Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆସୁନି ଉନ୍ନତି, ଏବେ ବି ଗୁରୁତର
ବିଶେଷ ଖବର

ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆସୁନି ଉନ୍ନତି, ଏବେ ବି ଗୁରୁତର

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗାୟକ ହ୍ୟୁମାନ ସାଗର
ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆସୁନି ଉନ୍ନତି, ଏବେ ବି ଗୁରୁତର

ଭୁବନେଶ୍ବର: ଓଡିଆ ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ କିଛି ଉନ୍ନତି ଆସୁ ନାହିଁ। ତାଙ୍କର ବହୁ ଅଙ୍ଗ ଫେଲ ହୋଇପଡିଥିବାରୁ ତାହା ସୁଧାରିବାରେ ସମୟ ଲାଗୁଛି। ଫଳରେ ସେ ପୂର୍ବପରି କୋମା ଅବସ୍ଥାରେ ଅଛନ୍ତି ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି। ସେ ବର୍ତ୍ତମାନ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଛନ୍ତି।

ଗାୟକ ହ୍ୟୁମାନ ସାଗର ଗୁରୁତର ଅସୁସ୍ଥ ହୋଇ କଟକର ଏକଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବରୁ ତାଙ୍କୁ ଏମ୍ସ ଭୁବନେଶ୍ବରରେ ଭର୍ତ୍ତି କରାଯାଇଛି। ସେ ବର୍ତ୍ତମାନ ଆଇସିୟୁ ରେ ରହି ଚିକିତ୍ସିତ ହେଉଛନ୍ତି। ସେଠାରେ ଅନ୍ୟତମ ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଦୀର୍ଘଦିନ ଧରି ଚିକିତ୍ସିତ ହେଉଛନ୍ତି।

ଗାୟକ ହ୍ୟୁମାନ ସାଗର ହ୍ୟୁମାନ ସାଗର
Share. Facebook Twitter LinkedIn Email WhatsApp Copy Link

Related Posts

ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

December 7, 2025

ଡିସେମ୍ବର ମାସଟିରେ ରହିଛି ବିରଳ ଯୋଗ, ଏକାଥରେ ପଡୁଛି ତିନୋଟି ଏକାଦଶୀ

December 7, 2025

ଶ୍ରୀରଙ୍କନାଥ ଦେବଙ୍କ ମନ୍ଦିରରୁ ଚୋରି ମାମଲାର ପର୍ଦ୍ଦାଫାସ: ୩ ଅଭିଯୁକ୍ତଙ୍କୁ ଗିରଫ କଲା ବାଣପୁର ପୋଲିସ

December 6, 2025

ଜିଲ୍ଲା ସ୍ତରରେ ଆତ୍ମନିର୍ଭର ସ୍ୱଦେଶୀ ମେଳା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ବୈଠକ

December 6, 2025
Latest News

୧୫୦ ଟନ୍ ଗୁଣ୍ଡଦୁଗ୍ଧ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ସ୍ଥାପନ ସହ ଦୁଗ୍ଧ ପ୍ରସେସିଂ କ୍ଷମତାକୁ ନୂତନ ଗତି

December 7, 2025

ବିଭିନ୍ନ ଜୋନରେ ୮୯ ଟି ସ୍ୱତନ୍ତ୍ର ଟ୍ରେନ୍ ସେବା ଆରମ୍ଭ କଲା ଭାରତୀୟ ରେଳ

December 7, 2025

ଭାରତ ଆତ୍ମବିଶ୍ୱାସରେ ପରିପୂର୍ଣ୍ଣ: ପ୍ରଧାନମନ୍ତ୍ରୀ

December 7, 2025

ଡିସେମ୍ବର ମାସଟିରେ ରହିଛି ବିରଳ ଯୋଗ, ଏକାଥରେ ପଡୁଛି ତିନୋଟି ଏକାଦଶୀ

December 7, 2025

Panchanga: ଆଜି ରବିବାରରେ କଣ ରହିଛି ପଞ୍ଚାଙ୍ଗ, ଆଜି କାହାଙ୍କୁ ପୂଜା କରିବା ଉଚିତ

December 7, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.