Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକା ନମ୍ବରର ବିଭିନ୍ନ ଗାଡି ଚଳାଇବା ବାବୁଙ୍କ ସଉକ
ବିଶେଷ ଖବର

ଅତିରିକ୍ତ ଏସପିଙ୍କ ଘରେ ଭିଜିଲାନ୍ସ ଚଢାଉ, ଏକା ନମ୍ବରର ବିଭିନ୍ନ ଗାଡି ଚଳାଇବା ବାବୁଙ୍କ ସଉକ

February 15, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ: ଆଜି ସକାଳୁ ଭିଜିଲାନ୍ସ ବିଭାଗ କଟକ ରେ ଥିବା ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପିଙ୍କ ଘର ଉପରେ ଚଢାଉ କରିଛି। ତାଙ୍କ ନାମ ହେଉଛି ତ୍ରିନାଥ ମିଶ୍ର। ଆୟ ବହିଃଭୂତ ସଂପତ୍ତି ଠୁଳ ଅଭିଯୋଗ ପାଇବା ପରେ ଏହି ଚଢାଉ କରାଯାଇଛି। ଏଥିରେ ଏକକାଳିନ ତାଙ୍କ ଡ୍ରାଇଭର ଘର ସହିତ 11 ଟି ସ୍ଥାନରେ ଚଢାଉ ଚାଲିଛି।

ଏହି ଚଢାଉରେ 3 ଜଣ ଅତିରିକ୍ତି ଏସପି, 10 ଜଣ ଡିଏସପି, 13 ଜଣ ଇନସ୍ପେକ୍ଟର ସହିତ ବହୁ ଅଧିକାରୀ ସାମିଲ ହୋଇଛନ୍ତି। ଯେଉଁ ସ୍ଥାନରେ ଚଢାଉ ଚାଲିଛି ସେଗୁଡିକ ହେଲା

1. ଫ୍ଲାଟ ନଂ -2 / 25, ମନୋରାମା ଇଷ୍ଟେଟ୍, ରସୁଲଗଡ, ଭୁବନେଶ୍ବର
2. ନବରଙ୍ଗପୁରର ଗ୍ରାମ-ଡାବୁଗାଓଁରେ ଅବସ୍ଥିତ ପୈତୃକ ଘର
3. ଗ୍ରାମ-ଖାଇରା, ଥାନା- ବଡଚଣା, ଜିଲ୍ଲା-ଯାଜପୁରରେ ଶଶୁର ସ୍ବର୍ଗତ ପ୍ରମୋଦ କୁମାର ଚୈଧରୀଙ୍କ ବାସଭବନ |
4. ସେହି ଖଇରା ଗ୍ରାମରେ ଥିବା ଶାନ୍ତିଲତା ଫାର୍ମ ହାଉସ୍
5. ଚଣ୍ଡିଖୋଲ ଧନମାଣ୍ଡଲ ବଜାରରେ ଥିବା ମେଡିସିନ୍ ଦୋକାନ ସହିତ ଶାନ୍ତିଲାତା କେୟାର ଏବଂ ନର୍ସିଂହୋମ
6. ଚଣ୍ଡିଖୋଲରେ ଥିବା ଶାନ୍ତିଲତା କେୟାର ନିକଟରେ ଥିବା ଶାନ୍ତିଲତା ପରିବହନ (ପ୍ରଥମ)
7. ଚଣ୍ଡିଖୋଲରେ ଥିବା ଶାନ୍ତିଲତା କେୟାର ନିକଟରେ ଥିବା ଶାନ୍ତିଲତା ପରିବହନ (ଦ୍ୱିତୀୟ)
8.ଜଗତସିଂହପୁର ଜିଲ୍ଲା ବିରିଡି ଥାନା ଅଧିନରେ ଥିବା ଦଳେଇଘାଇ ଗ୍ରାମରେ ଅବସ୍ଥିତ SO ଶ୍ରୀ ରାଜୀବ ମହାନ୍ତିଙ୍କ ଡ୍ରାଇଭର ଘର
9. କଟକର ମହାନଦୀ ବିହାର ଠାରେ ତୁଷାର ମିଶ୍ର ଏବଂ ତରୁଣ ମିଶ୍ର ( SOଙ୍କ ପୁଅ) ର ମେଡିସିନ କାରଖାନା
10. ଏସପି, ସିଗନାଲ୍, ତୁଳସିପୁରରେ ଅବସ୍ଥିତ SO ର ଅଫିସ୍, କଟକ
11. କଟକ ମଧୁପାଟଣା PS କ୍ୟାମ୍ପସରେ ଅବସ୍ଥିତ ସରକାରୀ କ୍ୱାର୍ଟର୍ ରେ ଏହି ଚଢାଉ ଜାରୀ ରହିଛି।

ବର୍ତ୍ତମାନ ସୁଦ୍ଧା ତାଙ୍କର ବିଶାଳକାୟ କୋଠା ସହିତ ପାଞ୍ଚୋଟି ଗାଡି ଜବତ କରାଯାଇଛି। ତେବେ ଏହିସବୁ ଗାଡିର ନମ୍ବର ଏକା ପ୍ରକାରର ହୋଇଛି। ଯାହା ତାଙ୍କର ସଉକ ରହିଛି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଆଜି ସଂଧ୍ୟା ସୁଦ୍ଧା ତାଙ୍କର ପୁରା ଆୟବହିଃର୍ଭୁତ ସଂପତ୍ତି ତାଲିକା ମିଳିବ ବୋଲି ଭିଜିଲାନ୍ସ ବିଭାଗ ତରଫରୁ କୁହାଯାଇଛି।

ଭିଜିଲାନ୍‌ସ ଚଢ଼ାଉ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026
Latest News

ମୁଦ୍ରିତ ଗଣମାଧ୍ୟମ ସଂସ୍ଥାର ପ୍ରକାଶକ ଓ ପରିଚାଳକଙ୍କୁ ନେଇ ପିଆରଜିଆଇ ପକ୍ଷରୁ ମତବିନିମୟ କାର୍ଯ୍ୟକ୍ରମ

March 20, 2026

ଯାତ୍ରୀ ସୁବିଧା ଓ ସୁରକ୍ଷାର ସମୀକ୍ଷା କଲେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

March 20, 2026

ଜାନୁଆରୀରେ ଜିଓ ନେଟୱାର୍କରେ ଯୋଡ଼ିହେଲେ ୧.୮ ଲକ୍ଷରୁ ଅଧିକ ନୂତନ ଉପଭୋକ୍ତା: ଟ୍ରାଇ ତଥ୍ୟ

March 20, 2026

ଖୋର୍ଦ୍ଧା: ଜିଲ୍ଲା ସ୍ତରୀୟ ପଖାଳ ଦିବସ ପାଳିତ

March 20, 2026

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

March 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.