Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ରାଜ୍ୟରୁ ଚିହ୍ନଟ ହେଲେ ୩,୬୫୦ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ବିଶେଷ ଖବର

ରାଜ୍ୟରୁ ଚିହ୍ନଟ ହେଲେ ୩,୬୫୦ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

June 24, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ରାଜ୍ୟରୁ ଚିହ୍ନଟ ହେଲେ ୩,୬୫୦ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ

ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ହ୍ରାସ ପାଇଥିରେ ମଧ୍ୟ ଗତ କିଛିଦିନ ଧରି ନୂଆ ମାମଲା ତିନି ହଜାର ଉପରେ ରହୁଛି।  ରାଜ୍ୟ ସବଚନା ଓ ଲୋକ ସଂପର୍କ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୩,୬୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।  ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨୦୯୮ ଜଣ ଥିବା ବେଳେ ସ୍ଥାନୀୟ ସମ୍ପର୍କରୁ ୧୫୫୨ ଜଣ ଚିହ୍ନଟ ହୋଇଛନ୍ତି।

ବିଭିନ୍ନ ଜିଲ୍ଲା ସ୍ତରୀୟ ସଂକ୍ରାମଣ ସଂଖ୍ୟା ହେଲା ଏହିପରି

୧ – ଅନୁଗୁଳ: ୧୧୨

୨ – ବାଲେଶ୍ୱର: ୨୭୮

୩ – ବରଗଡ: ୪୫

୪ – ଭଦ୍ରକ: ୧୭୦

୫ – ବଲାଙ୍ଗୀର: ୧୬

୬ – ବୌଦ୍ଧ: ୪୧

୭ – କଟକ: ୪୮୫

୮ – ଦେବଗଡ଼: ୪

୯ – ଢେଙ୍କାନାଳ: ୧୧୦

୧୦ – ଗଜପତି: ୮

୧୧ – ଗଞ୍ଜାମ: ୧୪

୧୨ – ଜଗତସିଂହପୁର: ୧୩୮

୧୩ – ଯାଜପୁର: ୩୩୨

୧୪ – ଝାରସୁଗୁଡ଼ା:୮

୧୫ – କଳାହାଣ୍ଡି: ୨୩

୧୬ – କନ୍ଧମାଳ: ୨୬

୧୭ – କେନ୍ଦ୍ରାପଡା: ୧୦୬

୧୮ – କେନ୍ଦୁଝର: ୬୮

୧୯ – ଖୋର୍ଦ୍ଧା: ୬୦୪

୨୦ – କୋରାପୁଟ: ୧୦୪

୨୧ – ମାଲକାନଗିରି: ୬୭

୨୨ – ମୟୂରଭଞ୍ଜ: ୧୪୫

୨୩ – ନବରଙ୍ଗପୁର: ୬୯

୨୪ – ନୟାଗଡ଼: ୧୨୨

୨୫ – ନୁଆପଡା: ୧୦

୨୬ – ପୁରୀ: ୧୮୭

୨୭ – ରାୟଗଡ଼ା: ୧୦୬

୨୮ – ସମ୍ବଲପୁର: ୩୫

୨୯ – ସୋନପୁର: ୨୨

୩୦ – ସୁନ୍ଦରଗଡ: ୧୦୬

୩୧ – ରାଜ୍ୟ ପୁଲ୍: ୮୯

ଓଡିଶା କରୋନା ଅପଡେଟ କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ପୋଲିସ୍ ଭବନଠାରେ ‘ଜୁଭେନଟିକା– ଡିଜିଟାଲ୍ ଅଧିକାର ଏବଂ ଶିଶୁଙ୍କ ସୁରକ୍ଷା’ ଶୀର୍ଷକ ଆଲୋଚନା ଚକ୍ର

March 14, 2026

ବଡବାହାଳ ଛକରୁ ଗଂଜେଇ ଜବତ: ୩ ଗିରଫ

March 14, 2026

ରାଜ୍ୟ ସଭା ନିର୍ବାଚନ: କଂଗ୍ରେସ ବିଧାୟିକା ସୋଫିଆ ଫିରୋଦାସଙ୍କ ଆଶ୍ଚର୍ଯ୍ୟଜନକ ବିବୃତ୍ତି

March 14, 2026
Latest News

ପଶ୍ଚିମ ଏସିଆରେ ସାମ୍ପ୍ରତିକ ଘଟଣାକ୍ରମ ଉପରେ ଆନ୍ତଃମନ୍ତ୍ରଣାଳୟ ସାମ୍ବାଦିକ ସମ୍ମିଳନୀ

March 15, 2026

ବରିଷ୍ଠ ପୁଲିସ ଅଧିକାରୀ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ମିଳିଲା ଆଗାମୀ ରଥଯାତ୍ରାର ଦାୟିତ୍ୱ

March 15, 2026

ଆଜି ମାର୍ଚ୍ଚ ୧୫ ରେ ପାଞ୍ଚୋଟି ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟ ଉଜ୍ଜଳ ହେବ: ଜାଣନ୍ତୁ ରାଶିଫଳ

March 15, 2026

ମହିଳା ଓ ଶିଶୁ ବିକାଶ ବିଭାଗର ଅଧିକାରୀଙ୍କ ପାଇଁ ଏଆଇ (AI) ପ୍ରଶିକ୍ଷଣ, ୧୦୦ ଅଧିକାରୀଙ୍କୁ ମିଳିଲା ତାଲିମ

March 14, 2026

ଲଦାଖରେ ଶାନ୍ତି, ସ୍ଥିରତା ଓ ବିଶ୍ୱାସର ପରିବେଶ ଗଢ଼ିବାକୁ ସରକାର ପ୍ରତିବଦ୍ଧ

March 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.