Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପରେ ରାକେଶ ଟିକାଏତଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏଭଳି କଥା
ବିଶେଷ ଖବର

ଆଶିଷ ମିଶ୍ରଙ୍କ ଜାମିନ ଖାରଜ ପରେ ରାକେଶ ଟିକାଏତଙ୍କ ପ୍ରଥମ ପ୍ରତିକ୍ରିୟା, କହିଲେ ଏଭଳି କଥା

April 18, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଲକ୍ଷ୍ମୀପୁର ଖେରୀ ମାମଲାରେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନକୁ ସୁପ୍ରିମକୋର୍ଟ ବାତିଲ କରିଛନ୍ତି। ଏକ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ କୋର୍ଟ କହିଛନ୍ତି। କୋର୍ଟର ଏହି ନିଷ୍ପତ୍ତି ଉପରେ କୃଷକ ନେତା ରାକେଶ ଟିକାଏତ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସମ୍ପୂର୍ଣ୍ଣ ଠିକ୍। ବର୍ତ୍ତମାନ ଆମେ ଆଗାମୀ ରୂପରେଖ ପ୍ରସ୍ତୁତ କରିବୁ ବୋଲି ରାକେଶ ଟିକାଏତ କହିଛନ୍ତି।

ରାକେଶ ଟିକାଏତ କହିଛନ୍ତି ଯେ, ଆଶା ରଖିଛୁ କି ସୁପ୍ରିମକୋର୍ଟ ପୀଡିତ ପକ୍ଷର କଥା ଶୁଣିବେ। ଏହା ସହ ସରକାର ପୀଡିତ ପକ୍ଷଙ୍କ ସହ ଛିଡା ହେବେ ବୋଲି ଆଶା କରାଯାଉଛି। ଆମେ ୨୪-୨୫ ଏପ୍ରିଲରେ ଲକ୍ଷ୍ମୀପୁର ଖେରୀକୁ ଯାଉଛୁ। ସେଠାରେ ଆମେ ଓକିଲ ଏବଂ ପୀଡିତ ପରିବାର ସହିତ କଥା ହେବୁ। ପୀଡିତ ପରିବାରକୁ ଭେଟିବା ପରେ ଆମେ ଆହୁରି ରୋଡ୍ ମ୍ୟାପ୍ କରିବୁ। ଆମେ ମଧ୍ୟ ସରକାରଙ୍କ ସହ କଥା ହେବୁ ବୋଲି କୃଷକ ନେତା କହିଛନ୍ତି।

ଗୃହମନ୍ତ୍ରୀ ଅଜୟ ମିଶ୍ର ଟେନିଙ୍କ ଇସ୍ତଫା ଦାବିରେ ରାକେଶ ଟିକାଏତ ଜିଦ୍ ଧରିଛନ୍ତି। ସେ କହିଛନ୍ତି ଯେ, ଅଜୟ ମିଶ୍ରଙ୍କ ଚାପରେ ସବୁକିଛି ଘଟୁଛି। କେନ୍ଦ୍ରରେ ଥିବାରୁ ରାଜ୍ୟ ସରକାର ମଧ୍ୟ ଚାପରେ ରହିଛନ୍ତି। ଆମେ ଆଶା କରୁଛୁ ଯେ ସୁପ୍ରିମକୋର୍ଟଙ୍କଠାରୁ ନ୍ୟାୟ ମିଳିବ।

ଆଶିଷ ମିଶ୍ର ରାକେଶ ଟିକାଏତ ଲକ୍ଷ୍ମୀପୁର ଖେରୀ ମାମଲା
Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ମହାକାଶ ଷ୍ଟାର୍ଟଅପ୍‌ ସିଇଓମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା

August 24, 2026

LPG e-KYC ର ଆଜି ଶେଷ ଦିନ: ଶୀଘ୍ର ସମାପ୍ତ କରନ୍ତୁ ଏହି ପ୍ରକ୍ରିୟା, ନଚେତ ବଢିବ ସମସ୍ୟା

August 23, 2026
Latest News

ନୋଟିସ ପରେ ତୁରନ୍ତ କରନ୍ତୁ PNG ସଂଯୋଗ ପାଇଁ ଆବେଦନ: ନଚେତ ବନ୍ଦ ହେବ LPG ଯୋଗାଣ

August 24, 2026

ଧୋନିଙ୍କ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ହେଲେ ସବୁଠାରୁ ସଫଳ ୱିକେଟକିପର

August 24, 2026

ଆଜି ପ୍ରକାଶ ପାଇବ NEET PG 2026 ଆଡମିଟ୍ କାର୍ଡ!: ଜାଣନ୍ତୁ କିପରି କରିବେ ଡାଉନଲୋଡ୍?

August 24, 2026

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.