Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ମୋଦି ମନ୍ତ୍ରିମଣ୍ଡଳରେ ବିଭିନ୍ନ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ : ଶାହାଙ୍କୁ ଗୃହ ଏବଂ ରାଜନାଥଙ୍କୁ ପ୍ରତିରକ୍ଷା ବିଭାଗ
ବିଶେଷ ଖବର

ମୋଦି ମନ୍ତ୍ରିମଣ୍ଡଳରେ ବିଭିନ୍ନ ମନ୍ତ୍ରୀଙ୍କୁ ବିଭାଗ ବଣ୍ଟନ : ଶାହାଙ୍କୁ ଗୃହ ଏବଂ ରାଜନାଥଙ୍କୁ ପ୍ରତିରକ୍ଷା ବିଭାଗ

May 31, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଗୁରୁବାର ନିଜର ୫୭ ଜଣିଆ ମନ୍ତ୍ରିମଣ୍ଡଳ ସହ ଶପଥ ଗ୍ରହଣ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗତକାଲି ଶପଥ ଗ୍ରହଣ ପରେ ବିଭାଗ ବଣ୍ଟନକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। ଆଜି ସମସ୍ତ କ୍ୟାବିନେଟ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗ ବଣ୍ଟନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଏବଂ ସାଧାରଣ ଅଭିଯୋଗ, ପେନ୍‌ସନ୍‌, ଆଣବିକ ଶକ୍ତି, ମହାକାଶ ବିଜ୍ଞାନ ଏବଂ ଅନ୍ୟାନ୍ୟ ବଣ୍ଟାଯାଇନଥିବା ବିଭାଗ ରଖିଥିବା ବେଳେ ରାଜନାଥ ସିଂଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ଦାୟିତ୍ବ  ପ୍ରଦାନ କରାଯାଇଛି। ପ୍ରଥମ ଥର ପାଇଁ କ୍ୟାବିନେଟ୍‌ରେ ପ୍ରବେଶ କରିଥିବା ବିଜେପିର ଚାଣକ୍ୟ ଅମିତ ଶାହଙ୍କୁ ଗୃହ ମନ୍ତ୍ରଣାଳୟର ଦାୟିତ୍ବ ପ୍ରଦାନ କରାଯାଇଛି। ନୀତିନ ଗଡକରୀ ପୂର୍ବପରି ସଡକ ଚଳାଚଳ ଓ ପରିବହନ ଏବଂ ଜାହାଜ ଚଳାଚଳ ମନ୍ତ୍ରାଳୟ ସହିତ ଗଙ୍ଗା ସଫେଇ ମନ୍ତ୍ରାଳୟର ଦାୟିତ୍ବ ସମ୍ଭାଳିବେ। ନିର୍ମଳା ସୀତାରମଣ ଅର୍ଥ ମନ୍ତ୍ରାଳୟର ଦାୟିତ୍ବ ହାସଲ କରିଛନ୍ତି।

ନରେନ୍ଦ୍ର ମୋଦି : ବ୍ୟକ୍ତିଗତ ଏବଂ ସାଧାରଣ ଅଭିଯୋଗ, ପେନ୍‌ସନ୍‌, ଆଣବିକ ଶକ୍ତି, ମହାକାଶ ବିଜ୍ଞାନ ଏବଂ ଅନ୍ୟାନ୍ୟ ବଣ୍ଟାଯାଇନଥିବା ବିଭାଗ

ଅମିତ ଶାହ : ଗୃହ ବିଭାଗ

ନିର୍ମଳା ସୀତାରମଣ : ଅର୍ଥ ମନ୍ତ୍ରାଳୟ

ରାଜନାଥ ସିଂ : ପ୍ରତିରକ୍ଷା ମନ୍ତ୍ରାଳୟ

ଏସ୍‌ ଜୟଶଙ୍କର : ବୈଦେଶିକ ମନ୍ତ୍ରାଳୟ

ନୀତିନ ଗଡକରୀ : ସଡକ ଚଳାଚଳ ଓ ପରିବହନ ଏବଂ ଜାହାଜ ଚଳାଚଳ ମନ୍ତ୍ରାଳୟ ସହିତ ଗଙ୍ଗା ସଫେଇ ମନ୍ତ୍ରାଳୟ

ଡି ଭି ସଦାନନ୍ଦ ଗୌଡା : ରସାୟନ ଏବଂ ସାର ମନ୍ତ୍ରାଳୟ

ରବି ଶଙ୍କର ପ୍ରସାଦ : ଆଇନ୍‌ ଏବଂ ଆଇଟି ମନ୍ତ୍ରାଳୟ

ରମେଶ ପୋଖରିଆଲ ନିଶଙ୍କ : ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ

ସ୍ମୃତି ଜୁବିନ୍‌ ଇରାନୀ : ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରାଳୟ

ନରେନ୍ଦ୍ର ସିଂ ତୋମାର : କୃଷି ମନ୍ତ୍ରାଳୟ

ଥାଓ୍ବର ଚାନ୍ଦ ଗେହଲଟ : ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ

ପୀୟୁଷ ଗୋୟଲ : ରେଳ ମନ୍ତ୍ରାଳୟ

ରାମ ବିଳାସ ପାଶଓ୍ବାନ :  ଖାଦ୍ୟ ଓ ସାଧାରଣ ଆବଣ୍ଟନ

ଅର୍ଜୁନ୍‌ ମୁଣ୍ଡା : ଆଦିବାସୀ ମନ୍ତ୍ରାଳୟ

ପ୍ରକାଶ ଜାଭେଡକର : ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟ

ମୁଖତାର୍‌ ଆବାସ ନକଭୀ : ସଂଖ୍ୟା ଲଘୁ ମନ୍ତ୍ରାଳୟ

ପ୍ରହ୍ଲାଦ ଯୋଶୀ : ଖଣି ଓ କୋଇଲା ମନ୍ତ୍ରାଳୟ , ସଂସଦୀୟ ବ୍ୟାପାର ମନ୍ତ୍ରାଳୟ

ମହେନ୍ଦ୍ର ନାଥ ପାଣ୍ଡେ : ଉଦ୍ୟାୋଗବିକାଶ ଓ ଦକ୍ଷତା ବିକାଶ ମନ୍ତ୍ରାଳୟ

ଅରବିନ୍ଦ ଗଣପତ୍‌ ସାଓ୍ବନ୍ତ : ଗୁରୁ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରାଳୟ

ଗିରିରାଜ ସିଂ : ମତ୍ସ୍ୟ,  ଗୋପାଳନ ଓ ପଶୁପାଳନ ମନ୍ତ୍ରାଳୟ

ଗଜେନ୍ଦ୍ର ସିଂ ଶେଖାଓ୍ବତ : ଜଳଶକ୍ତି ମନ୍ତ୍ରାଳୟ

ହରସିମରତ୍‌ କୌର୍‌ ବାଦଲ : ଖାଦ୍ୟ ପ୍ରକ୍ରିୟା କରଣ ମନ୍ତ୍ରାଳୟ

ହର୍ଷବର୍ଦ୍ଧନ : ସ୍ବାସ୍ଥ୍ୟ ମନ୍ତ୍ରାଳୟ

ଧର୍ମେନ୍ଦ୍ର ପ୍ରଧାନ : ପେଟ୍ରୋଲିୟମ ମନ୍ତ୍ରାଳୟ

ପ୍ରତାପ ଷଡଙ୍ଗୀ : ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ (ରାଷ୍ଟ୍ରମନ୍ତ୍ରୀ)

 

 

Share. Facebook Twitter LinkedIn Email WhatsApp Copy Link

Related Posts

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ଚର୍ଚ୍ଚାରେ ମୋଦି-ରାହୁଲଙ୍କ ବାର୍ତ୍ତାଳାପ

April 11, 2026

ଭାରତ ଏବଂ ମରିସସ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣ ପାଇଁ ଚୁକ୍ତିନାମା ଚୂଡ଼ାନ୍ତ

April 11, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026
Latest News

ଲୋକପ୍ରିୟ ଗାୟିକା ଆଶା ଭୋସ୍‌ଲେ ଅସୁସ୍ଥ

April 11, 2026

ବାହାର ରତ୍ନଭଣ୍ଡାର ଗଣତି ମଣତି ଶେଷ

April 11, 2026

ସବୁ କଲେଜରେ ଗଠନ ହେବ ଆଇସିସି କମିଟି

April 11, 2026

ବଦଳୁଛି ପଶ୍ଚିମ ଏସିଆ ପରିସ୍ଥିତି: ଭାରତକୁ ଆସୁଛି ଆହୁରି ୨୦ ହଜାର ମେଟ୍ରିକ ଟନ୍‍ ଏଲ୍‍ପିଜି

April 11, 2026

ପରଦାରେ ଚାଲିଲା ‘ଆଫା’ର ଯାଦୁ: ଏବେ ତେଲୁଗୁରେ ହେବ ରିମେକ୍

April 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.