ଷା ଏବଂ ପରିବେଷ ପ୍ରଦୂଷଣ ରୋକିବା ପାଇଁ ପ୍ରସ୍ତାବ।
  • ଏଥିସହିତ ଏହିପରି ନିଆଁକୁ ଆୟତ କରିବା ପାଇଁ ଭବିଷ୍ୟତରେ କଣ ପଦକ୍ଷେପ ନିଆଯାଇ ପାରିବ ସେ ଉପରେ ପ୍ରସ୍ତାବ ଦେବା ପାଇଁ କୁହାଯାଇଛି।
BJP Ads
ForestFire ଜଙ୍ଗଲୀ ନିଆଁ
Share. Facebook Twitter LinkedIn Email WhatsApp Copy Link

Related Posts

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025
BJP Ads
Latest News

ବଦାୟୁଁରେ କକୋଡା ମେଳା ଉଦଘାଟନ କଲେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ବିଏଲ ବର୍ମା

November 5, 2025

ଜାତି ଏବଂ ଧର୍ମ ଆଧାରରେ ସେନାକୁ ବିଭାଜିତ କରିବା ଗଣତନ୍ତ୍ର ପାଇଁ ଏକ ଦୁଃଖଦ ଘଟଣା: ଚିରାଗ ପାସୱାନ

November 5, 2025

ଇସି ବିରୋଧରେ ‘ହାଇଡ୍ରୋଜେନ୍ ବୋମା’ ଫୁଟାଇଲେ ରାହୁଲ ଗାନ୍ଧୀ?: ଉତ୍ତର ଦେଲେ ନିର୍ବାଚନ କମିଶନ

November 5, 2025

ରାଇଜିଂ ଷ୍ଟାର ଏସିଆ କପ୍: ଘୋଷଣା ହେଲା ଟିମ୍ ଇଣ୍ଡିଆ ଏ, ଜାଣନ୍ତୁ ଭାରତ-ପାକିସ୍ତାନ ମ୍ୟାଚ୍ ର ତାରିଖ

November 5, 2025

Kartik Purnima: କାର୍ତ୍ତିକ ପୂର୍ଣ୍ଣିମା ଓ ଦେବ ଦୀପାବଳି ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଜଣାଇଲେ ଶୁଭେଚ୍ଛା

November 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.