Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଇସ୍ରୋର ବଡ ସଫଳତା, ଉତକ୍ଷେପଣ କଲା କ୍ଷୁଦ୍ର ସାଟେଲାଇଟ SSLV-D2
ଜାତୀୟ ଖବର

ଇସ୍ରୋର ବଡ ସଫଳତା, ଉତକ୍ଷେପଣ କଲା କ୍ଷୁଦ୍ର ସାଟେଲାଇଟ SSLV-D2

February 10, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
ISRO
ଇସ୍ରୋର ବଡ ସଫଳତା, ଉତକ୍ଷେପଣ କଲା କ୍ଷୁଦ୍ର ସାଟେଲାଇଟ SSLV-D2

ନୂଆଦିଲ୍ଲୀ: ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ISRO ଆଜି ଏକ ନୂଆ ରେକର୍ଡ କରିଛି। ପ୍ରଥମ ଥର ପାଇଁ ଇସ୍ରୋ ଏକ କ୍ଷୁଦ୍ର ସାଟେଲାଇଟ ଉତକ୍ଷେପଣ କରି ଏହି ରେକର୍ଡ କରିଛି। ଆଜି ସକାଳେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଠାରୁ କ୍ଷୁଦ୍ର ସାଟେଲାଇଟ୍ ଲଞ୍ଚ ଯାନ SSLV-D2 ର ଉଡ଼ାଣ ସଫଳତାର ସହିତ କରିଛି।

ଆଜି ସକାଳ 9.18 ରେ ଏହି ଉତକ୍ଷେପଣ ହୋଇଥିଲା। SSLV-D2 ସଫଳତାର ସହିତ ତାହାର ଉଦ୍ଦିଷ୍ଟ କକ୍ଷପଥରେ ତିନୋଟି ସାଟାଲାଇଟ ରଖିଥିଲା। ସେଗୁଡିକ ହେଲା ଆର୍ଥ ଅବଜରଭେସନ୍ ସାଟେଲାଇଟ୍, ଜାନୁସ୍ -1 ଏବଂ ଚେନ୍ନାଇ ଭିତ୍ତିକ ସ୍ପେସ୍ ଷ୍ଟାର୍ଟଅପ୍ ସ୍ପେସ୍ କିଡ୍ସର ଆଜାଡିସାଟ -2 ରେ ସଫଳତାର ସହିତ ରଖିଥିଲା।

120 ମିଟର ଓଜନ ବିଶିଷ୍ଟ 34 ମିଟର ଉଚ୍ଚର SSLV-D2 ସତୀଶ ଧାୱନ ସ୍ପେସ୍ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ଉଡାଣ କରିଥିଲା। କଠିନ ଇନ୍ଧନ ଦ୍ୱାରା ଚାଳିତ ତିନୋଟି ପର୍ଯ୍ୟାୟ SSLV-D2 ରେ ଉପଗ୍ରହର ସଠିକ୍ ଇଞ୍ଜେକ୍ସନ୍ ପାଇଁ ତରଳ ଇନ୍ଧନ ଦ୍ୱାରା ଚାଳିତ ଏକ ବେଗ ଟ୍ରିମିଂ ମଡ୍ୟୁଲ୍ ମଧ୍ୟ ଅଛି।

ISRO ରେ ବୈଜ୍ଞାନିକ ଏବଂ ଅତିଥୀଗଣ ଏକତ୍ରିତ ହୋଇ ଏହି ଉଡାଣକୁ ଉପଭୋଗ କରିଥିଲେ।

isro ଇସ୍ରୋ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଥାଇଲାଣ୍ଡରେ ଭାରତୀୟ ଶ୍ରମିକ ଅଟକ ରହିବା ଘଟଣାରେ ନିଜ ଆଡ଼ୁ ହସ୍ତକ୍ଷେପ କଲେ ଏନଏଚଆରସି

February 23, 2026
Latest News

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାନବ-କୈନ୍ଦ୍ରିକ ଏଆଇ ଯାତ୍ରା

February 23, 2026

ଭାରତୀୟ ବାୟୁସେନାର ବଡ଼ କାର୍ଯ୍ୟାନୁଷ୍ଠାନ: ବନ୍ଦ ହେଲା ତେଜସ୍ ଲଢ଼ୁଆ ବିମାନର ଉଡ଼ାଣ

February 23, 2026

ଜାତୀୟ ମୁଦ୍ରୀକରଣ ପାଇପଲାଇନ୍‌ ୨.୦ର ଶୁଭାରମ୍ଭ କଲେ କେନ୍ଦ୍ର ଅର୍ଥମନ୍ତ୍ରୀ

February 23, 2026

ଗଞ୍ଜାମରେ ଜନଗଣନା–୨୦୨୭ ର ‘ହାଉସ୍ ଲିଷ୍ଟିଙ୍ଗ ଓ ହାଉସିଂ ସେନସସ୍’ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

February 23, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.