Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ
ବିଶେଷ ଖବର

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025No Comments1 Min Read
Share Facebook Twitter LinkedIn Email WhatsApp Copy Link
ପୁଣି ଶ୍ରୀମୟୀ ମିଶ୍ର
ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

ଭୁବନେଶ୍ବର: ମଝିରେ ମଝିରେ ଶ୍ରୀମୟୀ ମିଶ୍ର ଯେପରି ବାଣ ମାରୁଛନ୍ତି ଏଥିରେ ବିଜେଡି ଘାଇଲା ହେବାରେ ଲାଗିଛି। ଏପରିକି ତାଙ୍କର ନେତାମାନେ ଭିତରେ ଭିତରେ ବେଶ ଆଲୋଚନା କରିବାରେ ଲାଗିଛନ୍ତି। ହେଲେ କେହି ପଦାରେ କିଛି କହୁ ନାହାଁନ୍ତି। କେତେବେଳେ ଭି କେ ପାଣ୍ଡିଆନଙ୍କୁ, କେତେବେଳେ ସୁଜାତା ରାଉତଙ୍କୁ ତ କେତେବେଳେ ଅନ୍ୟ କୌଣସି ନେତାଙ୍କୁ। ହେଲେ ଏଥର ସେ ସିଧା ଟାର୍ଗେଟ କରିଛନ୍ତି ସନ୍ତୃପ୍ତ ମିଶ୍ରଙ୍କୁ।

ଆଜି ତାଙ୍କର ସାମାଜିକ ଗଣମାଧ୍ୟମରେ ଶ୍ରୀମୟୀ ସନ୍ତୃପ୍ତଙ୍କୁ ବସ କଣ୍ଡକ୍ଟର ଭାବେ ସମାଲୋଚନା କରିଛନ୍ତି। କାରଣ ହେଲା ସେ ନୂଆପଡାରେ ନବୀନଙ୍କ ରୋଡ ସୋରେ ସେ ବସ କେଉଁଠି ରହିବ ତାହା ନିୟନ୍ତ୍ରଣ କରୁଥିଲେ। ଏ ନେଇ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ଭାଇରାଲ ହେବାରେ ଲାଗିଲା। ଏହାକୁ ଲକ୍ଷ୍ୟ ରଖି ଶ୍ରୀମୟୀ ସନ୍ତୃପ୍ତଙ୍କୁ ବସ କଣ୍ଡକ୍ଟର ବୋଲି କହିଛନ୍ତି।

ସେ ଯାହା ଲେଖିଛନ୍ତି ତାହା ହେଲା…….

କାହାର ରହିଛି କେତେ ଜୋର୍
ଶକ୍ତି ନାନୀ ନା ବସ୍ କଣ୍ଡକ୍ଟର
ବରିଷ୍ଠ ରହିଯିବେ ମୁଣ୍ଡ ଆଉଁସି
ପୁଣି ନିଷ୍ପତ୍ତି ନେବେ ଭଣ୍ଡ ସନ୍ୟାସୀ
ଦଳୀୟ ସଂଗଠନ ପାଇଁ କିଛି ଅବଦାନ ଓ ରାଜନୈତିକତ ଅଭିଜ୍ଞତା ନଥାଇ ଯେଉଁ ବ୍ୟକ୍ତିଙ୍କୁ କଟକ ଭଳି ପ୍ରତିଷ୍ଠିତ ଲୋକସଭା ଆସନରୁ ଲଢ଼ିବାକୁ ଦିଆଗଲା ଓ ସେ ବୃହତ୍ ଭୋଟ ବ୍ୟବଧାନରେ ହାରିଲେ, ଆଉ ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ନବୀନବାବୁଙ୍କ ବସ୍ କଣ୍ଡକ୍ଟର ବି ହେଲେ। ସେହି ଅତୃପ୍ତ ଏବେ ରାଜ୍ୟସଭା ଆଶାୟୀ।
ଦେଖାଯାଉ, ଶକ୍ତି ନାନୀର ଶକ୍ତି ବେଶୀ ନା ବସ୍ କଣ୍ଡକ୍ଟର ନିଜ ପାଇଁ Berth Secure କରିବାରେ ସଫଳ ହେଉଛନ୍ତି..?

Cyber Safety for Elders: Silver Age Foundation holds Masterclass for Senior Citizens (Click Here)

Shreemayee Mishra ପୁଣି ଶ୍ରୀମୟୀ ମିଶ୍ର ଶ୍ରୀମୟୀ ମିଶ୍ର ସନ୍ତୃପ୍ତ ମିଶ୍ର
Share. Facebook Twitter LinkedIn Email WhatsApp Copy Link

Related Posts

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ନୂଆପଡା ଫଳାଫଳକୁ ନେଇ ଭକ୍ତ ଦାସଙ୍କ ବଡ ବୟାନ, କହିଲେ ଗୃହ ବିଭୀଷଣଙ୍କୁ ଖୋଜା ହେବ

November 16, 2025

ଗାୟକ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଆସୁନି ଉନ୍ନତି, ଏବେ ବି ଗୁରୁତର

November 16, 2025
Latest News

Electric Vehicle Market: ଦେଶରେ ବୃଦ୍ଧି ପାଇବାରେ ଲାଗିଛି ଚାଇନା କଂପାନୀ ଇଭି ଗାଡି

November 16, 2025

Cold Wave in Odisha: ଶୀତରେ ଥରୁଛି ସାରା ରାଜ୍ୟ, ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଲାଗି ରହିବ

November 16, 2025

ପୁଣି ଶ୍ରୀମୟୀ ମିଶ୍ରଙ୍କ ଧମକା, ଏଥର ବିଜେଡି ନେତା ସନ୍ତୃପ୍ତ ମିଶ୍ରଙ୍କୁ କଲେ ଟାର୍ଗେଟ

November 16, 2025

ଖୋର୍ଦ୍ଧାରେ ପ୍ରାଣନାଥ ଜୟନ୍ତୀ ସମାରୋହରେ ଯୋଗଦେଲେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ

November 16, 2025

Gold Loan: ବ୍ୟାଙ୍କ ଅପେକ୍ଷା ଘରୋଇ କଂପାନୀ ପ୍ରତି ଲୋକଙ୍କ ଆଗ୍ରହ ବୃଦ୍ଧି ପାଉଛି

November 16, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.