Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଯଦି ମଲ୍ଲିକାର୍ଜୁନ ଖଡଗେ ହେବେ କଂଗ୍ରେସ ସଭାପତି, ତେବେ ରାହୁଳ ଗାନ୍ଧୀ କଣ କରିବେ ?
ଜାତୀୟ ଖବର

ଯଦି ମଲ୍ଲିକାର୍ଜୁନ ଖଡଗେ ହେବେ କଂଗ୍ରେସ ସଭାପତି, ତେବେ ରାହୁଳ ଗାନ୍ଧୀ କଣ କରିବେ ?

October 19, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଯଦି ମଲ୍ଲିକାର୍ଜୁନ ଖଡଗେ ହେବେ କଂଗ୍ରେସ ସଭାପତି, ତେବେ ରାହୁଳ ଗାନ୍ଧୀ କଣ କରିବେ ?

ନୂଆଦିଲ୍ଲୀ: ଆଜି ଅଖିଳ ଭାରତ କଂଗ୍ରେସ କମିଟର ନିର୍ବାଚନ ଫଳାଫଳ ବାହାରିଛି। ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛନ୍ତି ମଲ୍ଲିକାର୍ଜୁନ ଖଡଗେ। ଫଳରେ ଦୀର୍ଘ ବର୍ଷ ଧରି କଂଗ୍ରେସରେ ଚାଲିଆସିଥିବା ଗାନ୍ଧୀ ଶାସନର ଅବସାନ ଘଟିବାକୁ ଯାଉଛି। କଂଗ୍ରେସର ମଙ୍ଗ ଧରିଛନ୍ତି ଜଣେ ଅଣ ଗାନ୍ଧୀ ନେତା।

ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ଉଭୟ ସୋନିଆ ଗାନ୍ଧୀ ଏବଂ ରାହୁଳ ଗାନ୍ଧୀ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏପରିିକି ତାଙ୍କର ପ୍ରତିଦ୍ବନ୍ଦି ଶଶି ଥରୁର ମଧ୍ୟ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଶଶି ଥରୁର କହିଛନ୍ତି ଯେ, ସେ ଏକ ହଜାରରୁ ଉର୍ଦ୍ଧ ଭୋଟ ପାଇବା କିଛି ଛୋଟ କଥା ନୁହେଁ।

ତେବେ ଖଡଗେ ସଭାପତି ଭାବେ ନିର୍ବାଚିତ ହେବା ପରେ ବର୍ତ୍ତମାନ ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ଭୂମିକା କଣ ହେବ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କାରଣ ଦଳୀୟ ନିୟମ ଅନୁସାରେ ସଭାପତି ହିଁ ଶେଷ ନିଷ୍ପତି ଗ୍ରହଣ କରିବେ। ହୁଏତ ଖଡଗେ ସୋନିଆ ଗାନ୍ଧୀଙ୍କ ପଚାରି ନିଷ୍ପତି ନେଇ ପାରନ୍ତି କିନ୍ତୁ ସେ ହିଁ ନିଷ୍ପତି ଘୋଷଣାର ଶେଷ ବ୍ୟକ୍ତି।

ବର୍ତ୍ତମାନ ଭାରତ ଯୋଡ ଯାତ୍ରାରେ ଥିବା ରାହୁଳ ଗାନ୍ଧୀ, ଭୋଟ ଗଣତି ଘୋଷଣା ପରେ ସେ ଖଡଗେଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଖଡଗେ ଏବଂ ଶଶି ହେଉଛନ୍ତି ଅଭିଜ୍ଞ ତଥା ଜ୍ଞାନିଗୁଣ ବ୍ୟକ୍ତିତ୍ବ। ସେମାନେ ବର୍ତ୍ତମାନ କଂଗ୍ରେସ କେଉଁ ଦିଗକୁ ଯିବ ତାହା ବିଚାର କରିବେ। ଏଥିରେ ଆମର କୌଣସି ଭୂମିକା ରହିବ ନାହିଁ।

ଭାରତ ଯୋଡ ଯାତ୍ରା ବେଳେ ସାମ୍ବାଦିକମାନେ ରାହୁଳଙ୍କ ପଚାରିଥିଲେ ଯେ, ଖଡଗେ ବର୍ତ୍ତମାନ ସଭାପତି ହେବେ ପରେ ଆପଣଙ୍କ ଭୂମିକା କଣ ରହିବ। ଏହାର ଉତ୍ତରେ ରାହୁଳ କହିଥିଲେ ଯେ, ନୂଆ ସଭାପତି ନିର୍ଣ୍ଣୟ କରିବେ ମୋର ଭୂମିକା। ଆଗାମୀ ଦିନରେ ମୋର ଭୂମିକା କଣ ରହିବ, ମୋର ଦାୟିତ୍ବ କଣ ମିଳବ ତାହା ଖଡଗେ ନିଷ୍ପତି କରିବେ।

କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ରାହୁଳ ଗାନ୍ଧୀ
Share. Facebook Twitter LinkedIn Email WhatsApp Copy Link

Related Posts

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026

ଡିଜିଟାଲ୍ ଯୁଗରେ ନୂଆ ରୂପରେ ରାଜସ୍ୱ ପର୍ଷଦ, ୱେବସାଇଟ୍ ଓ ତ୍ରୈମାସିକ ଜର୍ଣ୍ଣାଲର ଶୁଭାରମ୍ଭ

September 11, 2026

ପଞ୍ଚାୟତ-ପୌର ନିର୍ବାଚନ ଭୋଟର ତାଲିକା ପ୍ରସ୍ତୁତି, ଅକ୍ଟୋବର ୨୬ରୁ ସର୍ଭେ

September 11, 2026
Latest News

ୟୁଏଇରେ ନିବେଶ ଅଭିଯାନ ଶେଷ: ୨,୪୩,୧୬୨ କୋଟିର ପ୍ରସ୍ତାବ ଏବଂ ୬,୧୮,୭୨୫ଟି ନିଯୁକ୍ତି ସମ୍ଭାବନା

September 11, 2026

ଏସ୍‌ବିଆଇ-ଓଡ଼ିଶା ପୁଲିସ ଏମ୍‌ଓୟୁ: ଯବାନଙ୍କୁ ମିଳିବ ୫୦ ଲକ୍ଷର ଦୁର୍ଘଟଣା ବୀମା ଓ ବିଭିନ୍ନ ଅତିରିକ୍ତ ସୁବିଧା

September 11, 2026

ଭିଜିଲାନ୍ସ ଜାଲରେ ପୋଲିସ ବାବୁ: ଲାଞ୍ଚ ନେବା ବେଳେ ବନ୍ଧା ହେଲେ ଏଏସଆଇ

September 11, 2026

ଆର୍‌ଆଣ୍ଡ୍‌ବିରେ ଆର୍ଥିକ ଅନିୟମିତତା ଅଭିଯୋଗ: ସରକାରଙ୍କ କଡ଼ା ଆକ୍ସନ, ଯନ୍ତ୍ରୀ ଅପସାରିତ

September 11, 2026

ଇସ୍ରାଏଲ୍ ସେନାର ପ୍ରଚଣ୍ଡ ଆକ୍ରମଣ: ହିଜ୍‌ବୁଲାର ୨ କିମି ସୁଡ଼ଙ୍ଗ ଧୂଳିସାତ୍‌

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.