Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??
ବିଶେଷ ଖବର

Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

February 20, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
Odisha Budget 2026
Odisha Budget 2026: ଓଡିଶା ବଜେଟ 2026, ଜାଣନ୍ତୁ କେଉଁ ବିଭାଗକୁ ମିଳିଲା କେତେ ??

Odisha Budget 2026: ଆଜି ଅର୍ଥମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାନସଭାରେ ଓଡିଶା ବଜେଟ 2026 ଉପସ୍ଥାପନା କରିଛନ୍ତି। ଏହି ବଜେଟରେ ସେ ଯେଉଁସବୁ ବିଭାଗକୁ ଅର୍ଥ ଅନୁମୋଦନ କରିଛନ୍ତି ତାହା ହେଲା..

  • ଗୃହ ବିଭାଗ- ୧୧୦୨୮.୫୬ କୋଟି
  • ସାଧାରଣ ପ୍ରଶାସନ- ୮୦୫.୧୧ କୋଟି
  • ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ- ୨୨୭୧.୬୪ କୋଟି
  • ଆଇନ ବିଭାଗ- ୧୦୯୪.୪୧ କୋଟି
  • ଅର୍ଥ ବିଭାଗ- ୬୫,୨୯୫.୨୭ କୋଟି
  • ବାଣିଜ୍ୟ ବିଭାଗ- ୩୧୭ କୋଟି
  • ପୂର୍ତ୍ତ ବିଭାଗ- ୧୩,୪୫୧ କୋଟି
  • ଓଡ଼ିଶା ବିଧାନସଭା- ୧୪୭.୪୦ କୋଟି
  • ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ- ୧୫୩୮.୨୮ କୋଟି
  • ସ୍କୁଲ ଓ ଗଣଶିକ୍ଷା ବିଭାଗ- ୩୧,୯୯୭.୦୫ କୋଟି
  • ଏସସି/ଏସଟି, ସଂଖ୍ୟାଲଘୁ କଲ୍ୟାଣ ବିଭାଗ- ୬୬୪୯.୩୩ କୋଟି
  • ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ- ୨୩,୧୮୨.୧୪ କୋଟି
  • ଗୃହ ଓ ନଗର ଉନ୍ନୟନ ବିଭାଗ- ୧୦୭୨୬.୮୬ କୋଟି
  • ଶ୍ରମିକ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ- ୩୮୫.୦୩ କୋଟି
  • କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ- ୧୩୫୯.୨୯ କୋଟି
  • ଯୋଜନା ଓ ସଂଯୋଜନା- ୩୪୩୭.୫୭ କୋଟି
  • ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ- ୩୪୦୦୪.୦୬ କୋଟି
  • ସାଧାରଣ ଅଭିଯୋଗ ଓ ପେନସନ ପରିଚାଳନା- ୩.୧୧ କୋଟି
  • ଉଦ୍ୟୋଗ ବିଭାଗ- ୧୨୦୭.୫୦ କୋଟି
  • ଜଳ ସମ୍ପଦ ବିଭାଗ- ୧୬୪୮୮.୯୨ କୋଟି
  • ପରିବହନ ବିଭାଗ- ୪୦୭୯.୮୧ କୋଟି
  • ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ- ୧୯୧୬.୦୫ କୋଟି
  • କୃଷି ଓ କୃଷକ କଲ୍ୟାଣ ବିଭାଗ- ୧୪୭୦୧.୩୯ କୋଟି
  • ଇସ୍ପାତ ଓ ଖଣି ବିଭାଗ- ୩୬୫.୧୧ କୋଟି
  • ସୂଚନା ଓ ଲୋକସମ୍ପର୍କ ବିଭାଗ- ୧୬୬.୫୪ କୋଟି
  • ଅବକାରୀ ବିଭାଗ- ୨୮୨.୧୬ କୋଟି
  • ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା- ୩୫୩.୪୫ କୋଟି
  • ଗ୍ରାମ୍ୟ ଉନ୍ନୟନ ବିଭାଗ- ୧୦୨୦୪.୬୦ କୋଟି
  • ସଂସଦୀୟ ବ୍ୟାପାର ବିଭାଗ- ୭୪.୯୨ କୋଟି
  • ଶକ୍ତି ବିଭାଗ- ୪୫୯୬.୭୦ କୋଟି
  • ହସ୍ତତନ୍ତ, ବୟନ ଓ ହସ୍ତକଳା ବିଭାଗ- ୩୮୨.୩୫ କୋଟି
  • ପର୍ଯ୍ୟଟନ ବିଭାଗ- ୧୦୨୨.୭୫ କୋଟି
  • ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ- ୨୦୧୯ କୋଟି
  • ସମବାୟ ବିଭାଗ- ୨୩୩୪.୬୪ କୋଟି
  • ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ବିଭାଗ- ୧୧ କୋଟି
  • ମହିଳା ଓ ଶିଶୁ କଲ୍ୟାଣ ବିଭାଗ- ୧୬୧୫୨.୯୩ କୋଟି
  • ଇଲେକ୍ଟ୍ରୋନିକ ଓ ଆଇଟି ବିଭାଗ- ୧୧୦୮.୦୨ କୋଟି
  • ଉଚ୍ଚ ଶିକ୍ଷା ବିଭାଗ- ୩୬୬୪.୪୦ କୋଟି
  • ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ- ୧୮୨୩.୧୧ କୋଟି
  • ଏମଏସଏମଇ ବିଭାଗ- ୭୬୨.୭୮ କୋଟି
  • ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ- ୯୬୧୦.୮୫ କୋଟି
  • ବିପର୍ଯ୍ୟୟ ପରିଚାଳନା- ୫୫୫୮.୦୭ କୋଟି
  • ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ- ୬୧୪.୯୭ କୋଟି
  • ମିଶନ ଶକ୍ତି ବିଭାଗ- ୨୮୦୪.୨୩ କୋଟି
Odisha Budget 2026 ଓଡିଶା ବଜେଟ 2026 ମୁଖ୍ୟମନ୍ତ୍ରୀ ମୋହନ ମାଝୀ
Share. Facebook Twitter LinkedIn Email WhatsApp Copy Link

Related Posts

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Latest News

ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କଟକ, ସୁନ୍ଦରଗଡ଼ ଜିଲ୍ଲାରେ ସାମୂହିକ ବିବାହ ଆୟୋଜିତ

March 12, 2026

ସୁରକ୍ଷା ଓ ଚାଳନା ଦକ୍ଷତା ବୃଦ୍ଧି ପାଇଁ ରେଳବାଇରେ ଏଆଇ ଓ ମେସିନ୍ ଲର୍ଣ୍ଣିଂର ବ୍ୟବହାର

March 12, 2026

ସଂସଦରେ ଅଭିବ୍ୟକ୍ତିର ସ୍ୱାଧୀନତା ଧାର୍ଯ୍ୟ ନିୟମାଧୀନ ଅଟେ: ଲୋକସଭା ବାଚସ୍ପତି

March 12, 2026

ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି କ’ଣ?: ସ୍ପଷ୍ଟ କଲେ ମନ୍ତ୍ରୀ ସୁରେଶ ପୂଜାରୀ

March 12, 2026

ଲୋକସଭାରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀଙ୍କ ବକ୍ତବ୍ୟ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.