Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପଞ୍ଚାୟତ ନିର୍ବାଚନ ପ୍ରଚାର କିପରି ହେବ? ଏହି ଭିଡିଓ କ୍ଲିକ କରି ଦେଖନ୍ତୁ କଣ କହୁଛନ୍ତି ନିର୍ବାଚନ କମିଶନର
ବିଶେଷ ଖବର

ପଞ୍ଚାୟତ ନିର୍ବାଚନ ପ୍ରଚାର କିପରି ହେବ? ଏହି ଭିଡିଓ କ୍ଲିକ କରି ଦେଖନ୍ତୁ କଣ କହୁଛନ୍ତି ନିର୍ବାଚନ କମିଶନର

January 11, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link
ପଞ୍ଚାୟତ ନିର୍ବାଚନ ପ୍ରଚାର କିପରି ହେବ? ଏହି ଭିଡିଓ କ୍ଲିକ କରି ଦେଖନ୍ତୁ କଣ କହୁଛନ୍ତି ନିର୍ବାଚନ କମିଶନର

ଭୁବନେଶ୍ବର: ଆଜି ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢୀ ଓଡିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ସେହି ଅନୁସାରେ ଓଡିଶାରେ ପାଞ୍ଚୋଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଫେବ୍ରୁଆରୀ ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ, ଫେବ୍ରୁଆରୀ ୧୮ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୦ ତାରିଖରେ ତୃତୀୟ ପର୍ଯ୍ୟାୟ, ଫେବ୍ରୁଆରୀ ୨୨ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଏବଂ ଫେବ୍ରୁଆରୀ ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ।

ଏହି ଘୋଷଣା ସମୟରେ ଆହୁରି ଅନେକ କଥା କହିଲେ ନିର୍ବାଚନ କମିଶନର। ତାହା ହେଲା ନିର୍ବାଚନ ପ୍ରଚାର। ଏଥର କରୋନା ପାଇଁ ପ୍ରଚାରକୁ କଟକଣା କରାଯାଇଛି। ତେବେ ଏ ନେଇ ନିର୍ବାଚନ କମିଶନର ଯାହା କହିଲେ ତାହା ଦେଖିବା ପାଇଁ ଏହି ଭିଡିଓଟି କ୍ଲିକ କରନ୍ତୁ।

https://thesamikhsya.com/odia/wp-content/uploads/2022/01/SECVideo.mp4

ଯେଉଁମାନେ କରୋନା କଟକଣା ଭିତରେ ନିର୍ବାଚନ ପ୍ରଚାର ନ କରିବେ ସେମାନଙ୍କ ବିରୋଧରେ ମହାମାରୀ ଆକ୍ଟ ଦ୍ବାରା ଦଣ୍ଡବିଧାନ କରାଯିବ। ସେଥିପାଇଁ ପୋଲିସ ମୁତୟନ କରାଯିବ ବୋଲି ନିର୍ବାଚନ କମିଶନର ସୂଚନା ଦିଆଯାଇଛି।

Panchcayat Election ପଞ୍ଚାୟତ ନିର୍ବାଚନ
Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ଚର୍ଲାପଲ୍ଲୀ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 11, 2026

ଚିଲିକା: ଲଗାଣ ବର୍ଷା ଯୋଗୁଁ ପ୍ରଭାବିତ ଅଞ୍ଚଳ ଅନୁଧ୍ୟାନ କଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

August 11, 2026

ଆସନ୍ତାକାଲି ଲୋକସଭାରେ ଛାତ୍ରଙ୍କ ସମ୍ପର୍କରେ ଉତ୍ତର ରଖିବେ ଅମିତ ଶାହ!

August 11, 2026

ଅଜିତ ଡୋଭାଲଙ୍କୁ ଭେଟିଲେ ଆମେରିକାର ରାଷ୍ଟ୍ରଦୂତ: ଜାଣନ୍ତୁ କ’ଣ ହେଲା ଆଲୋଚନା?

August 11, 2026
Latest News

‘ୱକଫ ବୋର୍ଡରେ ୧୦୦୦ କୋଟିର ଦୁର୍ନୀତି’: ପୂର୍ବତନ ଅଧ୍ୟକ୍ଷଙ୍କ ଗୁରୁତର ଅଭିଯୋଗ

August 11, 2026

“ତୃଷା କେବେ ଉପମୁଖ୍ୟମନ୍ତ୍ରୀ ହେବେ?”: ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ତାତ୍ସଲ୍ୟ କଲେ ଏଆଇଏଡିଏମକେ ବିଧାୟକ 

August 11, 2026

ପୂର୍ବତଟ ରେଳପଥ ପକ୍ଷରୁ ସମ୍ବଲପୁର–ଚର୍ଲାପଲ୍ଲୀ ସ୍ପେଶାଲ୍ ଏକ୍ସପ୍ରେସ୍ ଟ୍ରେନ

August 11, 2026

ଏବେ ଭୋପାଳରେ Gen Z ଆନ୍ଦୋଳନ!: ସରକାରଙ୍କ ନିକଟରେ କଲେ ଏହି ଦାବି

August 11, 2026

ପୂର୍ବତନ ସିରିଆ ରାଷ୍ଟ୍ରପତି ବଶର ଅଲ-ଅସଦଙ୍କୁ ମୃତ୍ୟୁଦଣ୍ଡ: ଜାଣନ୍ତୁ କାରଣ

August 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.