Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»RathJatra»ସ୍ନାନଯାତ୍ରା ପରେ ତିନିଠାକୁରଙ୍କ ଗଜାନନ ବେଶ ଧାରଣ କରିବା ପଛରେ ରହିଛି ଏକ ଆଶ୍ଚର୍ଯ୍ୟ କାହାଣୀ
RathJatra

ସ୍ନାନଯାତ୍ରା ପରେ ତିନିଠାକୁରଙ୍କ ଗଜାନନ ବେଶ ଧାରଣ କରିବା ପଛରେ ରହିଛି ଏକ ଆଶ୍ଚର୍ଯ୍ୟ କାହାଣୀ

June 24, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ସ୍ନାନ ପରେ ତିନିଠାକୁରଙ୍କ ଗଜାନନ ବେଶ ଧାରଣ କରିବା ପଛରେ ରହିଛି ଏକ ଆଶ୍ଚର୍ଯ୍ୟ କାହାଣୀ

ଭୁବନେଶ୍ବର, ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି। ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ ।

ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା ଏବଂ ସେ ନିଜର ଭୂଲ ବୁଝିପାରିଲେ ।

ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ମହାପ୍ରଭୁ ତାଙ୍କୁ ବର ପ୍ରଦାନ କଲେ ଯେ, ପ୍ରତିବର୍ଷ ଏହି ଦିନରେ ସେ ଗଜବେଶ ଧାରଣ କରିବେ।ଏହି ଘଟଣା ପରଠାରୁ ପ୍ରତିବର୍ଷ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନ ପୂର୍ଣ୍ଣିମାରେ ଗଜବେଶ ଧାରଣ କରନ୍ତି।

ଗଜାନନ ବେଶ ଜଗନ୍ନାଥଙ୍କ ଗଜାନନ ବେଶ
Share. Facebook Twitter LinkedIn Email WhatsApp Copy Link

Related Posts

“୨୪ ଘଣ୍ଟା ମଧ୍ୟରେ ‘ମାନସିକ ନକ୍ସଲ’ ଙ୍କ ପରିଚୟ ମିଳିଛି”: ଚିଦାମ୍ବରମଙ୍କୁ ବିଜେପି ର ଆକ୍ରମଣ

August 17, 2026

ସମାଜ ର ନୂଆ ସଂପାଦକ ହେଲେ ବାମାପଦ ତ୍ରିପାଠୀ, ଗୋପୀନାଥ ବାରିକ ମୁଖ୍ୟ ପରିଚାଳକ

August 17, 2026

UGC-NET ପୁନଃପରୀକ୍ଷା ଉପରେ ପୁଣି ଉଠିଲା ପ୍ରଶ୍ନ: ଟାର୍ଗେଟ କଲେ ରାହୁଲ ଗାନ୍ଧୀ

August 17, 2026

ପାନୀୟ ଜଳ ଯୋଗାଣ ଲାଗି ରେଳବାଇର ତତ୍କାଳ ପଦକ୍ଷେପ

August 17, 2026
Latest News

ହକି ବିଶ୍ଵକପ-୨୦୨୬: ଆଜି ଇଂଲଣ୍ଡ ବିରୋଧରେ ଇତିହାସ ରଚିବ ଟିମ୍ ଇଣ୍ଡିଆ

August 17, 2026

ଜଳବନ୍ଦୀ ପ୍ରବଣ ଅଞ୍ଚଳଗୁଡ଼ିକରେ ଟ୍ରେନ୍ ଚଳାଚଳ ସୁଗମ କରିବା ପାଇଁ ରେଳ ମନ୍ତ୍ରୀଙ୍କ ସମୀକ୍ଷା

August 17, 2026

90,000 କୋଟିର ଚୁକ୍ତି!: ଭାରତକୁ ଛଅଟି ଘାତକ ବୁଡ଼ାଜାହାଜ ଯୋଗାଇବ ଜର୍ମାନୀ

August 17, 2026

“୨୪ ଘଣ୍ଟା ମଧ୍ୟରେ ‘ମାନସିକ ନକ୍ସଲ’ ଙ୍କ ପରିଚୟ ମିଳିଛି”: ଚିଦାମ୍ବରମଙ୍କୁ ବିଜେପି ର ଆକ୍ରମଣ

August 17, 2026

ସମାଜ ର ନୂଆ ସଂପାଦକ ହେଲେ ବାମାପଦ ତ୍ରିପାଠୀ, ଗୋପୀନାଥ ବାରିକ ମୁଖ୍ୟ ପରିଚାଳକ

August 17, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.