Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଆଜି ନାଗାଲାଣ୍ଡ-ତ୍ରିପୁରା-ମେଘାଳୟ ନିର୍ବାଚନ ଫଳାଫଳ, ଏହା ପୂର୍ବରୁ ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲ୍
ବିଶେଷ ଖବର

ଆଜି ନାଗାଲାଣ୍ଡ-ତ୍ରିପୁରା-ମେଘାଳୟ ନିର୍ବାଚନ ଫଳାଫଳ, ଏହା ପୂର୍ବରୁ ଜାଣନ୍ତୁ କ’ଣ କହୁଛି ଏକଜିଟ୍ ପୋଲ୍

March 2, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ମେଘାଳୟ, ତ୍ରିପୁରା ଏବଂ ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଫଳାଫଳ ପାଇଁ ଦିନ ଆସିଛି। ଏହି ତିନୋଟି ରାଜ୍ୟର ନିର୍ବାଚନ ଫଳାଫଳ ଆଜି ପ୍ରକାଶ ପାଇବ। ଫେବୃଆରୀ ୧୬ ତାରିଖରେ ତ୍ରିପୁରାରେ ମତଦାନ ହୋଇଥିଲା। ରାଜ୍ୟରେ ପ୍ରାୟ ୮୮ ପ୍ରତିଶତ ମତଦାନ ହୋଇଥିଲା। ଫେବୃଆରୀ ୨୭ ତାରିଖରେ ମେଘାଳୟ ଏବଂ ନାଗାଲାଣ୍ଡରେ ମତଦାନ ଅନୁଷ୍ଠିତ ହୋଇଥିଲା। ନାଗାଲାଣ୍ଡରେ ପ୍ରାୟ ୮୪ ପ୍ରତିଶତ ଏବଂ ମେଘାଳୟରେ ୭୬ ପ୍ରତିଶତ ମତଦାନ କରାଯାଇଥିଲା। ନିର୍ବାଚନର ଫଳାଫଳ ପୂର୍ବରୁ, ସମସ୍ତ ତିନୋଟି ରାଜ୍ୟର ଏକଜିଟ୍ ପୋଲରୁ ଜାଣନ୍ତୁ କେଉଁ ଦଳ ସରକାର ଗଠନ କରିବାର ଆଶା କରାଯାଉଛି।

କ- ନାଗାଲାଣ୍ଡ ମୋଟ (୬୦ ଟି ଆସନ) ଏକଜିଟ୍ ପୋଲ୍:

ଜି ନ୍ୟୁଜ୍-ମ୍ୟାଟ୍ରିଜ୍:

୧- ବିଜେପି-ଏନଡିପିପି ମିଳିତ ମେଣ୍ଟ= ୩୫-୪୩ ଆସନ
୨- କଂଗ୍ରେସ= ୧-୩ ଟି ଆସନ
୩- ଏନପିଏଫ୍= ୨-୩ ଟି ଆସନ

ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆର ଏକଜିଟ୍ ସର୍ଭେ:

୧- ବିଜେପି-ଏନଡିପିପି ମିଳିତ ମେଣ୍ଟ= ୩୮-୪୮ ଆସନ
୨- କଂଗ୍ରେସ= ୧-୨ ଟି ଆସନ
୩- ଏନପିଏଫ୍= ୩-୮ ଟି ଆସନ
୪- ଅନ୍ୟାନ୍ୟ= ୫-୧୫ ଟି ଆସନ ହାସଲ କରିବେ ବୋଲି ପୂର୍ବାନୁମାନ କରାଯାଇଛି।

ଟାଇମ୍ସ ନାଓ ଇଟିଜି ଏକଜିଟ୍ ପୋଲ୍:

୧- ବିଜେପି-ଏନଡିପିପି ମିଳିତ ମେଣ୍ଟ= ୩୯-୪୯ ଆସନ
୨- ଏନପିଏଫ୍= ୪-୮ ଟି ଆସନ

ଜନ କି ବାତ ଅନୁଯାୟୀ:

୧- ବିଜେପି-ଏନଡିପିପି ମିଳିତ ମେଣ୍ଟ= ୩୫-୪୫ ଆସନ
୨- ଏନପିଏଫ୍= ୬-୧୦ ଟି ଆସନ

ଏହି ଚାରିଟି ଏକଜିଟ୍ ସର୍ଭେ ଅନୁଯାୟୀ, ବିଜେପି-ଏନଡିପିପି କୁ ୪୨ ଟି ସିଟ୍, କଂଗ୍ରେସ ୧, ଏନପିଏଫ୍ ୬ ଟି ସିଟ ପାଇବ ବୋଲି ଆଶା କରାଯାଉଛି।

ଖ- ତ୍ରିପୁରା ( ମୋଟ ୬୦ ଟି ଆସନ) ଏକଜିଟ୍ ପୋଲ୍:

ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ଏକଜିଟ୍ ପୋଲ୍:

୧- ବିଜେପି: ୩୬-୪୫ ଟି ଆସନ
୨- ଟିଏମପି (ଟିପରା ମୋଥା): ୯-୧୬ ଟି ଆସନ
୩- ବାମ+: ୬-୧୧ ଟି ଆସନ

ଜି ନ୍ୟୁଜ୍-ମ୍ୟାଟ୍ରାଇଜ୍ ଏକଜିଟ୍ ପୋଲ୍:

୧- ବିଜେପି: ୨୯-୩୬ ଟି ଆସନ ସହିତ ତ୍ରିପୁରାରେ ବିଜେପି ପ୍ରତ୍ୟାବର୍ତ୍ତନ କରିବ ବୋଲି ପୂର୍ବାନୁମାନ କରିଛି।

ଟାଇମ୍ସ ନାଓ ଇଟିଜି ଏକଜିଟ୍ ପୋଲ୍:

୧- ବିଜେପି= ୨୧-୨୭ ଟି ସିଟ୍,
୨- ବାମ+= ୧୮-୨୪ ସିଟ୍ ପାଇବ ବୋଲି ଆଶା କରାଯାଉଛି।

ଜନ କି ବାତ:

୧- ବିଜେପି= ୨୯-୪୦ ଟି ସିଟ୍,
୨- ବାମ+= ୯-୧୬ ଟି ସିଟ୍ ପାଇବ ବୋଲି ଆଶା କରାଯାଉଛି।

ଏହି ଚାରିଟି ଏକଜିଟ୍ ସର୍ଭେ ଅନୁଯାୟୀ ବିଜେପି ମେଣ୍ଟକୁ ୩୨ ଟି ସିଟ୍, ବାମ + କଂଗ୍ରେସକୁ ୧୫ ଟି ସିଟ୍ ମିଳିବ ବୋଲି ଆଶା କରାଯାଉଛି।

ଗ- ମେଘାଳୟ ଏକଜିଟ୍ ପୋଲ୍:

ଜି ନ୍ୟୁଜ୍-ମ୍ୟାଟ୍ରାଇଜ୍ ଏକଜିଟ୍ ପୋଲ୍:

୧- ଏନପିପି= ୨୧-୨୬ ସିଟ୍
୨- ବିଜେପି= ୬-୧୧ ସିଟ୍
୩- ଟିଏମସି= ୮-୧୩ ସିଟ୍
୪- କଂଗ୍ରେସ= ୩-୬ ସିଟ୍
୫- ଅନ୍ୟାନ୍ୟ= ୧୦-୧୯ ସିଟ୍।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ଏକଜିଟ୍ ପୋଲ୍:

୧- ଏନପିପି= ୧୮-୨୪ ସିଟ୍
୨- ବିଜେପି= ୪-୮ ସିଟ୍
୩- ଟିଏମସି= ୫-୯ ସିଟ୍
୪- କଂଗ୍ରେସ= ୬-୧୨ ସିଟ୍
୫- ଅନ୍ୟାନ୍ୟ= ୪-୮ ସିଟ୍।

ଟାଇମ୍ସ ନାଓ ଇଟିଜି ଏକଜିଟ୍ ପୋଲ୍:

୧- ଏନପିପି= ୧୮-୨୬ ସିଟ୍
୨- ବିଜେପି= ୩-୬ ସିଟ୍
୩- କଂଗ୍ରେସ= ୨-୫ ସିଟ୍

ଜନ କି ବାତ:

୧- ଏନପିପି= ୧୧-୧୬ ସିଟ୍
୨- ବିଜେପି= ୩-୭ ସିଟ୍
୩- କଂଗ୍ରେସ= ୬-୧୧ ସିଟ୍ ପାଇବେ ବୋଲି ଆଶା କରାଯାଉଛି।

ଏହି ଚାରିଟି ଏକଜିଟ୍ ସର୍ଭେ ଅନୁଯାୟୀ ଏନପିପି ୨୦ ଟି, କଂଗ୍ରେସ ୬, ବିଜେପି ୬ ଟି ଆସନ ପାଇବେ ବୋଲି ଆଶା କରାଯାଉଛି।

ଏକଜିଟ୍ ପୋଲ୍ ତ୍ରିପୁରା ନାଗାଲାଣ୍ଡ ନିର୍ବାଚନ ଫଳାଫଳ ମେଘାଳୟ
Share. Facebook Twitter LinkedIn Email WhatsApp Copy Link

Related Posts

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026

“ପାକିସ୍ତାନ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ICC “: ଜେଡ଼ିୟୁ, ବିଜେପିର ଆସିଲା ବଡ଼ ପ୍ରତିକ୍ରିୟା

February 2, 2026

ଭାରତ ବିପକ୍ଷ ମ୍ୟାଚ୍ ବର୍ଜନ କରିବା ଉପରେ ମୁହଁ ଖୋଲିଲେ ପାକିସ୍ତାନୀ ଅଧିନାୟକ: ଜାଣନ୍ତୁ ଏବେ କ’ଣ ହେବ?

February 2, 2026

ଏଥର ଓଡ଼ିଶା ପାଇଁ କେନ୍ଦ୍ର ବଜେଟରେ କ’ଣ ହେଲା ଘୋଷଣା?: ଜାଣନ୍ତୁ ସବୁକିଛି

February 2, 2026
Latest News

ନିର୍ବାଚନ କମିଶନରଙ୍କୁ କହିଲେ ମିଛୁଆ: ଦିଲ୍ଲୀରେ କଳା ପୋଷାକ ପିନ୍ଧି ପ୍ରତିବାଦ କଲେ ମମତା ବାନାର୍ଜୀ

February 2, 2026

ଭୀମଭୋଇ ଲୋକ ମହୋତ୍ସବ ୨୦୨୬ ଉଦଯାପିତ

February 2, 2026

ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜିଲ୍ଲା ସଦର ମହକୁମାର ଠାରେ ଜନଶୁଣାଣି

February 2, 2026

ସଂସଦରେ ହେଲା ପ୍ରବଳ ହଟ୍ଟଗୋଳ: ଏମଏମ ନରବଣେଙ୍କ ବିଷୟ ଉଲ୍ଲେଖ କରିଥିଲେ ରାହୁଲ ଗାନ୍ଧୀ

February 2, 2026

ବାଂଲାଦେଶକୁ ବଡ଼ ଝଟକା ଦେଲା ଭାରତ: ନିଜ କାର୍ଯ୍ୟ ପାଇଁ ପଶ୍ଚାତାପ କରିବେ ୟୁନୁସ ସରକାର

February 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.