Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ବିଜେଡି ମହିଳା ସଂଗଠନର ହେଲା ପୁନଃର୍ଗଠନ, ଘୋଷଣା ହେଲା ସଭାପତି ଓ ସଦସ୍ୟାଙ୍କ ନାମ
ବିଶେଷ ଖବର

ବିଜେଡି ମହିଳା ସଂଗଠନର ହେଲା ପୁନଃର୍ଗଠନ, ଘୋଷଣା ହେଲା ସଭାପତି ଓ ସଦସ୍ୟାଙ୍କ ନାମ

September 5, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ବିଜେଡି ମହିଳା ସଂଗଠନ
ବିଜେଡି ମହିଳା ସଂଗଠନର କଲା ପୁନଃର୍ଗଠନ, ଘୋଷଣା ହେଲା ସଭାପତି ଓ ସଦସ୍ୟାଙ୍କ ନାମ

ଭୁବନେଶ୍ବର: ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର ପୁନଃର୍ଗଠନ କରିଛନ୍ତି। ସେହି ଅନୁସାରେ ବିଜୁ ଜନତା ଦଳ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଦଳର ଏହି ମହିଳା ସଂଗଠନରେ ସଭାପତି ଭାବେ ସ୍ନେହାଙ୍ଗିନୀ ଛୁରିଆଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ଏଥିରେ ପନ୍ଦର ଜଣଙ୍କୁ ସାଧାରଣ ସଂପାଦିକା ଭାବେ ନିଯୁକ୍ତି ଦିଆଯାଇଛି। ସେମାନେ ହେଲେ

ସଭାପତି- ସ୍ନେହାଙ୍ଗିନୀ ଛୁରିଆ

ବରିଷ୍ଠ ସାଧାରଣ ସଂପାଦିକା

  1. ସୁମିତ୍ରା ଜେନା
  2. ରାଜଶ୍ରୀ ମଲ୍ଲିକ
  3. ଲେଖାଶ୍ରୀ ସାମନ୍ତସିଂହାର

ସାଧାରଣ ସଂପାଦିକା

  1. ସୁଲୋଚନା ଦାସ
  2. ସୁଲତା ଦେଓ
  3. ବର୍ଷା ସିଂ ବରିହା
  4. ଶର୍ମିଷ୍ଠା ସେଠୀ
  5. ଶ୍ରୀମୟୀ ମିଶ୍ର
  6. ଲୋପାମୁଦ୍ରା ବକ୍ସିପାତ୍ର
  7. ମିନତି ବେହେରା
  8. କସ୍ତୁରୀ ମହାପାତ୍ର
  9. ପଦ୍ମନୀ ଦିଆନ
  10. ଦୀପାଳି ଦାସ
  11. ରଂଜିତା ସାହୁ
  12. ଗୀତାଞ୍ଜଳି ବସ୍ତିଆ
ବିଜୁ ମହିଳା ଜନତା ଦଳ ବିଜେଡି ମହିଳା ସଂଗଠନର ସ୍ନେହାଙ୍ଗିନୀ ଛୁରିଆ
Share. Facebook Twitter LinkedIn Email WhatsApp Copy Link

Related Posts

କଲେଜ ନିର୍ବାଚନ ବନ୍ଦ ପାଇଁ ଅଭିଭାବକ ମହାସଂଘ କଲା ଦାବୀ, ଜାଣନ୍ତୁ କାରଣ

September 5, 2025

ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ: ମହାସଂଘ

September 5, 2025

ଗୁରୁ ଦିବସରେ ଗୁରୁଗଣ ବ୍ୟକ୍ତ କଲେ ଅସନ୍ତୋଷ: ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

September 5, 2025

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀ ଦୃଷ୍ଟି ଦେବେ କି? କଂଗ୍ରେସର ଦାବି

September 5, 2025
Latest News

‘ଜାତୀୟ ଶିକ୍ଷକ ପୁରସ୍କାର- ୨୦୨୫’ ପ୍ରଦାନ କଲେ ରାଷ୍ଟ୍ରପତି

September 5, 2025

କଲେଜ ନିର୍ବାଚନ ବନ୍ଦ ପାଇଁ ଅଭିଭାବକ ମହାସଂଘ କଲା ଦାବୀ, ଜାଣନ୍ତୁ କାରଣ

September 5, 2025

ସୁନ୍ଦର ସମାଜ ଗଠନରେ ଲୋକ କଳା ଗୁରୁମାନଙ୍କ ଅବଦାନ ଅତୀବ ଗୁରୁତ୍ୱପୂର୍ଣ୍ଣ: ମହାସଂଘ

September 5, 2025

ଗୁରୁ ଦିବସରେ ଗୁରୁଗଣ ବ୍ୟକ୍ତ କଲେ ଅସନ୍ତୋଷ: ଦାବି ପୂରଣ ନହେଲେ ଆନ୍ଦୋଳନ ଚେତାବନୀ

September 5, 2025

ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ, ଶିକ୍ଷକରୁ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀ ଦୃଷ୍ଟି ଦେବେ କି? କଂଗ୍ରେସର ଦାବି

September 5, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.