Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ଏଣିକି ଫେସ୍‌ବୁକ୍‌ ବତାଇବ କେବେ କରିବେ ସ୍ବାସ୍ଥ୍ୟ ପରୀକ୍ଷା
ବିଶେଷ ଖବର

ଏଣିକି ଫେସ୍‌ବୁକ୍‌ ବତାଇବ କେବେ କରିବେ ସ୍ବାସ୍ଥ୍ୟ ପରୀକ୍ଷା

October 29, 2019No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ଆଜିକାଲି ମଣିଷ ଡିଜିଟାଲ୍‌ ମଣିଷ ହୋଇଗଲାଣି । ଆଜିକାଲି ସୋସିଆଲ୍‌ ସାଇଟ୍‌ରେ ପ୍ରାୟ ସମୟ ବିତାଉଛନ୍ତି ଲୋକେ । ଏପରି ସମୟରେ ଜନ୍ମଦିନ ହେଉ ଅଥବା ନିଜ ଜୀବନର ବିଶେଷ କିଛି ଦିନ ଅବା ନିଜ ସ୍ବାସ୍ଥ୍ୟ ପରୀକ୍ଷା ଏସବୁକୁ ମନେ ପକାଇବାକୁ ରିମାଣ୍ଡର୍‌ ରଖିବାକୁ ପଡୁଛି । ଏବେ ଆପଣଙ୍କୁ ଫେସ୍‌ବୁକ୍‌ ବା ସୋସିଆଲ୍‌ ନେଟ୍‌ଓ୍ବାର୍କ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା କଥା ମନେ ପକାଇଦେବ । ଏବେ ସବୁଠୁ ବହୁଳ ଲୋକପ୍ରିୟ ସୋସିଆଲ୍‌ ନେଟ୍‌ଓ୍ବାର୍କିଂ ସାଇଟ୍‌ (ଫେସବୁକ) ଆପଣଙ୍କୁ ଆପଣଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସମ୍ପର୍କରେ ମନେପକାଇ ଦେବା ସହିତ ଉତ୍ତମ ପରାମର୍ଶ ମଧ୍ୟ ଦେବ । ଫେସବୁକ୍‌ ଏବେ  ‘ପ୍ରିଭେଟିଂ ହେଲ୍‌ଥକେୟାର’ ନାମକ ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚର ସାହାଯ୍ୟରେ ଠିକ୍‌ ସମୟରେ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ନୋଟିଫିକେସନ୍‌ ମିଳିବ । ଏହି ନୂଆ ଫିଚରଟି ସୋମବାର ଦିନ ଆମେରିକାରେ ଆରମ୍ଭ କରାଯାଇଛି । କିନ୍ତୁ ଏବେ ଏହି ଫିଚରର ଲାଭ ଭାରତୀୟ ବ୍ୟବହାରକାରୀଙ୍କୁ ମିଳିପାରିନାହିଁ । କମ୍ପାନୀ ବହୁତ ଶୀଘ୍ର ଏହି ଫିଚରକୁ ଭାରତରେ ଲଞ୍ଚ କରିବ ।

ଫେସବୁକ୍‌ ଏହି ଟୁଲ୍‌କୁ ପ୍ରସ୍ତୁତ କରିବା ପାଇଁ ଆମେରିକାନ୍‌ କ୍ୟାନସର୍‌ ସୋସାଇଟି, ଆମେରିକାନ୍‌ କଲେଜ୍‌ ଅଫ୍‌ କାର୍ଡିଓଲୋଜି, ଆମେରିକାନ୍‌ ହାର୍ଟ ଏସୋସିଅନ୍‌ ଓ ୟୁଏସ୍‌ ସେଣ୍ଟର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌ ଆଣ୍ଡ୍‌ ପ୍ରୋଭିସନ୍‌ ସହ ସହବନ୍ଧିତା  କରିଛି । କମ୍ପାନୀ ଏହି ଫିଚର୍‌ ଜରିଆରେ ଲୋକଙ୍କୁ ଅଧିକରୁ ଅଧିକ ସୁବିଧା ମିଳିବା ପାଇଁ ଚେଷ୍ଟା କରିଛି ।

ଏହି ଫିଚରଟି କିପରି କାମ କରିବ ?

ଏହି ଫିଚର ସାହାଯ୍ୟରେ ବ୍ୟବହାରକାରୀଙ୍କୁ ଫେସବୁକ୍‌ ନିଜର ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ରିମାଣ୍ଡର୍‌ କରିପାରିବ । ଏତ୍‌ଦବ୍ୟତୀତ ବ୍ୟବହାରକାରୀ ନିଜର ପରିବାର ତଥା ସାଙ୍ଗସାଥୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ସୁପାରିଶ୍‌ ମଧ୍ୟ କରିପାରିବେ । ଏହି ଫିଚର ବ୍ୟବହାର କରିବା ପାଇଁ ବ୍ୟବହାରକାରୀଙ୍କୁ ପ୍ରିଭେଣ୍ଟିବ୍‌ ହେଲଥକେୟାର ସର୍ଚ୍ଚ କରିବାକୁ ପଡ଼ିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ରେଳ କର୍ମଚାରୀଙ୍କୁ 78 ଦିନ ପାଇଁ ଉତ୍ପାଦକତା ଆଧାରିତ ବୋନସ: କ୍ୟାବିନେଟ୍ ରେ ଅନୁମୋଦନ

September 24, 2025

ବିଜେଡିରୁ ନିଲମ୍ବିତ ହେବା ପରେ ଗୋଟିଏ ପରେ ଗୋଟିଏ ବାଣ ଫୁଟାଇଲେ ଶ୍ରୀମୟୀ

September 24, 2025

ଏହି ଦିନ ଜମ୍ମୁ କାଶ୍ମୀର ଏବଂ ପଞ୍ଜାବରେ ରାଜ୍ୟସଭା ନିର୍ବାଚନ: ପଢନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

September 24, 2025

ଲଦାଖକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି: ପୋଲିସ ସହ ସଂଘର୍ଷ, CRPF ଗାଡି ପୋଡ଼ିଲେ GEN-Z ଛାତ୍ର

September 24, 2025
Latest News

‘ଭାରତ ସାମୁଦ୍ରିକ ସପ୍ତାହ ୨୦୨୫’ ପୂର୍ବରୁ ଭୁବନେଶ୍ବରରେ ରୋଡସୋ

September 24, 2025

ଦେଶରେ ଚିକିତ୍ସା ସ୍ନାତକୋତ୍ତର ଏବଂ ସ୍ନାତକ ଶିକ୍ଷା କ୍ଷମତାରେ ବ୍ୟାପକ ବିସ୍ତାରକୁ କ୍ୟାବିନେଟ ମଞ୍ଜୁରୀ

September 24, 2025

2277.397 କୋଟି ବ୍ୟୟବରାଦ ସହିତ ଡିଏସଆଇଆର ଯୋଜନାକୁ କ୍ୟାବିନେଟ ମଞ୍ଜୁରି

September 24, 2025

ସାମୁଦ୍ରିକ କ୍ଷେତ୍ରକୁ ପୁନର୍ଜୀବିତ କରିବା ପାଇଁ 69,725 କୋଟିର ପ୍ୟାକେଜକୁ ଅନୁମୋଦନ

September 24, 2025

ରେଳ କର୍ମଚାରୀଙ୍କୁ 78 ଦିନ ପାଇଁ ଉତ୍ପାଦକତା ଆଧାରିତ ବୋନସ: କ୍ୟାବିନେଟ୍ ରେ ଅନୁମୋଦନ

September 24, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.