
ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟର ସମସ୍ତ ଜିଲ୍ଲାର କରୋନା ପରିସ୍ଥିତ ନିୟନ୍ତ୍ରଣକୁ ଆସୁଥିବା ବେଳେ କଟକ ଖୋର୍ଦ୍ଧାର ସ୍ଥିତି ବଦଳିବାର ନାଁ ଧରୁ ନାହିଁ। ଗତ କିଛି ଦିନ ଧରି ଏହି ଦୁଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ତଳକୁ ଖସୁ ନାହିଁ। ଅବଶ୍ୟ ପୂର୍ବରୁ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଥିଲା ସେଥିରେ ଅବଶ୍ୟ ପରିବର୍ତ୍ତନ ହୋଇଛି। ତେବେ ସଦ୍ୟତମ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା..
୧- ଅନୁଗୁଳ ଜିଲ୍ଲାରୁ – ୭୯
୨- ବାଲେଶ୍ୱର ଜିଲ୍ଲାରୁ – ୧୫୭
୩- ବରଗଡ଼ ଜିଲ୍ଲାରୁ – ୨୨
୪- ଭଦ୍ରକ ଜିଲ୍ଲାରୁ – ୧୧୩
୫- ବଲାଙ୍ଗୀର ଜିଲ୍ଲାରୁ – ୧୬
୬- ବୌଦ୍ଦ ଜିଲ୍ଲାରୁ – ୧୨
୭- କଟକ ଜିଲ୍ଲାରୁ – ୪୨୨
୮- ଦେବଗଡ଼ ଜିଲ୍ଲାରୁ – ୯
୯- ଢେଙ୍କାନାଳ ଜିଲ୍ଲାରୁ – ୫୯
୧୦- ଗଜପତି ଜିଲ୍ଲାରୁ – ୧୧
୧୧- ଗଞ୍ଜାମ ଜିଲ୍ଲାରୁ – ୧୪
୧୨- ଜଗତସିଂହପୁର ଜିଲ୍ଲାରୁ – ୧୨୬
୧୩- ଯାଜପୁର ଜିଲ୍ଲାରୁ – ୨୦୨
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୨
୧୫- କଳାହାଣ୍ଡି ଜିଲ୍ଲାରୁ – ୭
୧୬- କନ୍ଧମାଳ ଜିଲ୍ଲାରୁ – ୨୩
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୭
୧୮- କେନ୍ଦୁଝର ଜିଲ୍ଲାରୁ – ୬୮
୧୯- ଖୋର୍ଦ୍ଧା ଜିଲ୍ଲାରୁ: ୪୦୭
୨୦- କୋରାପୁଟ ଜିଲ୍ଲାରୁ – ୫୨
୨୧- ମାଲକାନଗିରି : ୫୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୦୩
୨୩- ନବରଙ୍ଗପୁର ଜିଲ୍ଲାରେ: ୨୩
୨୪- ନୟାଗଡ଼ ଜିଲ୍ଲାରୁ – ୮୦
୨୫- ନୂଆପଡ଼ା ଜିଲ୍ଲାରୁ – ୫
୨୬- ପୁରୀ ଜିଲ୍ଲାରୁ – ୧୫୪
୨୭- ରାୟଗଡ଼ା ଜିଲ୍ଲାରୁ – ୨୬
୨୮- ସମ୍ବଲପୁର ଜିଲ୍ଲାରୁ – ୨୬
୨୯- ସୋନପୁର ଜିଲ୍ଲାରୁ – ୧୪
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୨୮
୩୧- ଷ୍ଚେଟ ପୁଲରୁ: ୭୬