Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନ ନେଇ ସରିଲା ସର୍ବଦଳୀୟ ବୈଠକ: ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି
ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ନେଇ ସରିଲା ସର୍ବଦଳୀୟ ବୈଠକ: ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି

January 10, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନକୁ ନେଇ ଆଜି ସର୍ବଦଳୀୟ ବୈଠକ ବସିଛି। ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ନେତୃତ୍ଵରେ ଏହି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନିର୍ବାଚନକୁ ନେଇ ସବୁ ଦଳର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ଶାସକ ଦଳ ବିଜେଡ଼ି ନିର୍ବାଚନ କରିବା ଲାଗି ମତ ରଖିଥିବା ବେଳେ ବିରୋଧୀ ଦଳ ଭିନ୍ନ ମତ ଦେଇଛନ୍ତି। ଗାଇଡଲାଇନ ଅନୁଯାୟୀ ନିର୍ବାଚନ କରିବା ଲାଗି ବିଜେଡ଼ି ପ୍ରସ୍ତାବ ରଖିଛି।

ସେପଟେ ଆଉ ୩ ମାସ ପରେ ନିର୍ବାଚନ କରାଇବାକୁ ଭାରତୀୟ ଜନତା ପାର୍ଟି ମତ ରଖିଛି। ସେହିଭଳି ଏହି ପରିସ୍ଥିତିରେ ନିର୍ବାଚନ କରିବା ସପକ୍ଷରେ କଂଗ୍ରେସ ନାହିଁ। କରୋନାର ତୃତୀୟ ଲହରୀ ମଧ୍ୟରେ ନିର୍ବାଚନ ନକରିବାକୁ ଉବାୟ ଦଳ ଦାବି କରିଛନ୍ତି। ସେପଟେ ଓବିସି ସଂରକ୍ଷଣ ପ୍ରସଙ୍ଗ ମଧ୍ୟ ବିରୋଧୀ ଦଳ ଉଠାଇଥିଲେ। ଯେପର୍ଯ୍ୟନ୍ତ ଏହାର ସମାଧାନ ନହୋଇଛି, ସେପର୍ଯ୍ୟନ୍ତ ନିର୍ବାଚନ ବନ୍ଦ ରଖିବାକୁ ବିରୋଧୀ ଦଳ ଦାବି କରିଛି।

ତେବେ ଏହି ବୈଠକ ପରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢି ପ୍ରତିକ୍ରିୟା ଦେଇଛନ୍ତି। କେନ୍ଦ୍ର ନିର୍ବାଚନ କମିଶନରଙ୍କ ଗାଇଡଲାଇନ ଅନୁଯାୟୀ ଗାଇଡଲାଇନ ପ୍ରସ୍ତୁତ କରାଯାଉଛି ବୋଲି ଶ୍ରୀ ପାଢି କହିଛନ୍ତି। ତେଣୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନରଙ୍କ ଏହି ସୂଚନା ପରେ ନିର୍ବାଚନ ହେବା ନେଇ ସଙ୍କେତ ମିଳୁଥିବା ଦେଖାଯାଉଛି। ସୂଚନା ଅନୁଯାୟୀ, ପଞ୍ଚାୟତ ନିର୍ବାଚନ ଲାଗି ଖୁବ ଶୀଘ୍ର ନିର୍ବାଚନ କମିଶନର ଏକ ଗାଇଡ ଲାଇନ ଜାରି କରିପାରନ୍ତି।

ପଞ୍ଚାୟତ ନିର୍ବାଚନ ସର୍ବଦଳୀୟ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଓଆଇସି କଣ୍ଟାକ୍ଟ ଗ୍ରୁପ୍‌କୁ ଭାରତର କଡ଼ା ଜବାବ: ଜମ୍ମୁ-କାଶ୍ମୀର ଓ ଲଦାଖ ଆମର ଅବିଚ୍ଛେଦ୍ୟ ଅଙ୍ଗ, ଯୁଗ୍ମ ବିଜ୍ଞପ୍ତିକୁ କଲା ପ୍ରତ୍ୟାଖ୍ୟାନ

September 24, 2026

୪୬ତମ ଏଚ୍.ଏଲ୍.ସି.ଏ. ରେ ୨.୪୭ ଲକ୍ଷ କୋଟିର ପୁଞ୍ଜିନିବେଶକୁ ଅନୁମୋଦନ

September 24, 2026

୩ ବର୍ଷ ପରେ ଦେଶକୁ ଫେରୁଛି IPL ନିଲାମୀ: ଡିସେମ୍ବରରେ ଗୋଆରେ ହେବ ‘ମିନି ଅକ୍ସନ୍’

September 24, 2026

ସୁପ୍ରିମକୋର୍ଟରେ ଡିଜିପି ନିଯୁକ୍ତି ଶୁଣାଣି: ଆଜି ପକ୍ଷ ରଖିବେ ରାଜ୍ୟ ସରକାର

September 24, 2026
Latest News

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା କାର, ମନ୍ତ୍ରୀଙ୍କ ଝିଅଙ୍କ ସହ ୪ ମୃତ

September 24, 2026

ପ୍ରଥମ ଟେଷ୍ଟରେ ଅଷ୍ଟ୍ରେଲିଆର ବିପର୍ଯ୍ୟୟ: ଦୃଢ ସ୍ଥିତିରେ ଟିମ୍ ଇଣ୍ଡିଆ

September 24, 2026

ଆମେରିକାରେ ପହଞ୍ଚିବା ପରେ ସି ଜିନପିଙ୍ଗଙ୍କୁ ବଡ଼ ଉପହାର ଦେଲେ ଦେଲେ ଟ୍ରମ୍ପ

September 24, 2026

ଯମୁନା ଏକ୍ସପ୍ରେସୱେରେ ଚଳନ୍ତା ସ୍ଲିପର ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ୯ ଯାତ୍ରୀ ମୃତ

September 24, 2026

ପାର୍ବଣ ପୂର୍ବରୁ ଖାଦ୍ୟ ତେଲ ଉପରେ ବଡ଼ ନିଷ୍ପତ୍ତି: ଆମଦାନୀ ଶୁଳ୍କ କମାଇଲେ ସରକାର; ଶସ୍ତା ହେବ କି ତେଲ?

September 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.