Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜୀବନ ଶୈଳୀ»ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍‌: ଆଜିଓ ବିଗ୍ ବୋଲ୍ଡ ସେଲ୍‌
ଜୀବନ ଶୈଳୀ

ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍‌: ଆଜିଓ ବିଗ୍ ବୋଲ୍ଡ ସେଲ୍‌

June 30, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆଜିଓ ନେଇଆସିଛି ଭାରତର ହଟେଷ୍ଟ ଫେସନ ସେଲ୍‌: ଆଜିଓ ବିଗ୍ ବୋଲ୍ଡ ସେଲ୍‌

ମୁମ୍ବାଇ/ଭୁବନେଶ୍ୱର: ଆଜିଓ (AJIO), ଯାହାକି ଭାରତର ଅଗ୍ରଣୀ ଅନଲାଇନ୍ ଫେସନ ଇ-ରିଟେଲର ଏବଂ ନୂତନ ଟ୍ରେଣ୍ଡ୍‌, ସଦ୍ୟତମ ଷ୍ଟାଇଲ୍ ଓ ହାଇ-ଅନ୍ ଫେସନ ପାଇଁ ବେଶ୍ ଲୋକପ୍ରିୟ, ଏବେ ନେଇଆସିଛି ବିଗ୍ ବୋଲ୍ଡ ସେଲ୍‌, ଯାହା ୧ ରୁ ୫ ଜୁଲାଇ ୨୦୨୧ ପର‌୍ୟ୍ୟନ୍ତ ଜାରି ରହିବ ଏବଂ ଅନ୍‌ଲାଇନ୍ ସପିଙ୍ଗ୍ ପାଇଁ ଏକ ଉତ୍କୃଷ୍ଟ ସୁଯୋଗ ପ୍ରଦାନ କରିବ।

ଆଜିଓ ବିଗ୍ ବୋଲ୍ଡ ସେଲ୍ ହେଉଛି ଏପଯ୍ୟନ୍ତ ଫେସନର ସବୁଠାରୁ ବୃହତ୍ ଓ ଆକର୍ଷଣୀୟ ସେଲ୍ ଯେଉଁଥିରେ ୬,୦୦,୦୦୦ ରୁ ଅଧିକ ଷ୍ଟାଇଲ୍ ଓ ୨୫୦୦ରୁ ଅଧିକ ବ୍ରାଣ୍ଡ୍ ରହିଥିବା ବିଶାଳ କ୍ୟଟ୍‌ଲଗ୍ ସହିତ ୫୦% ରୁ ୯୦% ପର୍ଯ୍ୟନ୍ତ ରିହାତି ଉପଲବ୍ଧ ହେଉଛି।

ଏହି ଆକର୍ଷଣୀୟ ସେଲରେ ଅନେକ ଗୁଡ଼ିଏ ଅତୁଳନୀୟ ଅଫର ପ୍ରଦାନ କରାଯାଉଛି। ସ୍ୱଳ୍ପ ମୂଲ୍ୟ, ସ୍ୱତନ୍ତ୍ର ଘଣ୍ଟିକିଆ ଡିଲ୍‌, ଉପହାର ଓ ପଏଂଟ ଅର୍ଜନ ସହିତ ସାରା ଦେଶର ଗ୍ରାହକମାନଙ୍କ ପାଇଁ ଏହି ଆଜିଓ ବିଗ୍ ବୋଲ୍ଡ ସେଲ୍‌ରେ ବିଶ୍ୱର ଲୋକପ୍ରିୟ ବ୍ରାଣ୍ଡ୍ ଯଥା ନାଇକ୍‌, ପ୍ୟୁମା, ଆଦିଦାସ୍‌, ଲିଭାଇସ୍‌, ୟୁନାଇଟେଡ୍ କଲର୍ସ ଅଫ୍ ବେନେଟନ୍ ଏବଂ ଆହୁରି ଅନେକ ବ୍ରାଣ୍ଡ୍ ଆକର୍ଷଣୀୟ ଅଫର ସହିତ ଉପଲବ୍ଧ ରହିଛି।

ଏହି ବିଶାଳ ଉତ୍ସବରେ ପ୍ରସିଦ୍ଧ ଫାସନିଷ୍ଟା ଅଭିନେତ୍ରୀ ସୋନମ୍ କପୁର ଓ ଲୋକପ୍ରିୟ ତାରକା ଗୁରୁ ରନ୍ଧାୱା, ଶ୍ରୁତି ହସନ୍‌, କାଜଲ ଅଗ୍ରୱାଲ୍ ଓ ମୌନି ରଏ ଆଦି ଫାସନ୍‌କୁ ଆହୁରି ଆକର୍ଷଣୀୟ କରୁଥିବା ଦେଖିବାକୁ ମିଳିବ।

ଏହି ସେଲ୍‌ରେ ସଭିଙ୍କ ପାଇଁ କିଛି ନା କିଛି ରହିଛି। ଆପଣ ନୂତନ ଷ୍ଟାଇଲକୁ କମ୍ ମୂଲ୍ୟରେ ପାଇପାରିବେ ଓ ଏଥିରେ ୫୦% ରୁ ୯୦% ପର୍ଯ୍ୟନ୍ତ ଛାଡ଼ ରହିଛି। ଏହା ସହିତ ଲୋକପ୍ରିୟ ବର୍ଗ ଯଥା ଟି-ସାର୍ଟ, ଜିନ୍ସ, କୁର୍ତା ଓ ସ୍ନିକରରେ ଅତୁଳନୀୟ ଡିଲ୍‌ର ସୁଯୋଗ ମଧ୍ୟ ରହିଛି। ଆକର୍ଷଣୀୟ ମୂଲ୍ୟ ବ୍ୟତୀତ, ଆଜିଓ ମଧ୍ୟ ଏହି ସେଲ୍ ଅବଧିରେ ଅନେକ ଗୁଡ଼ିଏ ଆନ୍ତର୍ଜାତିକ ବ୍ରାଣ୍ଡର ଶୁଭାରମ୍ଭ କରିବାର କାଯ୍ୟକ୍ରମ ରହିଛି।

ଆଜିଓ ଦେଶର ଲୋକପ୍ରିୟ ଅନ୍‌ଲାଇନ୍ ଫେସନ୍ ପ୍ଲାଟଫର୍ମରେ ପରିଣତ ହୋଇଛି ଏବଂ ଏଥିରେ ପୁରୁଷ ଓ ମହିଳାମାନଙ୍କର ଅନେକ ଗୁଡ଼ିଏ ସ୍ୱତନ୍ତ୍ର ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀ କଲେକ୍ସନର ସମ୍ଭାର ରହିଛି।

AJIO ଆଜିଓ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଯଥାଶୀଘ୍ର ଇରାନ ଛାଡିବା ପାଇଁ ଭାରତୀୟ ନାଗରିକଙ୍କୁ ଚେତାବନୀ: ମାର୍ଗଦର୍ଶିକା ଜାରି

February 23, 2026

Konark Dance & Music Festival: ବେଶ ଆକର୍ଷଣୀୟ କାର୍ଯ୍ୟକ୍ରମ ସହ ଶେଷ ହୋଇଛି କୋଣାର୍କ ନୃତ୍ୟ ଉତ୍ସବ

February 23, 2026
Latest News

ରେଳ ସୁରକ୍ଷାକୁ  ସୁଦୃଢ କରୁଛନ୍ତି କବଚ ଓ ଏଆଇ

February 24, 2026

ରାଜ୍ୟ ସରକାରଙ୍କ ୬୦୦ ଇ-ବସ୍ କିଣିବାକୁ ଯୋଜନା

February 24, 2026

୬୦ରୁ ଅଧିକ ଦେଶ ସହ ସଂସଦୀୟ ବନ୍ଧୁତ୍ୱ ଗୋଷ୍ଠୀ ଗଠନ କଲେ ଲୋକସଭା ବାଚସ୍ପତି

February 24, 2026

କନ୍ଧମାଳରେ ମାଓବାଦୀ ବିରୋଧୀ ଅଭିଯାନ: ଦୁଇ ମାଓବାଦୀ ନିହତ

February 24, 2026

ଭାରତ ଟ୍ୟାକ୍ସିର ‘ସାରଥି’ ମାନଙ୍କ ସହ ମତ ବିନିମୟ କଲେ ଅମିତ ଶାହ

February 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.