Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଆସନ୍ତାକାଲି ଆରମ୍ଭ ହେବ ନୂଆ ନ୍ୟୁଜ ଚ୍ୟାନେଲ ‘ସଂସଦ ଟିଭି’ , ବନ୍ଦ ହେବ ଲୋକସଭା ଏବଂ ରାଜ୍ୟସଭା ଟିଭି
ଜାତୀୟ ଖବର

ଆସନ୍ତାକାଲି ଆରମ୍ଭ ହେବ ନୂଆ ନ୍ୟୁଜ ଚ୍ୟାନେଲ ‘ସଂସଦ ଟିଭି’ , ବନ୍ଦ ହେବ ଲୋକସଭା ଏବଂ ରାଜ୍ୟସଭା ଟିଭି

September 14, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link
ଆସନ୍ତାକାଲି ଆରମ୍ଭ ହେବ ନୂଆ ନ୍ୟୁଜ ଚ୍ୟାନେଲ 'ସଂସଦ ଟିଭି' , ବନ୍ଦ ହେବ ଲୋକସଭା ଏବଂ ରାଜ୍ୟସଭା ଟିଭି

ନୂଆଦିଲ୍ଲୀ:  ବୁଧବାର ଦିନ ଏକ ନୂଆ ନ୍ୟୁଜ ଚ୍ୟାନେଲ ‘ସଂସଦ ଟିଭି’ ର ଶୁଭାରମ୍ଭ ହେବ। ଏହାକୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମିଳିତ ଭାବେ ଶୁଭାରମ୍ଭ କରିବେ। ସଂସଦର ମୁଖ୍ୟ କମିଟ ରୁମରେ ଆସନ୍ତାକାଲି ସଂଧ୍ୟା  6 ଟା ସମୟର ଏହାର ଶୁଭାରମ୍ଭ ହେବ।

ପୂର୍ବରୁ ଥିବା ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିର ମିଶ୍ରଣରେ ଏହି ନୂଆ ଚ୍ୟାନେଲର ପରିକଳ୍ପନା କରାଯାଇଛି। ଗତ ଫେବୃଆରୀ 2021 ରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭି ମିଶ୍ରଣ କରିବାର ନିଷ୍ପତ୍ତି ନିଆଯାଇଥିଲା ଏବଂ ମାର୍ଚ୍ଚ 2021 ରେ ସଂସଦ ଟିଭିର ସିଇଓ ନିଯୁକ୍ତ ହୋଇଥିଲେ। ସେ ହେଲେ ବରିଷ୍ଠ ଆଇଏଏସ ଅଫସିର ରବି କାପୁର।

ସଂସଦ ଟିଭି କାର୍ଯ୍ୟକ୍ରମ ମୁଖ୍ୟତ 4 ଟି ବର୍ଗରେ ରହିବ । ସେଗୁଡିକ ହେଲା ସଂସଦର କାର୍ଯ୍ୟକାରିତା ଏବଂ ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକର କାର୍ଯ୍ୟ, ଯୋଜନା ଏବଂ ନୀତି, ଭାରତର ଇତିହାସ ଏବଂ ସଂସ୍କୃତି ଏବଂ କରେଣ୍ଟ ଅଫାୟରସ। ଏଥିରେ ନିତି ଆୟୋଗର ସିଇଓ ରବିକାନ୍ତ, କଂଗ୍ରେସ ନେତା କରନ ସିଂ, ଅର୍ଥନୈତିଜ୍ଞ ବିବେକ ଦେବରାୟ ପ୍ରମୁଖ ସ୍ବତନ୍ତ୍ର କାର୍ଯ୍ୟକ୍ରମର ପରିଚାଳନା କରିବେ।

ସଂସଦ ଟିଭି
Share. Facebook Twitter LinkedIn Email WhatsApp Copy Link

Related Posts

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026
Latest News

ଇତିହାସ ରଚିଲା ଭାରତ: ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରି ପୁଣିଥରେ ହେଲା ବିଶ୍ଵ ବିଜେତା

March 8, 2026

ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ କର୍ତ୍ତବ୍ୟ ପଥରେ ଶକ୍ତି ଓ୍ବାକ୍ ଶି ଲିଡ୍ସ ଭାରତ ପଦଯାତ୍ରା

March 8, 2026

‘ଭାରତୀ-ନାରୀ ସେ ନାରାୟଣୀ’ ସମ୍ମିଳନୀରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

March 8, 2026

ମାନେକଶା ସେଣ୍ଟରଠାରେ ଅନ୍ତର୍ଜାତୀୟ ମହିଳା ଦିବସ ସମାରୋହରେ ଯୋଗ ଦେଲେ ରାଷ୍ଟ୍ରପତି

March 8, 2026

ମଧ୍ୟ-ପୂର୍ବରେ ଯୁଦ୍ଧ: ଭାରତର ଭୂମିକା ଓ ଦୃଷ୍ଟିକୋଣ

March 8, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.