Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଏଥର ପହଣ୍ଡି ସକାଳ ୮ଟା ୩୦ରେ, ରଥ ଟଣା ଅପରାହ୍ନ ୩ଟାରେ, ଜାଣନ୍ତୁ ରଥଯାତ୍ରା ସମୟ ନିର୍ଘଣ୍ଟ
ଜାତୀୟ ଖବର

ଏଥର ପହଣ୍ଡି ସକାଳ ୮ଟା ୩୦ରେ, ରଥ ଟଣା ଅପରାହ୍ନ ୩ଟାରେ, ଜାଣନ୍ତୁ ରଥଯାତ୍ରା ସମୟ ନିର୍ଘଣ୍ଟ

June 20, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଏଥର ପହଣ୍ଡି ସକାଳ 8ଟା 30ରେ, ରଥ ଟଣା ଅପରାହ୍ନ 3ଟାରେ, ଜାଣନ୍ତୁ ରଥଯାତ୍ରା ସମୟ ନିର୍ଘଣ୍ଟ

ପୁରୀ, ଚଳିତ ବର୍ଷର ରଥଯାତ୍ରାର ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଚଳିତ ବର୍ଷ ତିନିଠାକୁରଙ୍କ ପହଣ୍ଡି ବିଜେ ସକାଳ ୮ଟା ୩୦ରେ କରାଯିବ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା। କୋଭିଡ କଟକଣା ପାଇଁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତିରେ ରଥଟଣା କାର‌୍ୟ୍ୟ ହେବ। ପ୍ରଶାସନ ତରଫରୁ ଘୋଷଣା କରାଯାଇଥିବା ରଥଯାତ୍ରାରର ସମୟ ନିର୍ଘଣ୍ଟ ହେଲା…

ରଥଯାତ୍ରା ଜୁଲାଇ ୧୨ ତାରିଖ ସୋମବାର

ପହଣ୍ଡି ଆରମ୍ଭ- ସକାଳ ୮ଟା ୩୦ ମିନିଟ

ପହଣ୍ଡି ଶେଷ- ଦିନ ୧୧ଟା ୩୦ ମିନିଟ

ଛେରା ପହଁରା-୧୨ ଟା ୪୫ ରୁ ଦିନ ୨ଟା ପର‌୍ୟ୍ୟନ୍ତ

ରଥଟଣା- ଅପରାହ୍ନ ୩ଟା

ବାହୁଡା ଯାତ୍ରା ଜୁଲାଇ ୨୦ ତାରିଖ ମଙ୍ଗଳବାର

ପହଣ୍ଡି ଆରମ୍ଭ- ଦିନ ୧୨ଟାରୁ ୨ଟା ୩୦ ମିନିଟ

ଛେରା ପହଁରା-୨ଟା ୩୦ ମିନିଟରୁ ୩ଟା ୩୦ ମିନିଟ

ରଥଟଣା- ଅପରାହ୍ନ ୪ଟା

ସୁନାବେଶ ୨୧ ଜୁଲାଇ ବୁଧବାର

ମଧ୍ୟାହ୍ନ ଧୂପ- ଦିନ ୨ଟାରୁ ୩ଟା ପର‌୍ୟ୍ୟନ୍ତ

ମଇଲମ- ଅପରାହ୍ନ ୩ଟା ୩୦

ସୁନାବେଶ- ଅପରାହ୍ନ ୪ଟାରୁ ୫ଟା ୩୦ ପର‌୍ୟ୍ୟନ୍ତ

ନିଳାଦ୍ରୀ ବିଜେ ଜୁଲାଇ ୨୩ ତାରିଖ ଶୁକ୍ରବାର

ନିଳାଦ୍ରୀ ବିଜେ- ଅପରାହ୍ନ ୪ ଟାରୁ ରାତ୍ରୀ ୧୦ଟା ପର‌୍ୟ୍ୟନ୍ତ

ପୁରୀ ବାହୁଡା ଯାତ୍ରା ବାହୁଡା ଯାତ୍ରା ରଥଯାତ୍ରା
Share. Facebook Twitter LinkedIn Email WhatsApp Copy Link

Related Posts

୨୦୨୬ ଆଇପିଏଲ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସକୁ ବଡ଼ ଝଟକା: ହଠାତ୍ ଇସ୍ତଫା ଦେଲେ ଦଳର ମେଣ୍ଟର

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026

୧୭୦ ଦିନ ପରେ ଯୋଧପୁର ଜେଲରୁ ମୁକୁଳିଲେ ସୋନମ ୱାଙ୍ଗଚୁକ୍, NSA ମଧ୍ୟ ପ୍ରତ୍ୟାହାର କଲେ ସରକାର 

March 14, 2026

ଆପଣଙ୍କ ଆକାଉଣ୍ଟରେ ଜମା ହୋଇନାହିଁ କି ସମ୍ମାନ ନିଧି ଟଙ୍କା?: ଏଠାରେ ଦାଖଲ କରନ୍ତୁ ଅଭିଯୋଗ

March 14, 2026
Latest News

ଆସନ୍ତାକାଲି ରାଜ୍ୟସଭା ନିର୍ବାଚନ: ଓଡ଼ିଶାର ୪ଟି ଆସନ ପାଇଁ ହେବ ମତଦାନ

March 15, 2026

ଦିଲ୍ଲୀ-ସାହରନପୁର-ଡେରାଡୁନ ଏକ୍ସପ୍ରେସୱେ ପ୍ରକଳ୍ପ ପରିଦର୍ଶନ କଲେ ଗଣମାଧ୍ୟମ ପ୍ରତିନିଧି

March 15, 2026

ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ଭୁବନେଶ୍ବରରେ ଶୈଶବ ଯତ୍ନ ଓ ଶିକ୍ଷା ଉପରେ ଦୁଇଦିନିଆ କର୍ମଶାଳା

March 15, 2026

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.